Browsing Category

ସ୍ପେସାଲ

ଶକ୍ତିର ଖଣି ଓଲୁଅ: ସ୍ମରଣ ଶକ୍ତି ବଢ଼ାଇବା ସହ କ୍ୟାନସର-ମଧୁମେହ ଭଳି ରୋଗଠୁ ବି ଦୂରେଇ ରଖିବାରେ ହୁଏ ସକ୍ଷମ

ଭୁବନେଶ୍ୱର: ପିଲାଠୁ ବଡ଼ ଆଳୁ ଖାଇବାକୁ କିଏ ବା ପସନ୍ଦ କରେ ନାହିଁ କୁହନ୍ତୁତ, ସବୁ ପନିପରିବା ସହ ମିଶାଇ ଖାଇଥାନ୍ତି ଲୋକେ। କିନ୍ତୁ ଆଳୁ ଭଳି ଦେଖାଯାଉଥିବା ଓଲୁଅ ବିଷୟରେ ଆପଣ ଜାଣନ୍ତି କି? ଓଲୁଅ ଟିକେ ଅଜବ…

ଟିମ ଇଣ୍ଡିଆର 5 Stars, ଅଷ୍ଟ୍ରେଲିଆର ଭାଙ୍ଗିଲେ ଗର୍ବ: ବିଶାଳ ବିଜୟ ସହ ପର୍ଥରେ ନୂଆ ଇତିହାସ…

ଓଡ଼ିଶା ଭାସ୍କର: ପର୍ଥ ମିଦାନରେ ନୂଆ ଇତିହାସ ସୃଷ୍ଟି କରିଛି ଟିମ ଇଣ୍ଡିଆ । ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨୯୫ ରନରେ ଚକମା ଦେଇଛି ବୁମରାହ ବାହିନୀ । ଅଷ୍ଟ୍ରେଲିଆରେ ‘ପର୍ଥ’ ବିଜୟ ସହ ଭାରତ ପୁଣିଥରେ ବିଶ୍ୱ ଟେଷ୍ଟ…

ସାବଧାନ୍! କାନ ପାଇଁ ବିପଦ ଆଣିପାରେ Ear Phone: ହରାଇପାରନ୍ତି ଶ୍ରବଣ ଶକ୍ତି

ଓଡ଼ିଶା ଭାସ୍କର: ଆଜିକାଲି ଲୋକେ ସ୍ମାର୍ଟଫୋନ୍ ବିନା ଘଡ଼ିଏ ରହିପାରୁନାହାନ୍ତି । କାମ କରିବା କିମ୍ୱା ଯାତ୍ରା କରିବା ସମୟରେ ଅନେକ ଇୟରଫୋନ୍ ଲଗାଇ ଗୀତ ଶୁଣନ୍ତି, ନଚେତ୍ ସୋସିଆଲ ମିଡିଆରେ ବ୍ୟସ୍ତ ରୁହନ୍ତି । ଦିନରେ…

(Video) ଆପଣଙ୍କୁ ମିଳିଲାନି କି ‘ସୁଭଦ୍ରା’ ଟଙ୍କା? ଏହିଦିନ ଆକାଉଣ୍ଟକୁ ଆସିବ ପ୍ରଥମ କିସ୍ତି, କ’ଣ କହିଲେ ଉପ-ମୁଖ୍ୟମନ୍ତ୍ରୀ?

ଓଡ଼ିଶା ଭାସ୍କର: ଆଜି ରାଜ୍ୟର ଅଧିକାଂଶ ମହିଳାଙ୍କ ଆକାଉଣ୍ଟକୁ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ରେ ଏକ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସମସ୍ତ ଯୋଗ୍ୟ…

ସବୁବେଳେ ଦୁର୍ବଳ ଲାଗୁଛି କି? ଏହି ଉପାୟ କରନ୍ତୁ, କିଛି ଦିନ ଭିତରେ କମଜୋରିରୁ ମିଳିବ ମୁକ୍ତି

ଓଡ଼ିଶା ଭାସ୍କର: ଆଜିକାଲି ସମସ୍ତଙ୍କ ଜୀବନ ବ୍ୟସ୍ତବହୁଳ ହୋଇଯାଇଛି । ଯାହା ଫଳରେ ନିଜ ଦାୟିତ୍ୱ କିମ୍ବା ନିଜ ସ୍ୱାସ୍ଥ୍ୟପ୍ରତି ମଧ୍ୟ ଯତ୍ନ ହୋଇ ପାରୁନାହାନ୍ତି । ତେଣୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ଆଜିର…

Habit King! ଭଲ ଅଭ୍ୟାସ ଜୀବନ ବଦଳାଉଥିବା ବେଳେ ଖରାପ ଅଭ୍ୟାସ ମଣିଷକୁ ବର୍ବାଦ କରିଦେଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ‘ଟଙ୍କା’ ସବୁଠାରୁ ବଡ଼ ଜିନିଷ ବୋଲି ସମସ୍ତେ କହିଥାନ୍ତି । ପାଖରେ ଟଙ୍କା ଥିଲେ ଏ ଦୁନିଆରେ ସବୁ କିଛି କିଣି ହେବା ସହ ସବୁକିଛି ପାଇବା ସମ୍ଭବ ହୋଇପାରିବ ବୋଲି ଲୋକଲୋଚନରେ…

Assembly Election Results: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳର ଡିଟେଲ୍ସ ରିପୋର୍ଟ

ନୂଆଦିଲ୍ଲୀ: ସାରା ଦେଶବାସୀଙ୍କ ନଜର ଏବେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ରହିଛି । ମହାରାଷ୍ଟ୍ରର ୨୮୮ଟି ଓ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନ ପାଇଁ ଆଜି ସକାଳୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା…

ବିବାହ କାର୍ଯ୍ୟରେ କାହିଁକି ରାଗିଯାଆନ୍ତି ପିଉସା, ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ

ଓଡ଼ିଶା ଭାସ୍କର: ଭାରତୀୟ ବିବାହରେ ପିଉସା ରାଗିବାର କାହାଣୀ ଆପଣ ଅନେକ ସମୟରେ ଶୁଣିଥିବେ । ଏହା ଏକ ମଜାଳିଆ କାହାଣୀ ଯାହାକୁ ଆମେ ପ୍ରାୟତଃ ଦୋହରାଇଥାଉ, କିନ୍ତୁ ଆପଣ କେବେ ଭାବିଛନ୍ତି କି ବିବାହରେ ପିଉସାମାନେ…

ଅଶୁଭ ସମୟ ଆସିଲେ, କାଳ ଭୈରବଙ୍କୁ କରନ୍ତୁ ସ୍ମରଣ, ସବୁ ଦୁଃଖ ହରିନେବେ ବାବା

ଓଡ଼ିଶା ଭାସ୍କର: ଭୈରବଙ୍କୁ ପୂଜା କରିବା ଦ୍ୱାରା ଯେତେ ଶୀଘ୍ର ସମ୍ଭବ ଅଶୁଭ ଗ୍ରହ ରାହୁ, କେତୁ ଓ ଶନିଙ୍କ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଯେଉଁ ରାଶିମାନଙ୍କୁ ଶନି କଷ୍ଟ ଦେଉଛନ୍ତି, ସେମାନେ ଏବଂ ଯେଉଁ ରାଶିର ରାହୁ…

କାହିଁକି ପ୍ରଥମ ସନ୍ତାନ ପାଇଁ ପାଳନ ହୁଏ ପ୍ରଥମାଷ୍ଟମୀ ପର୍ବ, ଏହା ପଛରେ କ’ଣ ରହିଛି ପରମ୍ପରା ?

ଭୁବନେଶ୍ୱର: ଓଡ଼ିଆମାନଙ୍କର ବାର ମାସରେ ତେର ପର୍ବ । ଓଡ଼ିଆ ପାଞ୍ଜି ଅନୁସାରେ ମାର୍ଗଶୀର ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପର୍ବ ପାଳନ ହୋଇଥାଏ । ଏହି ଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ…