Browsing Category

ଖେଳ

ପାରାଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ଭାରତୀୟ ତୀରନ୍ଦାଜ ସରିତା କୁମାରୀ, ବାହାରିଲେ ଶୀତଲ ଦେବୀ

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତକୁ ଶନିବାର ଦିନ ତୀରନ୍ଦାଜୀରେ ମିଶ୍ରିତ ଫଳାଫଳ ମିଳିଛି । କାରଣ ଦେଶର ହାତ ନଥିବା ତୀରନ୍ଦାଜ ଶୀତଲ ଦେବୀ ଶନିବାର ଦିନ ପାରାଅଲିମ୍ପିକ୍ସରୁ ବାହାରିଥିବା ବେଳେ…

ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତକୁ ପଞ୍ଚମ ପଦକ: ମହିଳା ଶୁଟିଂରେ ପଦକ ଆଣିଲେ ରୁବିନା ଫ୍ରାନସିସ୍

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତ ଜିତିଛି ପଞ୍ଚମ ପଦକ । ମହିଳା ଶୁଟିଂରେ ଭାରତ ପାଇଁ ରୁବିନା ଫ୍ରାନସିସ୍ ଏହି ଗୌରବ ଆଣିଦେଇଛନ୍ତି । ମହିଳା ୧୦ ମିଟର ଏୟାର ପିସ୍ତଲ (ଏସଏଚ୧)ରେ ରୁବିନା ବ୍ରୋଞ୍ଜ…

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ କାହିଁକି ବାଦ୍ ପଡ଼ିଲେ ଶାହିନ ଶାହ ଆଫ୍ରିଦି

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି ପାକିସ୍ତାନର ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି । ଟିମ୍ ମ୍ୟାନେଜମେଣ୍ଟ କହିଛି ଯେ ସେ ତାଙ୍କ ପରିବାର ସହିତ ସମୟ ବିତାଇବାକୁ ଚାହୁଁଥିଲେ । ଶାହିନଙ୍କ…

ନିଜ ଦେଶର ପୋଲ୍ ଖୋଲିଲେ ପାକିସ୍ତାନୀ ସ୍ପିନର; ‘ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଆସିବା ଉଚିତ ନୁହେଁ ଟିମ୍ ଇଣ୍ଡିଆ’

ନୂଆଦିଲ୍ଲୀ: ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଖେଳାଯିବ। ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ନିକଟରେ ପାକିସ୍ତାନର ପୂର୍ବତନ…

୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ରୌପ୍ୟ ଜିତିଲେ ମନୀଷ ନରୱାଲ: ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୪ରେ ପହଞ୍ଚିଲା

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଛି ପୁଣି ଏକ ବଡ଼ ସଫଳତା । ଭାରତ ଜିତିଛି ଚତୁର୍ଥ ପଦକ । ପୂର୍ବରୁ ଭାରତ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂରେ ଦୁଇଟି ପଦକ ଜିତିଥିବା ବେଳେ ୧୦୦ ମିଟର ଟି୩୫…

ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତ ଜିତିଲା ତୃତୀୟ ପଦକ: ୧୦୦ ମିଟର T୩୫ ରେସରେ ପ୍ରୀତି ପାଲଙ୍କୁ ସଫଳତା

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଛି ପୁଣି ଏକ ବଡ଼ ସଫଳତା । ଭାରତ ଜିତିଛି ତୃତୀୟ ପଦକ । ପୂର୍ବରୁ ଭାରତ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂରେ ଦୁଇଟି ପଦକ ଜିତିଥିବା ବେଳେ ଏବେ ଜିତିଛି…

ପ୍ୟାରିସ ପାରାଅଲମ୍ପିକ୍ସ ୨୦୨୪ରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ: ୧୦ ମିଟର ଏୟାର ରାଇଫଲ ଶୁଟିଂରେ ଅବନୀ ଲେଖରାଙ୍କୁ ବଡ଼ ସଫଳତା

ନୂଆଦିଲ୍ଲୀ: ପ୍ୟାରିସ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଛି ଏକ ବଡ଼ ସଫଳତା । ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂରେ ଭାରତୀୟ ଶୁଟର ଅବନୀ ଲେଖରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଥମ ଭାରତୀୟ ଭାବେ ଅବନୀ…

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ପ୍ୟାରିସ୍ ପଦକ ବିଜେତାଙ୍କୁ ମିଳିବ ୩ କୋଟି ଟଙ୍କା ପୁରସ୍କାର ରାଶି

ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଅଲିମ୍ପିକ କ୍ରୀଡ଼ାକୁ ନେଇ ବଡ଼ ଘୋଷଣା କରିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ଜିତିଥିବା ଛତିଶଗଡ଼ ଖେଳାଳିଙ୍କୁ ୧ରୁ ୩ କୋଟି ଟଙ୍କା ପୁରସ୍କାର ରାଶି ଦେବା ପାଇଁ…

ENG vs SL; ରୋହିତ ଶର୍ମାଙ୍କୁ ପଛରେ ପକାଇ ଶତକ ରେକର୍ଡ କଲେ ଜୋ ରୁଟ୍; ବିରାଟ କୋହଲିଙ୍କଠାରୁ ଏବେ ବି ବହୁ ଦୂରରେ

ନୂଆଦିଲ୍ଲୀ: ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଛି। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରୁଛି, ଯେଉଁଠାରେ ଜୋ ରୁଟ୍ ତାଙ୍କ ଟେଷ୍ଟ କ୍ୟାରିୟରର ୩୩ତମ ଶତକ ହାସଲ…

ପିଚ୍ ପ୍ରସ୍ତୁତିର ଅଜବ ତରିକା! ପାକିସ୍ତାନରେ ପିଚରୁ ବର୍ଷା ପାଣି ଶୁଖାଇବା ପାଇଁ ପଙ୍ଖା ବ୍ୟବହାର କରାଯାଉଛି

ନୂଆଦିଲ୍ଲୀ: ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ପିଚ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି । ପ୍ରଥମ ଟେଷ୍ଟରେ ବ୍ୟାଟିଂ ପାଇଁ ଉଚ୍ଚକୋଟୀର ପିଚ ପ୍ରସ୍ତୁତ…