Browsing Category
Cricket
Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com
IPLରୁ ବିଦା ହେଲେ ଅଜିଙ୍କ୍ୟା ରାହାଣେ: ଇଂଲଣ୍ଡ ଗସ୍ତରେ ଫେରିବାକୁ ନେଇ ମଧ୍ୟ ଆଶଙ୍କା
ମୁମ୍ବାଇ: ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଛି ୨୦୨୨ । କିନ୍ତୁ ଖେଳାଳିଙ୍କ ଆହତ ସମସ୍ୟା ଏବେ ବି ବିଭିନ୍ନ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କୋଲକାତା ନାଇଟ ରାଇଡର୍ସର ଓପନର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟା ରାହାଣେ…
ପୁଣି ୨୦୧୧ ବିଶ୍ୱକପର ସେହି ଯୁଗଳବନ୍ଦୀ: ମ୍ୟାଚ ପରେ ଧୋନୀଙ୍କ ସହ ଗୈରୀ କ୍ରଷ୍ଟନଙ୍କ ଫଟୋ ଭାଇରାଲ
ନୂଆଦିଲ୍ଲୀ: ପୁଣିଥରେ ଏକାଠି ହୋଇଛନ୍ତି ୨୦୧୧ରେ ଭାରତକୁ ଐତିହାସିକ ବିଶ୍ୱକପ ଜିତାଇଥିବା ଦୁଇ ସୁପରହିରୋ । ଭାରତୀୟ ଦଳର ତତ୍କାଳୀନ ଅଧିନାୟକ ଏବଂ କୋଚଙ୍କୁ ଦୀର୍ଘ ଦିନ ପରେ ପୁଣିଥରେ ଏକାଠି ଦେକିବାକୁ ମିଳିଛି ।…
IPL 2022: ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଆଜି ‘କର ବା ମର’ ମୁକାବିଲା, ହାରିବା ଦଳ ପ୍ଲେ ଅଫରୁ ପଡିବ ବାଦ୍
ମୁମ୍ବାଇ: ଆଇପିଏଲ ୨୦୨୨ର ୬୪ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ। ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିଛି। କାରଣ ଯେଉଁ ଦଳ ହାରିବ ପ୍ଲେ ଅଫ ଦୌଡରୁ…
୭ ୱିକେଟରେ ଚେନ୍ନାଇକୁ ମାତ ଦେଲା ଗୁଜୁରାଟ: ୨୦୨୨ ସିଜନରେ ହାସଲ କଲା ଦଶମ ବିଜୟ
ମୁମ୍ବାଇ: ଗତ ସିଜନର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସକୁ ୭ ୱିକେଟରେ ପରାସ୍ତ କରିଛି ଗୁଜୁରାଟ ଟାଇଟନ୍ସ । ଏହି ବିଜୟ ସହ ଦଳ ଚଳିତ ସିଜନର ଦଶମ ବିଜୟ ହାସଲ କରିଛି । ପ୍ଲେଅଫରେ ପହଞ୍ଚି ସାରିଥିବା ଗୁଜୁରାଟ ୨୦ ପଏଣ୍ଟ…
ଆଜି ରାଜସ୍ଥାନ ଲକ୍ଷ୍ନୌ ମୁକାବିଲାରେ କିଏ ମାରିବ ବାଜି?: ଜାଣନ୍ତୁ କଣ ରହିପାରେ ପ୍ଲେଇଙ୍ଗ ୧୧
ମୁମ୍ବାଇ: IPL ୨୦୨୨ର ୬୩ ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ରାଜସ୍ଥାନ ରୋୟଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ଗୋଟିଏ ପଟେ ରାହୁଲ ଏହି…
ମୋ ରେକର୍ଡ ଭାଙ୍ଗୁ ଭାଙ୍ଗୁ ନିଜ ହାଡ ଭାଙ୍ଗି ନଦିଅନ୍ତୁ ଉମରାନ ମଲିକ: ସୋଏବ ଅଖତର
ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଉମରାନ ମଲିକ ଆଇପିଏଲ ୨୦୨୨ରେ ନିଜ ଗତିରେ ସଭିଙ୍କୁ ଚକିତ କରିଛନ୍ତି। ନିୟମିତ ୧୫୦ କିମି ବେଗରେ ବୋଲିଂ କରୁଥିବା ଉମରାନ ଶୀଘ୍ର ଭାରତୀୟ ଦଳ ପକ୍ଷରୁ ଖେଳିବାର ଆଶା ରହିଛି। ଅନେକ…
KKR vs SRH: ଆଜି ହାରିଲେ ପ୍ଲେ ଅଫରୁ ବାଦ୍ ପଡିବ କୋଲକାତା, ହାଇଦ୍ରାବାଦର ଖେଳ ବି ବିଗିଡିପାରେ
ପୁଣେ: ଆଜି ଆଇପିଏଲର ୬୧ତମ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚ୍ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ଦୁଇ ଦଳ ପାଇଁ…
ଧୋନୀ ଖେଳିବେ IPL-୨୦୨୩? ଧୋନୀଙ୍କ ରିଟାୟାରମେଣ୍ଟକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର
ନୂଆଦିଲ୍ଲୀ: ଚଳିତ IPL ସିଜନରେ ଦ୍ୱିତୀୟ ଦଳ ଭାବରେ ପ୍ଲେଅଫରୁ ବାଦ ପଡିଛି ଚେନ୍ନାଇ । ମୁମ୍ବାଇ ବିପକ୍ଷ ମ୍ୟାଚରେ ପରାଜୟର ସାମନା କରି ପ୍ଲେଅଫରୁ ବାହାର ହୋଇଛି ୟେଲୋ ଆର୍ମି । ତେବେ ପ୍ଲେଅଫରୁ ବାଦ ପଡିବା ପରେ ଏବେ…
ଆଗାମୀ ସିଜନକୁ ନେଇ ଧୋନୀ ଦେଲେ ଚେତାବନୀ: ପ୍ଲେଅଫରୁ ବାଦ ପଡିବା ପରେ ଏମିତି କହିଲେ କ୍ୟାପଟେନ କୁଲ
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ପରେ ଦ୍ୱିତୀୟ ଟିମ ଭାବରେ ପ୍ଲେଅଫରୁ ବାଦ ପଡିଛି ଚେନ୍ନାଇ ସୁପର କିଙ୍ଗସ । ମୁମ୍ବାଇଠାରୁ ୫ ଓିକେଟରେ ପରାସ୍ତ ହୋଇ ଦଳ ଏବେ ପ୍ଲେଅଫ ରେସରୁ ବିଦା ହୋଇଛି । ମ୍ୟାଚ ପରେ ପ୍ରେଜେଣ୍ଟେସନ…
ଭାଙ୍ଗିଗଲା ଚେନ୍ନାଇର ପ୍ଲେଅଫ ଆଶା: କଷ୍ଟକର ରାସ୍ତାରେ ଧୋନୀଙ୍କୁ ଅଟକାଇ ଦେଲା ମୁମ୍ବାଇ
ମୁମ୍ବାଇ: ମୁମ୍ବାଇ ବିପକ୍ଷରେ ମ୍ୟାଚ ହାରିବା ସହ ଚେନ୍ନାଇର ପ୍ଲେଅଫ ସ୍ୱପ୍ନ ଧୂଳିସାତ ହୋଇଯାଇଛି । କ୍ୱାଲିଫାଏ କରିବା ପାଇଁ ଯେଉଁ ଟିକିଏ ଆଶା ଥିଲା ତାହା ମଧ୍ୟ ଏହି ପରାଜୟ ସହିତ ମାଟିରେ ମିଶି ଯାଇଛି । ବ୍ୟାଟିଂ…