Browsing Category

ଅଲିମ୍ପିକ୍

ମନୁ ଦେଲେ ଭାରତକୁ ପ୍ରଥମ ପଦକ, ସୁଟିଂରେ ଜିତିଲେ କାଂସ୍ୟ, ଅଲମ୍ପିକ୍ସରେ ପଦକ ଜିତିବାରେ ପ୍ରଥମ ମହିଳା ସୁଟର, ଏବେ ଅର୍ଜୁନଙ୍କଠୁ ବଡ ଆଶା

ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଆଜି ତାହାର ବହୁପ୍ରତୀକ୍ଷିତ ପ୍ରଥମ ପଦକ ମିଳିଛି । ଷ୍ଟାର ମହିଳା ସୁଟର ମନୁ ଭାକରଙ୍କଠୁ ଭାରତ ସ୍ୱର୍ଣ୍ଣପଦକର ଆଶା ରଖିଥିଲା । ମାତ୍ର ଟିମ୍ ଇଣ୍ଡିଆର ଏହି ସୁଟର ଏବେ…

ଡୋପିଂ ଟେଷ୍ଟରେ ସଜାଦ୍ ଫେଲ୍: ପ୍ରଥମ ଆଥଲେଟ ଭାବେ ଅଲିମ୍ପିକ୍ସରୁ ବାଦ୍ ପଡ଼ିଲେ ଜୁଡୋ ପ୍ଲେୟର

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି ମଞ୍ଚ । ଏଥିପାଇଁ ସମସ୍ତ ଦେଶ ଏବଂ ବିବିଭନ୍ନ କ୍ରୀଡ଼ାର ଖେଳାଳି ରଣନୀତି ପ୍ରସ୍ତୁତି କରୁଛନ୍ତି । ଏହାଭିତରେ ଇରାକର ଷ୍ଟାର ଜୁଡୋ ଖେଳାଳି ସଜାଦ୍ ସେହେନଙ୍କୁ…

ପ୍ୟାରିସ ଅଲିମ୍ପିକ୍ସ, Day-1 ଶିଡ୍ୟୁଲ: ଶୁଟିଂରେ ପଦକ ଜିତି ବିଜୟ ଯାତ୍ରା ଆରମ୍ଭ କରିବ ଭାରତ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଆଜିଠାରୁ ଭାରତ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହି ଅଲିମ୍ପିକ୍ସରେ ଭାରତ ପକ୍ଷରୁ ମୋଟ ୧୧୨ ଜଣ ଆଥଲେଟ ୧୬ଟି କ୍ରୀଡ଼ାରେ ୬୯ଟି ମେଡାଲ ଇଭେଣ୍ଟରେ ଅଂଶଗ୍ରହଣ କରିବେ ।…

Paris Olympics 2024: ଅଲମ୍ପିକ୍ସ ସମୟରେ ମଦ ପିଇ ପାରିବେ ଖେଳାଳି! ଏମିତି ରହିଛି ନିୟମ

ଓଡିଶା ଭାସ୍କର: ଆଜିଠୁ ଅଫିସିଆଲି ପ୍ୟାରିସ ଅଲମ୍ପିକ୍ସ ୨୦୨୪ ମହାକୁମ୍ଭର ଆରମ୍ଭ ହେବ । ସାରାବିଶ୍ୱରୁ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଖେଳାଳି ଏଥିରେ ଭାଗ ନେବେ । ଭାରତରୁ ପ୍ରାୟ ୧୧୭ ଜଣ ଖେଳାଳି ଏଥିରେ ନିଜର…

ସୁନାପିଲା ଧରିନି ବନ୍ଧୁକ, ଧରିଛି ଅଲମ୍ପିକ୍ସ ମଶାଲ, ବିଶ୍ୱବିଜୟୀ ଅଭିନବ ବିନ୍ଦ୍ରା କହିଲେ ଏ ସମ୍ମାନକୁ ଶବ୍ଦରେ କହିହେବ ନାହିଁ

ଓଡିଶା ଭାସ୍କର: ଦେଶକୁ ବ୍ୟକ୍ତିଗତ ବର୍ଗରେ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଥିବା ଗୋଲଡେନ ବୟ ଅଭିନବ ବିନ୍ଦ୍ରାଙ୍କୁ ଅଲମ୍ପିକ୍ସ ଅର୍ଡର ପୁରସ୍କାର ମିଳିବାକୁ ଯାଉଛି । ମାତ୍ର ଏହା ପୂର୍ବରୁ ଅଭିନବ ଅଲମ୍ପିକ୍ସରେ ମଶାଲ…

ନଦୀରେ ନିଆରା ହେବ ଅଲମ୍ପିକ୍ସ ଉଦଘାଟନୀ ସମାରୋହ: ଜମିବ ମାହୋଲ, ଲେଡି ଗାଗା ଗାଇବେ, ନଚାଇବେ, ରାତି ୧୧ ଟାରୁ ଝୁମିବ ବିଶ୍ୱ

ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସର ଉଦଘାଟନୀ ସମାରୋହ ଆଜି ମାନେ ୨୬ ଜୁଲାଇ, ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ, ଉଦଘାଟନୀ ପୂର୍ବରୁ କେତେଗୁଡାଏ ଖେଳର ଆରମ୍ଭ ହୋଇ ସାରିଛି । ଭାରତ ତାହାର ଅଭିଯାନ…

ପ୍ୟାରିସ୍ ଅଲିମ୍ପିକ୍ସରେ ପରଫର୍ମ କରିବେ ଏହ ହଲିଉଡ ସିଙ୍ଗର, ଗୋଟିଏ ଗୀତ ପାଇଁ ଚାର୍ଜ କରିଛନ୍ତି ଏତିକି ଟଙ୍କା

ଓଡ଼ିଶା ଭାସ୍କର: ଜୁଲାଇ ୨୬ରେ ଆୟୋଜିତ ହେବ ପ୍ୟାରିସ୍ ଅଲିମ୍ପିକ୍ସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ମେଗା ଇଭେଣ୍ଟର ଉଦ୍ଘାଟନୀ ସମାରୋହରେ ହଲିଉଡ୍ ସିଙ୍ଗର ସେଲିନ୍ ଡିଅନ୍(Celin Dion) ପଫର୍ମ କରିବେ…

Olympics 2024: କ୍ୱାର୍ଟର ଫାଇନାଲରେ ପ୍ରବେଶ କଲା ଭାରତ, ଦମଦାର ପ୍ରଦର୍ଶନ କରି ହୃଦୟ ଜିତିଲେ ମହିଳା; ନିରାଶ ହେଲେ ଦୀପିକା କୁମାରୀ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର ରାଙ୍କିଙ୍ଗ ରାଉଣ୍ଡରେ ଭାରତର ମହିଳା ତୀରନ୍ଦାଜୀ (Archery) ଦଳ ଭଲ ପ୍ରଦର୍ଶନ କରିଛି। ଭାରତ ପକ୍ଷରୁ ଦୀପିକା କୁମାରୀ, ଅଙ୍କିତା ଭଗତ ଓ ଭଜନ କୌର ମୋଟ ୧୯୮୩ ପଏଣ୍ଟ ହାସଲ…

ଦିନକ ପରେ ପ୍ୟାରିସ ଅଲମ୍ପିକ୍ସ: ଅଲମ୍ପିକ୍ସରେ କେତେ ସଫଳ ହେବ ‘ଭାରତୀୟ ଖେଳର ନ୍ୟୁକ୍ଲିୟସ’….

ଓଡିଶା ଭାସ୍କର: ଭାରତୀୟ ଖେଳର ସ୍ୱାସ୍ଥ୍ୟ ଅଲମ୍ପିକ୍ସରେ ବନ୍ଧୁକଚାଳନାର ପ୍ରଦର୍ଶନ ଉପରେ ନିର୍ଭର କରିବ । ବିଡମ୍ବନାର ବିଷୟ ଏହା ଯେ, ଗତ ରିଓ ଓ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ବନ୍ଧୁକଚାଳନା ଦଳ କୌଣସି ପଦକ ଜିତି ପାରି…

ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଆଉ ଜଣେ ଭାରତୀୟ ଖେଳାଳିଙ୍କ ଅବସର: ବିଶ୍ୱକପ ଦଳରେ ଥିଲେ ସାମିଲ

ନୂଆଦିଲ୍ଲୀ: କିଛି ଦିନ ଭିତରେ ଭାରତୀୟ କ୍ରୀଡ଼ା ଜଗତରେ ଅନେକ ଖେଳାଳି ଅବସର ଘୋଷଣା କରିଛନ୍ତି । କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ଖେଳାଳି ବିରାଟ କୋହଲି ଟି-୨୦ ଫର୍ମାଟରୁ ବିଦାୟ ନେଇଛନ୍ତି । ଏହାପରେ…