Browsing Category
ଖେଳ
(Video) ଦ୍ୱିତୀୟ ମ୍ୟାଚରେ ବାଦ୍ ପଡ଼ିବେ ଶୁଭମନ ଗିଲ୍! ଟିମ ଇଣ୍ଡିଆରେ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ
ନୂଆଦିଲ୍ଲୀ: ଦମଦାର ଆରମ୍ଭ ପରେ ମଧ୍ୟ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ୨୨ ରନରେ ଏହି ମ୍ୟାଚରେ ବିଜୟୀ ହୋଇଛି ଇଂଲଣ୍ଡ । ଷ୍ଟାର ବ୍ୟାଟର ଓଲି ପୋପଙ୍କ ୧୯୬ ରନର ବିସ୍ଫୋରକ ଇନିଂସ ଭାରତକୁ…
IND vs ENG: ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ, ଦଳରେ ସ୍ଥାନ ପାଇଲେ ସରଫରାଜ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍ ରୁ ବାଦ୍ ପଡ଼ିଲେ ରବୀନ୍ଦ୍ର ଜାଡେଜା ଓ କେଏଲ୍ ରାହୁଲ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଫେବ୍ରୁଆରି ୨ରୁ…
ଭାରତକୁ ଆଉ ଏକ ଝଟକା, ୨ୟ ଟେଷ୍ଟରୁ ବାଦ୍ ପଡ଼ିପାରନ୍ତି ଏହି ଖେଳାଳି…
ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ଲଜ୍ଜ୍ୟାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହା ପରେ ଭାରତକୁ ଆଉ ଏକ…
ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ: ଜାଣନ୍ତୁ, ତାଙ୍କ କ୍ୟାରିଅରର କିଛି ସଫଳତା ବିଷୟରେ
ଓଡିଶା ଭାସ୍କର: ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ରାଜଧାନୀ ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ସେ ମୁମ୍ବାଇର ଜୟକିଶିନ…
U-19 ବିଶ୍ୱକପରେ ଭାରତର କମାଲ: ଆମେରିକା ୫୦ ଓଭର ଖେଳିଲା, ମାତ୍ର ୧୨୫ ରନରେ ଅଟକିଗଲା
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଅଣ୍ଡର-୧୯ ବିଶ୍ୱକପରେ ଭାରତୀୟ ଯୁବ ବାହିନୀ କମାଲ୍ କରିଛି । ଆମେରିକା ବିପକ୍ଷରେ ଟିମ୍ ଇଣ୍ଡିଆ ୨୦୧ ରନର ଏକ ବୃହତ୍ ବିଜୟ ହାସଲ କରିଛି । ଆମେରିକା ଟସ୍ ଜିତି ଭାରତକୁ…
ଯାନିକ ସିନ୍ନର ଜିତିଲେ ଅଷ୍ଟ୍ରେଲିଆନ ଓପନ: ୩୬ ବର୍ଷ ପରେ ନୂଆ ରେକର୍ଡ କଲେ ୨୨ ବର୍ଷୀୟ ଟେନିସ୍ ଷ୍ଟାର
ନୂଆଦିଲ୍ଲୀ: ଚଳିତ ବର୍ଷର ଅଷ୍ଟ୍ରେଲିଆ ଓପନ ଟାଇଟଲ ଜିତିଛନ୍ତି ଇଟାଲିର ୨୨ ବର୍ଷୀୟ ଟେନିକ ତାରକା ଯାନିକ ସିନ୍ନର । ଫାଇନାଲରେ ଯାନିକ ପ୍ରତିପକ୍ଷ ରୁଷର ଡାନିଲ ମେଦଭେଦେଭଙ୍କୁ ୩-୬, ୩-୬, ୬-୪, ୬-୪, ୬-୩ ସେଟରେ…
ICCର ବଡ଼ ନିଷ୍ପତ୍ତି: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରୁ ହଟିଲା ନିଲମ୍ବନ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏକ ନିଷ୍ପତ୍ତି ନିଆଯାଇଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରୁ ନିଲମ୍ବନ ହଟାଯାଇଛି । ଆଇସିସି ପକ୍ଷରୁ ଏନେଇ ଏକ ବୟାନ ଜାରି କରାଯାଇଛି । ଗତବର୍ଷ…
ଭଗବାନ କୌଣସି ଝିଅଙ୍କୁ ଚରିତ୍ରହୀନ ବାପା ନ ଦିଅନ୍ତୁ: ରୋହିତ ଶର୍ମାଙ୍କ ଫଟୋ ଦେଇ ଶାମୀଙ୍କୁ ଟାର୍ଗେଟ କଲେ ହସିନ୍
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହମ୍ମଦ ଶାମୀଙ୍କ ପୂର୍ବତନ ପତ୍ନୀ ହସିନ୍ ଜାହାନ ପୁଣି ଏକ ବିସ୍ପୋରକ ବୟାନ ରଖିଛନ୍ତି। ଆଉ ଏହାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। ତେବେ ହସିନ୍ ଭାରତୀୟ ଦଳର ଅଧିନାୟକ ରୋହିତ…
ଜିତିବା ମ୍ୟାଚରେ ଭାରତ ହାରିଲା କାହିଁକି: ପ୍ରଥମ ଟେଷ୍ଟରେ ପରାଜୟ ପାଇଁ ୧୦ଟି ବଡ଼ କାରଣ ଦାୟୀ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ଲଜ୍ଜାଜନକ ଭାବେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ପ୍ରଥମ ଇନିଂସରେ ବ୍ୟାଟିଂ ଓ ବୋଲିଂରେ ପ୍ରଦର୍ଶନ ଦୃଷ୍ଟିରୁ ଆଗରେ ରହିଥିବା ଭାରତ…
ପ୍ରଥମ ଟେଷ୍ଟରେ ଭାରତର ପରାଜୟ: ୭ଟି ୱିକେଟ ଅକ୍ତିଆର କଲେ ଟମ୍, ୨୮ ରନରେ ଜିତିଲା ଇଂଲଣ୍ଡ
ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ହାଇଦ୍ରାବାଦରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ଦଳକୁ ପରାଜୟ ସାମ୍ନା କରିବାକୁ ପଡ଼ିଛି । ବ୍ୟାଟିଂ ଓ ବୋଲିଂରେ ବିଫଳ ହେବା କାରଣରୁ ଟିମ୍ ଇଣ୍ଡିଆ ଜିତିବା ମ୍ୟାଚକୁ ହାତଛଡ଼ା…