Browsing Category
ଖେଳ
Gold Medal ହରାଇବା ପରେ ବଡ଼ ନିଷ୍ପତ୍ତି ନେଲେ ନୀରଜ: ଆହତ ପରେ ବି ଖେଳିବେ ଟୁର୍ଣ୍ଣାମେଣ୍ଟ
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ସ୍ୱର୍ଣ୍ଣ ପଦକ ହରାଇଛନ୍ତି ଭାରତର ସୁନାପୁଅ ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋ’ରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ ନୀରଜ । ତେବେ…
IPL-2025 ଖେଳିବେ M.S Dhoni! ମାହିଙ୍କ ପାଇଁ ନୂଆ ନିୟମ ଆଣିଲା BCCI
ନୂଆଦିଲ୍ଲୀ: ଆଇପିଏଲ-୨୦୨୫ର ମେଗା ଅକ୍ସନ ପୂର୍ବରୁ ରିଟେନସନ୍ ପଲିସିକୁ ନେଇ ଚର୍ଚ୍ଚା ଜାରି ରହିଛି । ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ରିଟେନସନ୍ ।…
“ଆମର ଲଢ଼େଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଆମର ଲଢ଼େଇ ବାକି ଅଛି”; ବିନେଶ ଫୋଗାଟ
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରୁ ଭାରତ ଫେରିଛନ୍ତି ବିନେଶ ଫୋଗାଟ । ନୂଆଦିଲ୍ଲୀସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରିବା ପରେ ଭିନେଶଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଅଲିମ୍ପିକ୍ସ ପଦକ ବିଜେତା…
କ୍ରିକେଟ ଇତିହାସର ଟପ୍-୧୦ ହାଇ ସ୍ପିଡ୍ ବୋଲିଂ କାହା ନାମରେ ରହିଛି: ଲିଷ୍ଟରେ ରହିଛନ୍ତି ୨ ଭାରତୀୟ ପେସର
ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଆଜି ପର୍ଯ୍ୟନ୍ତ କେଉଁ ବୋଲର ସବୁଠାରୁ ଦ୍ରୁତ ବୋଲିଂ କରିଛନ୍ତି ତାଙ୍କର ନାମ ଆପଣମାନେ ଜାଣନ୍ତି କି? ଦ୍ରୁତ ବୋଲିଂ କରିଥିବା ବିଶ୍ୱର ଟପ-୧୦ ଜଣ ବୋଲରଙ୍କ ଲିଷ୍ଟରେ ଦୁଇଜଣ ଭାରତୀୟ…
ପ୍ୟାରିସ୍ ଅଲିମ୍ପିକ୍ସ ପରେ ଭାରତ ଆସିଲେ ଭିନେଶ ଫୋଗାଟ; ସ୍ୱାଗତ କଲେ ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରୁ ଭାରତ ଫେରିଛନ୍ତି ଭିନେଶ ଫୋଗାଟ। ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଭିନେଶ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ। ଏହି ଅବସରରେ…
Wrestlingକୁ ଫେରୁଛନ୍ତି ବିନେଶ ଫୋଗାଟ ୨.୦! ଲକ୍ଷ୍ୟ ପୂରଣ କରିବାକୁ ପୁଣି ହେବ ଲଢେଇ…
ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ରେସଲର ବିନେଶ ଫୋଗାଟଙ୍କ ରୌପ୍ୟ ପଦକ ଆଶାକୁ ଧୂଳିସାତ୍ କରିଦେଇଛି କୋର୍ଟଙ୍କ ରାୟ । ଫାଇନାଲ ମ୍ୟାଚ୍ ପୂର୍ବରୁ ମାତ୍ର ୧୦୦ ଗ୍ରାମ ଓଜନ ପାଇଁ ବିନେଶଙ୍କ ପଦକ ବିଜୟର…
(Video) ଟିମ ଇଣ୍ଡିଆରେ Comeback ପାଇଁ ପ୍ରସ୍ତୁତ ଇଶାନ୍ କିଶାନ୍! ବିସ୍ଫୋରକ ଶତକ ସହ ଘରୋଇ କ୍ରିକେଟରେ ରଣହୁଙ୍କାର
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ବାର୍ଷିକ ଚୁକ୍ତିରୁ ବାଦ୍ ପଡ଼ିଥିବା ଇଶାନ୍ କିଶାନ୍ ଏବେ ଘରୋଇ ଟୁର୍ଣ୍ଣାମେଣ୍ଟରେ ନିଜ ଦମ୍ ଦେଖାଇଛନ୍ତି । ବୁଚି ବାବୁ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବେଳେ ଇଶାନ୍ ଏକ ଦମଦାର ଶତକ ହାସଲ…
ଭାରତରେ ଖେଳାଯିବନି ମହିଳା ଟି-୨୦ ବିଶ୍ୱକପ: ଅନୁରୋଧ କରିଥିଲା ବାଂଲାଦେଶ
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପକୁ ନେଇ ଆଶଙ୍କା ଦେଖାଦେଇଛି । ବାଂଲାଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ବିଶ୍ୱକପ୍ କିପରି ଖେଳାଯିବ, ସେ ନେଇ ଆଲୋଚନା-ପର୍ଯ୍ୟାଲୋଚନା ଲାଗି ରହିଛି ।…
(Video): ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇବା ସହ ହକି ଟିମ୍ କ୍ୟାପଟେନଙ୍କୁ ଦେଲେ ବିଶେଷ…
ନୂଆଦିଲ୍ଲୀ: ଉଦ୍ଯାପିତ ହୋଇଛି ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ । ଏଥିରେ ଭାରତର ପ୍ରାୟ ୧୧୭ ଖେଳାଳି ଭାଗ ନେଇଥିଲେ । ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ମୋଟ୍ ୬ଟି ପଦକ ଜିତିଛି । ସେଥିମଧ୍ୟରୁ ଗୋଟିଏ ରୌପ୍ୟ ଏବଂ ୫ଟି…
ଭିନେଶଙ୍କ ମାମଲାକୁ ଖାରଜ କଲା ସିଏଏସ; ପଦକ ପାଇବେ ନାହିଁ ଫୋଗାଟ୍
ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ଆବେଦନକୁ ସିଏଏସ୍ ଖାରଜ କରିଦେଇଛନ୍ତି, ତାଙ୍କୁ ଆଉ ରୌପ୍ୟ ପଦକ ମିଳିବ ନାହିଁ । ଫାଇନାଲ ମ୍ୟାଚ୍ ଦିନ ନିର୍ଦ୍ଧାରିତ ମାନକ ଠାରୁ ୧୦୦ ଗ୍ରାମ୍ ଅଧିକ ଓଜନ ରହୁଥିବା…