Browsing Category

ସ୍ପେସାଲ

ରାଶିଫଳ(ମଙ୍ଗଳବାର,୦୫ ଏପ୍ରିଲ,୨୦୨୨)

ମେଷ - ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ, ନୂଆ ଭୁମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ…

ବାରମ୍ବାର ଆଙ୍ଗୁଠି ଫୁଟାଇବା ଦ୍ୱାରା ହୋଇପାରେ ଏହି ସମସ୍ୟା

ନୂଆଦିଲ୍ଲୀ: ଆମ ଭିତରେ ଅନେକ ଲୋକ ଏପରି ଅଛି, ଯେଉଁମାନଙ୍କୁ ଆଙ୍ଗୁଠି ଫୁଟାଇବାର ଅଭ୍ୟାସ ରହିଛି । ସେମାନେ ଦିନକ ଭିତରେ ଅନେକ ଥର ଆଙ୍ଗୁଠି ଫୁଟାଇଥାନ୍ତି । କେବେ ଆପଣ ଭାବିଛନ୍ତି କି, ଆଙ୍ଗୁଠି ଫୁଟାଇବା ଦ୍ୱାରା…

ହଜାର ଫୁଟ ଉଚ୍ଚରେ ବନ୍ଦ ହେଲା ପ୍ଲେନର ଇଞ୍ଜନ: ଜୀବନକୁ ବାଜି ଲଗାଇ ପାଇଲଟ କଲେ ଏପରି କାମ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ଯୁବ ଯୁବ ସୋସିଆଲ ମିଡିଆ ୟୁଜର୍ସମାନେ ବିପଜ୍ଜନକ ଷ୍ଟଣ୍ଟକୁ ଭଲ ପାଉଥିବାର ଦେଖିବାକୁ ମିଳୁଛି । ସେମାନେ ନିଜକୁ ‘ଖତରୋ କି ଖିଲାଡି’ ଭାବେ ପ୍ରମାଣିତ କରିବାକୁ ଅଜବ କାରନାମା କରିଥାନ୍ତି ।…

ରାଶିଫଳ(ସୋମବାର,୦୪ ଏପ୍ରିଲ,୨୦୨୨)

ମେଷ - ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଅବଶ୍ୟ ବହୁଳାଂଶରେ ସୁଫଳ ପାଇପାରିବେ । ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ…

ମୋଦୀଙ୍କ ପରେ କିଏ? UP ଦଖଲ ପରେ ବଢ଼ୁଛି ଯୋଗୀଙ୍କ ପାୱାର, ହୋଇପାରନ୍ତି BJPର ଭବିଷ୍ୟତର ଚେହେରା

ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟରୁ ୪ଟି ବିଜେପି ସପକ୍ଷରେ ଯାଇଥିଲା । ୪ଟି ରାଜ୍ୟରେ ଭାଜପା ସରକାର ଗଠନ କରିଥିଲେ ହେଁ ସବୁଠାରୁ ଚର୍ଚ୍ଚାରେ ରହିଥିଲା ଦେଶର…

ରାଶିଫଳ(ରବିବାର,୦୩ ଏପ୍ରିଲ,୨୦୨୨)

ମେଷ - ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ, ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ,ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଖୁସି ରହିବ, ରାଜନୈତିକ ଜୀବନ ଝଡଝଞ୍ଜାମୟ…

ଦୃଶ୍ୟମାନ ହେଲା ରମଜାନର ଚାନ୍ଦ, ରବିବାର ପ୍ରଥମ ରୋଜା

ନୂଆଦିଲ୍ଲୀ: ଦେଶରେ ଶନିବାର ରମଜାନର ଚାନ୍ଦ ଦେଖିବାକୁ ମିଳିଛି। ଚାନ୍ଦ ଦୃଶ୍ୟମାନ ହେବା ପରେ ରମଜାନର ମାସ ଆଜିଠୁ ଆରମ୍ଭ ହୋଇ ଯାଇଛି । ଜାମା ମସଜିଦର ଶାହି ଇମାମ ଏହାର ଘୋଷଣା କରିଛନ୍ତି । ଗୋଟିଏ ମାସ ପର୍ଯ୍ୟନ୍ତ…

୧୧ ବର୍ଷ ପୂର୍ବେ ୱାଙ୍ଖେଡେରେ ଉଡିଥିଲା ଧୋନୀଙ୍କ ହେଲିକପ୍ଟର: ସ୍ମରଣୀୟ ମୂହୂର୍ତ୍ତରେ ମନେ ପଡେ ଭାରତୀୟ ଦଳର ସଫଳତା

ନୂଆଦିଲ୍ଲୀ: ଭାରତର ବିଶ୍ୱକପ୍ ବିଜୟକୁ ପୁରିଛି ୧୧ ବର୍ଷ । ୨୦୧୧ ମସିହାର ଆଜିର ଦିନରେ ଭାରତ ନିଜର ଦ୍ୱିତୀୟ ଦିନିକିଆ ବିଶ୍ୱକପ୍ ବିଜୟୀ ହୋଇଥିଲା । ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଜୟ ସୂଚକ ଛକା ମାରିବା…

ରାଶିଫଳ(ଶନିବାର,୦୨ ଏପ୍ରିଲ,୨୦୨୨)

ମେଷ : ସ୍ଵଭାବରେ ଉଗ୍ରତା ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ । ଶାରୀରିକ ତଥା ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି । କମ ସଫଳତା ମିଳିବାରୁ ନିରାଶା ହୋଇପାରନ୍ତି । ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ ।…

ଓଡ଼ିଆ ପୁଅ ହେବେ କି ଦେଶର ପରବର୍ତ୍ତୀ ରାଷ୍ଟ୍ରପତି, ବିଶ୍ୱଭୂଷଣଙ୍କୁ ନେଇ ଦିଲ୍ଲୀ ଦରବାରରେ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ତେଣୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପଦରେ କିଏ ବସିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।…