Browsing Category

T20 World Cup

T20 ବିଶ୍ୱକପ୍; BCCI ଘୋଷଣା କଲା ଭାରତୀୟ ଦଳ: ଯୁବ ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ମିଶନ୍ 'ବିଶ୍ୱକପ୍-୨୦୨୪'ରେ ହରମନପ୍ରୀତ କୌରଙ୍କୁ ଅଧିନାୟକ ଭାବରେ ନିଯୁକ୍ତି କରାଯାଇଛି । ତେବେ ଏହି ବିଶ୍ୱକପ୍ ଦଳର ଉପ-ଅଧିନାୟକ…

ICC ଛଡ଼ାଇନେଲା ଦାୟିତ୍ୱ! ବାଂଲାଦେଶରେ ଖେଳାଯିବନି ଟି-୨୦ ବିଶ୍ୱକପ୍, ମିଳିଲା ନୂଆ ଭେନ୍ୟୁ

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ ବୋର୍ଡକୁ ଏକ ବଡ଼ ଝଟକା ଦେଇଛି ଆଇସିସି । ବାଂଲାଦେଶ ହାତରୁ ମହିଳା ଟି-୨୦ ବିଶ୍ୱକପ ଆୟୋଜନର ଅଧିକାର ଆଇସିସି ଛଡ଼ାଇ ନେଇଛି । ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ…

ଅକ୍ଟୋବରରେ ଭାରତ ଆୟୋଜନ କରିବ ଟି-୨୦ ବିଶ୍ୱକପ? ବାଂଲାଦେଶ ହିଂସା ପରେ ନୂଆ ପ୍ରସ୍ତୁତି

ନୂଆଦିଲ୍ଲୀ: ବାଂଲାଦେଶରେ ଜଟିଳ ପରିସ୍ଥିତି ହିଂସାର ରୂପ ନେଇଛି । ଦେଶର ରାଜନୈତିକ ହିଂସା ବର୍ତ୍ତମାନ ମହିଳା ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ଆଶଙ୍କା ଦେଖାଯାଇଛି । ଆଇସିସିର ସୂଚୀ ଅନୁସାରେ, ଆସନ୍ତା ଅକ୍ଟୋବର ମାସରେ…

ବନ୍ଦ ହେବ କି T20 WC-2024? ବାଂଲାଦେଶରେ ହିଂସାର ନିଆଁ… ICC କରିପାରେ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ: ବାଂଲାଦେଶରେ ହିଂସାର ତାଣ୍ଡବ ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହା ଭିତରେ ଟି-୨୦ ବିଶ୍ୱକପକୁ ନେଇ ଆଶଙ୍କା ଦେଖାଦେଲାଣି । ଏଭଳି ପରିସ୍ଥିତିରେ ବାଂଲାଦେଶରେ ହେବାକୁ ଥିବା ମହିଳା ଟି-୨୦…

INDvsSL; ଶୁଭମନଙ୍କ ପରେ ପରାଗ-ସୁନ୍ଦରଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ, ଶ୍ରୀଲଙ୍କାକୁ ଦେଲେ ୧୩୮ ରନର ଟାର୍ଗେଟ

ନୂଆଦିଲ୍ଲୀ: ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କା ଆଗରେ ୧୩୮ ରନର ଟାର୍ଗେଟ ରଖିଛି । ଶ୍ରୀଲଙ୍କା ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ପରେ ଭାରତୀୟ…

କ୍ରିକେଟ୍ ଜଗତରେ ଇତିହାସ ରଚିଲେ ରସିଦ ଖାନ୍; ମାତ୍ର ୨୫ ବର୍ଷ ବୟସରେ ୬୦୦ଟି ଟି-୨୦ ୱିକେଟ୍

ନୂଆଦିଲ୍ଲୀ: ଆଫଗାନିସ୍ତାନର ରସିଦ ଖାନ୍ ଙ୍କୁ ବିଶ୍ୱର ଶ୍ରେଷ୍ଠ ବୋଲରମାନଙ୍କ ମଧ୍ୟରେ ଗଣା ଯାଏ। ବିଶେଷ କରି ଟି-୨୦ ଫର୍ମାଟରେ ରସିଦ ଖାନଙ୍କ ପାଖରେ କୌଣସି ଉତ୍ତର ନାହିଁ। ରସିଦ୍ ଖାନ୍ ନିଜର ଗୁଗଲି ଏବଂ ଭେରିଏସନ୍…

ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଟି-୨୦; ମ୍ୟାଚ୍ ପୂର୍ବରୁ ଆହତ ହେଲେ ମହମ୍ମଦ ସିରାଜ

ମୁମ୍ୱାଇ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆଜି ଅର୍ଥାତ୍ ଜୁଲାଇ ୨୭, ଶନିବାରଠାରୁ ଆରମ୍ଭ ହେବ। ଶ୍ରୀଲଙ୍କା ଗସ୍ତରେ ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବାକୁ ଟିମ୍ ଇଣ୍ଡିଆ ଉପସ୍ଥିତ…

IND vs ZIM: ଜିମ୍ବାୱେକୁ ପରାସ୍ତ କରି ୨-୧ରେ ଆଗୁଆ ‘ୟଂଗ୍’ ଇଣ୍ଡିଆ ଟିମ୍

ମୁମ୍ୱାଇ: ତୃତୀୟ ଟି-୨୦ ମ୍ୟାଚରେ ଜିମ୍ବାୱେକୁ ୨୩ ରନ୍ ରେ ପରାସ୍ତ କରିଛି ଭାରତ । ଏହା ସହ ଭାରତୀୟ ଦଳ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ପକ୍ଷରୁ…

Bonus ରାଶି ନେବାକୁ ମନା କଲେ ଦ୍ରାବିଡ: BCCIର ଅଫର ଛାଡ଼ି ହୃଦୟ ଜିତିଲେ ଦ୍ରାବିଡ

ନୂଆଦିଲ୍ଲୀ: କୋଚ୍ ରାହୁଲ ଦ୍ରାବିଡଙ୍କ ଅଧୀନରେ ଭାରତ ଟି-୨୦ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିଛି । ତେବେ ଏହାପରେ ଏହି ପଦରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତାଙ୍କ ସ୍ଥାନରେ ପୂର୍ବତନ କ୍ରିକେଟର ଗୌତମ…

ଟି-୨୦ କ୍ରିକେଟରୁ ଅବସର ପରେ ବଦଳିଲା ରୋହିତଙ୍କ DP: ୩ ଘଣ୍ଟାରେ ମିଲିୟନ୍ ଲାଇକ୍ସ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଜିତିବା ପରେ କ୍ରିକେଟରୁ ଅବସର ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ରୋହିତଙ୍କ ସହ ବିରାଟ ମଧ୍ୟ ଏହି ଫର୍ମାଟରୁ ଅବସର ନେଇଛନ୍ତି । ତେବେ ଚମ୍ପିଆନ୍ ହେବା ପରେ ଭାରତୀୟ ଦଳ ଦେଶକୁ ଫେରି…