fbpx
Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

(Video) ‘ଅବସର ଘୋଷଣା ପାଇଁ ଏହା ଉଚିତ୍ ସମୟ…’ ଫାଇନାଲ ଜିତିବା ପରେ ଏମିତି କାହିଁକି କହିଲେ?

ନୂଆଦିଲ୍ଲୀ: ଗୁଜୁରାଟ ଟାଇଟନ୍ସକୁ ୫ ୱିକେଟରେ ମାତ୍ ଦେଇ ପଞ୍ଚମ ଥର ପାଇଁ ଚମ୍ପିଆନର ମୁକୁଟ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗସ । କ୍ୟାପଟେନ କୁଲ ଏମ.ଏସ ଧୋନୀଙ୍କ ନେତୃତ୍ୱରେ ପଞ୍ଚମ ଥର ଆଇପିଏଲ ଟ୍ରଫି ହାତେଇଛି ୟେଲୋ…

IPL Prize Money: ଚେନ୍ନାଇ ଓ ଗୁଜରାଟ ଟିମ ଏବଂ ସମସ୍ତ ଖେଳାଳିଙ୍କୁ କେତେ ଅର୍ଥ ମିଳିଲା, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ପଞ୍ଚମ ଥର ପାଇଁ ଚଳିତ ଆଇପିଏଲ ୨୦୨୩ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସ (ସିଏସକେ) ଚାମ୍ପିୟନ ହୋଇଛି । ଅନ୍ୟପକ୍ଷରେ ୫ ୱିକେଟରେ ପରାସ୍ତ ହୋଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ଚେନ୍ନାଇ କ୍ରମାଗତ ଚାମ୍ପିୟନ ହେବା ପଛର ରହସ୍ୟ କ’ଣ: ଫାଇନାଲରେ ବିଜୟ ପଛରେ ରହିଛି ୫ଟି ବଡ଼ କାରଣ

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଚଳିତ ସିଜିନର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଚେନ୍ନାଇ ସୁପର କିଙ୍ଗସ (ସିଏସକେ) । ପ୍ରତିପକ୍ଷ ଗୁଜରାଟ ଟାଇଟନ୍ସକୁ ଡକ ୱର୍ଥ ଲୁଇସ୍…

IPL 2023 Final: ଗୁଜୁରାଟକୁ ୫ ୱିକେଟରେ ହରାଇ ପଞ୍ଚମ ଥର ପାଇଁ ଆଇପିଏଲ୍ ଚାମ୍ପିଅନ୍ ହେଲା ଚେନ୍ନାଇ ସୁପର କିଙ୍ଗସ୍

ଅହମ୍ମଦାବାଦ: ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚରେ ଗୁଜୁରାଟକୁ ୫ ୱିକେଟରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ୨୦୨୩ ଟାଇଟଲ ଜିତିଛି। ଏହା ସହିତ ଚେନ୍ନାଇ ପଞ୍ଚମ ଥର ପାଇଁ ଟାଇଟଲ୍ ଜିତିଛି ଏବଂ ଟୁର୍ନାମେଣ୍ଟ…

Video: ବିଜୁଳି ଠାରୁ ତୀବ୍ର ଗତିରେ ଶୁଭମନ୍ ଗିଲ୍‌ଙ୍କୁ ଷ୍ଟମ୍ପିଂ କଲେ ଧୋନି: ହାସଲ କଲେ ବଡ଼ ରେକର୍ଡ

ଅହମଦାବାଦ: ଗୋଟିଏ ଦିନର ଅପେକ୍ଷା ପରେ ଆଇପିଏଲ୍ ୨୦୨୩ ରୋମାଞ୍ଚ ଆରମ୍ଭ ହୋଇଛି । ଏହି ମ୍ୟାଚ୍‌ରେ ଏମଏସ. ଧୋନି ଟସ୍ ଜିତି ଗୁଜରାଟକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଏହାପରେ ୨୩ ବର୍ଷୀୟ ଶୁଭମାନ ଗିଲ ଦୁର୍ଦଶ…

ଆଇପିଏଲ୍ ୨୦୨୩ ଫାଇନାଲ୍: ପୁଣି ବର୍ଷା ସାଜିଲା ପ୍ରତିବନ୍ଧକ, ଅଧାରୁ ବନ୍ଦ ହେଲା ମ୍ୟାଚ୍

ଅହମ୍ମଦାବାଦ: ଆଇପିଏଲ ଫାଇନାଲ ମ୍ୟାଚରେ ବଡ଼ ପ୍ରତିବନ୍ଧକ ସାଜିଛି। ପ୍ରଥମ ଇନିଂସ ସାରିବା ପରେ ଦ୍ୱିତୀୟ ଇନିଂସ ଆରମ୍ଭରୁ ହିଁ ମୁଷଳ ଧାରାରେ ବର୍ଷା ହୋଇଛି। ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଯାଇଛି। ଚେନ୍ନାଇର ଇନିଂସରେ…

IPL ୨୦୨୩ Final: ଫାଇନାଲରେ ଗର୍ଜିଲା ସାଇ ସୁଦର୍ଶନ, ଶାହାଙ୍କ ବ୍ୟାଟ୍‌: ଚେନ୍ନାଇ ଆଗରେ ବିଜୟ ଲକ୍ଷ୍ୟ ୨୧୫

ଅହମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ୍ ଆଗରେ ୨୧୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଗୁଜରାଟ ଟାଇଟାନ୍ସ । ଚାରି ୱିକେଟ୍ ହରାଇ ଗୁଜୁରାଟ ୨୦ ଓଭରରେ ୨୧୪ ରନ୍ ସଂଗ୍ରହ କରିଛି…

ଫାଇନାଲ ମ୍ୟାଚ୍‌ରେ ଟସ୍ ଜିତିଲା ଚେନ୍ନାଇ ସୁପର କିଙ୍ଗସ୍‌: ପ୍ରଥମେ କରିବ ବୋଲିଂ, ଜାଣନ୍ତୁ ଉଭୟ ଦଳର ପ୍ଲେଇଂ ୧୧

ଅହମଦାବାଦ: ଚେନ୍ନାଇ ସୁପର କିଙ୍ଗସ୍‌(ସିଏସ୍‌କେ) ଅଧିନାୟକ ଧୋନି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲେ । କିନ୍ତୁ…

Video: ଆଇପିଏଲ୍ ଫାଇନାଲ ଉତ୍କଣ୍ଠା: ବର୍ଷା ପାଇଁ ଷ୍ଟେସନ୍‌ରେ ଶୋଇଲେ ସିଏସ୍‌କେ ପ୍ରଶଂସକ

ଅହମଦାବାଦ: ରବିବାର ହେବାକୁ ଥିବା ଅଇପିଏଲ୍ ଫାଇନାଲ ମ୍ୟାଚ୍ ବର୍ଷା କାରଣରୁ ଋଦ୍ଧ ହୋଇଥିଲା। ରିଜର୍ଭ ଡେ' ସୋମବାର (ମେ ୨୯ ତାରିଖ)ରେ ଫାଇନାଲ ଖେଳାଯିବ। ତେବେ ରବିବାର ଖେଳ ନହେବା କାରଣରୁ ଫାଇନାଲ ମ୍ୟାଚ୍ ଦେଖିବାକୁ…

IPL-2024ରେ କେଉଁ ଭୂମିକା ନେବେ M.S Dhoni? ଇମ୍ପାକ୍ଟ ପ୍ଲେୟର ଭାବରେ ଖେଳିବା ନେଇ କହିଲେ କ୍ରିକେଟର

ନୂଆଦିଲ୍ଲୀ: ଆଜି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ-୨୦୨୩ର ପାଇନାଲ ମ୍ୟାଚ । ଏହି ମ୍ୟାଚ ଚେନ୍ନାଇର ଅଧିନାୟକ ଏମ.ଏସ ଧୋନୀଙ୍କର ଶେଷ ମ୍ୟାଚ ବୋଲି ମଧ୍ୟ କୁହାଯାଉଛି । ତେବେ ମାହି କିମ୍ବା ସିଏସକେ ତରଫରୁ…