Browsing Category
Cricket
Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com
ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ମହମ୍ମଦ ଶାମୀ! ମୁଣ୍ଡରେ ପଗଡ଼ି, ବେକରେ ଫୁଲମାଳ ନେଇ ପ୍ରସ୍ତୁତ କ୍ରିକେଟର
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ମହମ୍ମଦ ଶାମୀ ବର୍ତ୍ତମାନ ଦଳରୁ ବାଦ୍ ରହିଛନ୍ତି । ଆହତ ସମସ୍ୟା ଯୋଗୁଁ ଦକ୍ଷିଣ ଆଫ୍ରିକା ପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ…
ରୋହିତ ଶର୍ମାଙ୍କ ବିପକ୍ଷରେ ଗଲେ ରବିଚନ୍ଦ୍ରନ ଅଶ୍ୱୀନ! ଆଫଗାନିସ୍ତାନ ବିବାଦକୁ ନେଇ କହିଲେ ଅଫ୍ ସ୍ପିନର
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜକୁ ୩-୦ରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏହାପରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ରୋହିତ ସେନା । ତେବେ ଆଫଗାନିସ୍ତାନ ବିପକ୍ଷ ସିରିଜ ସରି ଯାଇଥିଲେ ମଧ୍ୟ…
T-20 WC-2024 ରେ ଅଧିନାୟକ ରହିବେ ରୋହିତ ଶର୍ମା: ବାଛିନେଲେ ନିଜର ‘Team India’…
ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ ୨୦୨୪ । ଏଥିପାଇଁ ପ୍ରତ୍ୟେକ ଦଳ ନିଜର ପ୍ରସ୍ତୁତ ଜାରି ରଖିଥିବା ବେଳେ ଭାରତ ପାଇଁ ଏହା ପୂର୍ବରୁ କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ନାହିଁ । ତେଣୁ…
Phone, E-Mailରେ ଧୋନୀଙ୍କୁ ଜଣାଇ ଦିଅ, ସେ… ଦିଲ୍ଲୀ ହାଇକୋର୍ଟ ଦେଲେ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବିରୋଧରେ ରୁଜୁ ହୋଇଛି ଏକ ମାନହାନି ମୋକଦ୍ଦମା ମାମଲା । ତେବେ ଏ ନେଇ କୋର୍ଟରେ ଶୁଣାଣି କରିବା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ରେଜିଷ୍ଟ୍ରିଙ୍କୁ…
ହାର୍ଦ୍ଦିକ ନୁହେଁ, ଏହି ଖେଳାଳି ହେବେ ବିଶ୍ୱକପର ଷ୍ଟାର ଅଲରାଉଣ୍ଡର: କୋଚ୍ ଦ୍ରାବିଡଙ୍କ ନୂଆ ପ୍ଲାନ୍
ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଭାରତ ନିଜର ସମସ୍ତ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛି । ଆଗାମୀ ବିଶ୍ୱକପ ପାଇଁ ରୋହିତଙ୍କୁ ଦଳର ଅଧିନାୟକ ପଦ ମିଳିବା ସୁନିଶ୍ଚିତ ହୋଇଥିବା ବେଳେ ଅନେକ ଖେଳାଳିଙ୍କୁ ସୁଯୋଗ…
Star Sportsରେ ଦେଖିପାରିବେନି IND vs ENG ଟେଷ୍ଟ ସିରିଜ: ଏହି ଚାନେଲରେ ହେବ Live Telecast
ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ । ଉଭୟ ଦଳ ମଧ୍ୟରେ ୫ଟି ଟେଷ୍ଟ ଖେଳାଯିବ । ତେବେ ଏହି ସିରିଜ ପୂର୍ବରୁ ଏହି ସିରିଜର ପ୍ରସାରଣକୁ ନେଇ ଏକ ବଡ଼…
T20 WC-2024ରେ ସୁଯୋଗ ପାଇବେ ଋଷଭ ପନ୍ତ! ଇସାରା ଦେଲେ କୋଚ୍ ଦ୍ରାବିଡ
ନୂଆଦିଲ୍ଲୀ: ଟି-୨୦ ସିରିଜର ଶେଷ ମ୍ୟାଚରେ ଡବଲ ସୁପର ଓଭର ଖେଳି ଆଫଗାନିସ୍ତାନକୁ ହରାଇଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ଏବଂ ଷ୍ଟାର ବୋଲର ରବି ବିଷ୍ଣୋଇଙ୍କ ବୋଲିଂ ପାଇଁ ଭାରତ ଏହି…
Double Super Overରେ ଜିତିଲା ଟିମ ଇଣ୍ଡିଆ: ୩-୦ରେ ସିରିଜ ଉପରେ ରୋହିତଙ୍କ କବଜା
ନୂଆଦିଲ୍ଲୀ: ଭାରତ-ଆଫଗାନିସ୍ତାନ ବିପକ୍ଷ ତୃତୀୟ ମ୍ୟାଚରେ ଦେଖିବାକୁ ମିଳିଛି ଡବଲ ସୁପର ଓଭର । ପ୍ରଥମ ସୁପର ଓଭର ଟାଇ ହେବା ପରେ ଏହି ମ୍ୟାଚରେ ଆଉ ଏକ ସୁପର ଓଭର ମ୍ୟାଚ ଦେଖିବାକୁ ମିଳିଛି । ଏହି ଲଢେଇରେ ପ୍ରଥମେ…
Big Breaking; ରୋହିତଙ୍କ ବିସ୍ଫୋରକ ଶତକ: ବିଶ୍ୱକପ୍ ପୂର୍ବରୁ ସବୁ ଦଳକୁ ଚେତାବନୀ
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ ବିସ୍ପୋରକ ଶତକ ହାସଲ କରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ୧୪ ମାସ ପରେ କମବ୍ୟାକ କରି ଏହି ଶତକ ଅର୍ଜନ କରିଛନ୍ତି ରୋହିତ । ଏହି ଶତକ ସହ…
(Video) ଟିମ ଇଣ୍ଡିଆର ପୂର୍ବତନ ବିଶ୍ୱକପ୍ ବିଜେତା, ମନ୍ଦିରରେ ପୋଛା ମାରୁଛନ୍ତି: ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ୨୦୧୧ ବିଶ୍ୱ ଚମ୍ପିଆନ୍ ଟିମ ଇଣ୍ଡିଆର ଅଧିକାଂଶ କ୍ରିକେଟର ବର୍ତ୍ତମାନ ଅବସର ଗ୍ରହଣ କରି ସାରିଛନ୍ତି । ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସମେତ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ ଅନ୍ତର୍ଜାତୀୟ…