Browsing Category
ଅଲିମ୍ପିକ୍
ପ୍ୟାରିସ ଅଲିମ୍ପିକ୍ସ: ଇତିହାସ ରଚିଲେ ଅବିନାଶ ସାବଲେ, ପ୍ରଥମ ଭାରତୀୟ ଭାବେ ୩୦୦୦ ମିଟର ଷ୍ଟିପଲଚେଜ୍ ଫାଇନାଲରେ ପହଞ୍ଚିଲେ
ନୂଆଦିଲ୍ଲୀ: ପ୍ୟାରିସ ଅଲମ୍ପିକ୍ସର ଦଶମ ଦିନର ଖେଳ ସମାପ୍ତ ହୋଇଛି । କିଛି କ୍ରୀଡ଼ାରେ ଭାରତୀୟ ଆଥଲେଟ୍ସ ନିରାଶ ହୋଇଥିବା ବେଳେ ଆଉ କିଛି ବିଭାଗରେ ସଫଳତା ମିଳିଛି । ତେବେ ଦଶମ ଦିନସରେ ଭାରତୀୟ ଆଥଲେଟ୍ ଅବିନାଶ ସାବଲେ…
ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ର ଅବ୍ୟବସ୍ଥାରେ ହନ୍ତସନ୍ତ ଖେଳାଳି; ଘାସ ପଡ଼ିଆରେ ଗାମୁଛା ପକାଇ ଶୋଇଲେ ସ୍ୱର୍ଣ୍ଣ ପଦକ ବିଜେତା
ନୂଆଦିଲ୍ଲୀ: କ୍ରୀଡ଼ା ଆୟୋଜନ ବ୍ୟତୀତ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ମଧ୍ୟ ଏହାର ଖରାପ ପରିଚାଳନା ପାଇଁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମେ ସେନ୍ ନଦୀ ପ୍ରସଙ୍ଗ, ତା'ପରେ ପ୍ରବଳ ଗରମ, ତା'ପରେ…
ଭାରତୀୟ ହକି ଦଳକୁ ଲାଗିଲା ଶକ୍ତ ଝଟକା, ସେମିଫାଇନାଲରେ ଖେଳିବେନି ଓଡିଆ ପୁଅ ଅମିତ ରୋହିଦାସ
ଓଡିଶା ଭାସ୍କର: ଭାରତୀୟ ହକି ଦଳର ଷ୍ଟାର ଖେଳାଳି ଅମିତ ରୋହିଦାସଙ୍କ ଉପରେ ଲାଗିଛି ଗୋଟିଏ ମ୍ୟାଚ ପାଇଁ ବ୍ୟାନ । ଫଳରେ ଭାରତୀୟ ଦଳର ଏହି ମହତ୍ତ୍ୱପୂର୍ଣ୍ଣ ଖେଳାଳି ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ମ୍ୟାଚ ଖେଳି ପାରିବେ…
ଅଲିମ୍ପିକ୍ସରେ ନିଜର ପ୍ରଥମ ସ୍ୱର୍ଣ୍ଣ ଜିତି ଟେନିସ ଜଗତରେ ଛାଇ ଗଲେ ନୋବାକ, ଟେନିସର ଗ୍ରାଣ୍ଡସ୍ଲାମଠୁ ଅଲିମ୍ପିକ୍ସ ସ୍ୱର୍ଣ୍ଣ, ଏବେ ସବୁ କିଛି…
ଓଡିଶା ଭାସ୍କର: ନୋବାକ ଜୋକୋବିଚ ଟେନିସ ନାମକ ଖେଳକୁ ସାର୍ଥକ କରି ଦେଇଛନ୍ତି । ଟେନିସ ଜଗତର ସବୁକିଛି ଏବେ ତାଙ୍କ ମୁଣିରେ । ଗ୍ରାଣ୍ଡସ୍ଲାମଠୁ ଆରମ୍ଭ କରି ଏଟିପି ଟୁର ଟାଇଟଲ ପର୍ଯ୍ୟନ୍ତ ସବୁକିଛି ତାଙ୍କ ପାଖରେ ଥିଲା…
ଲକ୍ଷ୍ୟ ସେନ ମୋଠୁ ବହୁ ଗୁଣରେ ଭଲ ଖେଳିଛନ୍ତି, ୨୦୨୮ ଲସଏଞ୍ଜେଲସ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ଜିତିବେ କହିଲେ ଭିକ୍ଟର ଏକ୍ସେଲସନ
ଓଡିଶା ଭାସ୍କର: ଅଲମ୍ପିକ୍ସ ଚାମ୍ପିଅନ ଭିକ୍ଟର ଏକ୍ସେଲସନ ଓ ଭାରତୀୟ ସୁପରଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନଙ୍କ ମଧ୍ୟରେ ପୁରୁଷ ଏକକ ସେମିଫାଇନାଲ ମ୍ୟାଚରେ ଘମାଘୋଟ ଲଢେଇ ଦେଖିବାକୁ ମିଳିଥିଲା । ମ୍ୟାଚ ଶେଷ ନ…
ସମସ୍ତଙ୍କୁ ମାଗଣା ଭିସା ଦେବ ଏହି କମ୍ପାନୀ, ଯଦି ନୀରଜ ଜିତିବେ ସ୍ୱର୍ଣ୍ଣ… ଉପାୟ କହିଲେ CEO
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱର୍ଣ୍ଣ ପଦକ ହାସଲ କରିପାରି ନାହିଁ । ତେବେ ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ…
ସେମି ଫାଇନାଲରେ ଭାରତର ‘ଲକ୍ଷ୍ୟ’ ଭ୍ରଷ୍ଟ, ଅଟକିଲେ ଲକ୍ଷ୍ୟ ସେନ୍: ଏବେ ବି ଜିତିପାରନ୍ତି ପଦକ
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଲକ୍ଷ୍ୟ ସେନଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । ଶଟଲରରେ ସେମିଫାଇନାଲରେ ପହଞ୍ଚିବା ପରେ ସେ ଭାରତ ପାଇଁ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ଆଣିବେ ବୋଲି ଆଶା କରାଯାଉଥିଲା । କିନ୍ତୁ…
ସେମିଫାଇନାଲରେ ଆଗୁଆ ଥିଲେ,ମ୍ୟାଚରେ ଆହତ ହେଲେ, ଅଲିମ୍ପିକ୍ସରୁ ଓହରିବାରୁ କୋର୍ଟରେ ଗଡି କାନ୍ଦିଲେ କୈରୋଲିନା ମାରିନ
ଓଡିଶା ଭାସ୍କର: ପୂର୍ବ ଅଲିମ୍ପିକ୍ସ ଚାମ୍ପିଅନ କୈରୋଲିନା ମାରିନ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି । ସେମିଫାଇନାଲ ମ୍ୟାଚରେ ତାଙ୍କୁ ଆହତ ସମସ୍ୟା ଦେଇ ଗତି କରିବାକୁ ପଡିଛି । ତାଙ୍କର ଡାହାଣ ଗୋଡର ଆଣ୍ଠୁରେ ଆଘାତ…
କ୍ୱାର୍ଟର ଫାଇନାଲରେ ଅମିତଙ୍କୁ ମିଳିଲା ରେଡ୍ କାର୍ଡ: ୧୦ ଖେଳାଳି ସହ ବ୍ରିଟେନକୁ ଦେଲା ଚକମା
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ହକି ଦଳ । ଆଜି କ୍ୱାର୍ଟର ଫାଇନାଲ ମ୍ୟାଚରେ ବ୍ରିଟେନକୁ ୪-୨ରେ ହରାଇଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ସେମି ଫାଇନାଲରେ ପ୍ରବେଶ…
ପ୍ୟାରିସରେ ମନୁ ଥରେ ବି ମଧ୍ୟାହ୍ନ ଭୋଜନ ଖାଇ ନାହାନ୍ତି, ହେଲେ ବି ଜିତିଛନ୍ତି ୨ କାଂସ୍ୟ, ମା’ କହିଲେ, ଘରକୁ ଆସିଲେ ଖାଇବ ‘ଆଳୁ ପରାଠା’
ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସ ୨୦୨୪ରେ ଐତିହାସିକ ହ୍ୟାଟ୍ରିକ ପଦକ ଜିତିବାରୁ ଅଳ୍ପକେ ବର୍ତ୍ତିଗଲେ ସୁଟର ମନୁ ଭାକର । ଏହା ପରେ ସେ ତାଙ୍କ ଇଭେଣ୍ଟ ସରିବା ସମୟରେ ନିଶ୍ଚିତ ଭାବିଥିବେ ଯେ, ଆଗାମୀ ଅଲିମ୍ପିକ୍ସ…