Browsing Category
ଖେଳ
ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ କ’ଣ କହିଲେ ଭାରତୀୟ ଅଧିନାୟକ ବୁମ୍ରା ?
ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ପର୍ଥରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୨୯୫ ରନରେ ପରାସ୍ତ କରିଛି। ଭାରତୀୟ ଦଳର ଅଧିନାୟକ…
ଆଇପିଏଲ ମେଗା ଅକ୍ସନ ୨୦୨୫ Live: ଭୁବନେଶ୍ୱର କୁମାର ଓ ଦୀପକ ଚହରଙ୍କ ଉପରେ ଟଙ୍କା ବର୍ଷା
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ମେଗା ଅକ୍ସନ ୨୦୨୫ର ପ୍ରଥମ ଦିନରେ ଋଷଭ ପନ୍ତ, ଶ୍ରେୟସ ଆୟର, କେଏଲ ରାହୁଲଙ୍କ ପରି ଖେଳାଳିମାନେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ପନ୍ତଙ୍କୁ ଲକ୍ଷ୍ନୌ ୨୭…
ଅଣ୍ଡର-୧୯ ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ଓଡ଼ିଶାକୁ ସ୍ୱର୍ଣ୍ଣ: କମାଲ କଲେ ଓଡ଼ିଆ ଝିଅ ବିଶାଖା ଟୋପ୍ପୋ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା କ୍ଷେତ୍ରରେ ପୁଣି ଥରେ ଏକ ବଡ଼ ସୁନାମ ଆଣିଛି ଓଡ଼ିଶା । ୪୭ତମ ଜାତୀୟ କନିଷ୍ଠ (ଅଣ୍ଡର-୧୯) ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶାକୁ ମିଳିଛି ସ୍ୱର୍ଣ୍ଣ ପଦକ । ବାଳିକା ଏକକରେ…
WTC ଫାଇନାଲରୁ ଅଷ୍ଟ୍ରେଲିଆ ଆଉଟ୍! ପର୍ଥ ଟେଷ୍ଟରେ ବିଜୟ ପରେ ପଏଣ୍ଟ ଟେବୁଲ ଟପରେ ଭାରତ, କଙ୍ଗାରୁ ତଳକୁ ଖସିଲା
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆକୁ ପ୍ରଥମ ଟେଷ୍ଟରେ ୨୯୫ ରନରେ ପରାସ୍ତ କରିବା ପରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ପଏଣ୍ଟ ଟେବୁଲରେ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି । ପର୍ଥ ଟେଷ୍ଟରେ ପରାଜୟ ପରେ ଟିମ୍…
ଟିମ ଇଣ୍ଡିଆର 5 Stars, ଅଷ୍ଟ୍ରେଲିଆର ଭାଙ୍ଗିଲେ ଗର୍ବ: ବିଶାଳ ବିଜୟ ସହ ପର୍ଥରେ ନୂଆ ଇତିହାସ…
ଓଡ଼ିଶା ଭାସ୍କର: ପର୍ଥ ମିଦାନରେ ନୂଆ ଇତିହାସ ସୃଷ୍ଟି କରିଛି ଟିମ ଇଣ୍ଡିଆ । ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨୯୫ ରନରେ ଚକମା ଦେଇଛି ବୁମରାହ ବାହିନୀ । ଅଷ୍ଟ୍ରେଲିଆରେ ‘ପର୍ଥ’ ବିଜୟ ସହ ଭାରତ ପୁଣିଥରେ ବିଶ୍ୱ ଟେଷ୍ଟ…
BGT-2024 ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ମାତ୍ ଦେଲା ଟିମ ଇଣ୍ଡିଆ: ପର୍ଥରେ ବୁମରାହ ବାହିନୀର ବିଶାଳ ବିଜୟ
ନୂଆଦିଲ୍ଲୀ: ବର୍ଡର ଭାଗାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦମଦାର ବୋଳିଂ ସହ ୨୯୫ ରନରେ ପର୍ଥ ଟେଷ୍ଟ ନିଜ ନାମରେ କରିଛି ବୁମରାହ ବାହିନୀ । ଯଶସ୍ୱୀ ଜଏସ୍ୱାଲ ଏବଂ ବିରାଟ…
କେଉଁ ଖେଳାଳି ହେବେ ମାଲାମାଲ? ଆଜି ବି ଅକ୍ସନ ମଇଦାନରେ ମହାଲଢେଇ, ଭୁବନେଶ୍ୱର-ସାମ୍ କୁରାନଙ୍କ ଉପରେ ନଜର
ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ପ୍ରଥମ ଦିନରେ ଷ୍ଟାର ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି । ଋଷଭ ପନ୍ତ ଶ୍ରେୟସ ଆୟର ଏବଂ ଭେଙ୍କଟେଶ ଆୟରଙ୍କ ପାଇଁ ନୋଟ ବ୍ୟାଙ୍କ ଖୋଲିଥିଲେ ବିଭିନ୍ନ ଫ୍ରାଞ୍ଚାଇଜି । ତେବେ ଅକ୍ସନର…
‘ବିରାଟ’ ଶତକରେ ରାଗିଗଲେ ଦର୍ଶକ: ବାରମ୍ବାର ଅନୁଷ୍କାଙ୍କୁ ଦେଖାଇବା ନେଇ ରାଗିଗଲେ Fans
ପର୍ଥ: ପର୍ଥରେ ଗର୍ଜିଛି ବିରାଟଙ୍କ ବ୍ୟାଟ୍ । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲାର ତୃତୀୟ ଦିନରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଛନ୍ତି । ଯଶସ୍ୱୀ ଜଏସ୍ୱାଲ ଏବଂ ବିରାଟ କୋହଲିଙ୍କ ଏହି ଶତକ ବଳରେ…
IPL Mega Auction: କେଉଁ ଖେଳାଳିଙ୍କୁ ମିଳିଲା ନୂଆ ଦଳ? ଋଷଭ ପନ୍ତ ସବୁଠୁ ମହଙ୍ଗା, ଦେଖନ୍ତୁ ପ୍ରଥମ ଦିନର ଲିଷ୍ଟ
ହାଇଦ୍ରାବାଦ: ସାଉଦି ଆରବର ଜେଦାହ ସହରରେ ଆରମ୍ଭ ହୋଇଛି ଆଇପିଏଲ୍ର ମେଗା ନିଲାମୀ । ଦୁଇ ଦିନ ଧରି ଚାଲିବ ଏହି ମେଗା ନିଲାମୀ । ଏପଟେ ନିଲାମୀ ଆରମ୍ଭରୁ ସବୁ ରେକର୍ଡ ଭାଙ୍ଗିଛନ୍ତି ରିଷଭ ପନ୍ତ । ରିଷଭ ପନ୍ତ IPL…
ବଡ଼ ଖେଳାଳିଙ୍କୁ ଟାର୍ଗେଟ କରୁଛି ମୁମ୍ବାଇ: ଚମ୍ପିଆନ୍ ଦଳକୁ ଫେରିଲେ ଟ୍ରେଣ୍ଟ ବୋଲ୍ଟ
ନୂଆଦିଲ୍ଲୀ: ଅନେକ ସମୟ ଚୁପ ରହିବା ପରେ ନିଲାମରେ ବଡ଼ ଖେଳାଳିଙ୍କୁ ସାମିଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଆଇପିଏଲ ୨୦୨୫ ପାଇଁ ଟ୍ରେଣ୍ଟ ବୋଲ୍ଟଙ୍କୁ ଦଳରେ ସାମିଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଜୋଫ୍ରା ଆର୍ଚର, ଇଶାନ…