CHARIDHAM
Browsing Category

ଖେଳ

ୟୁରୋ ୨୦୨୪: ରୋନାଲ୍ଡୋଙ୍କୁ ଫିଫାର ସ୍ବତନ୍ତ୍ର ସମ୍ମାନ, ଲେଖିଲା ‘ଥାଲା’ କ୍ୟାପସନ

ନୂଆଦିଲ୍ଲୀ: ପର୍ତ୍ତୁଗାଲ ଷ୍ଟାର ଫୁଟବଲର କ୍ରିଷ୍ଟିଆନ ରୋନାଲଡୋ ଆଜି ୟୁରୋକଫରେ ନିଜର ପ୍ରଥମ ମ୍ୟାଚ୍ ଚେକ ରିପବ୍ଲିକ ବିପକ୍ଷରେ ଖେଳିବେ । ୨୦୧୬ ମସିହାରେ ପର୍ତ୍ତୁଗାଲକୁ ୟୁରୋ ଚାମ୍ଫିଆନ କରିଥିବା ରୋନାଲଡୋଙ୍କୁ ଫିଫା…

Video; ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଇତିହାସ ରଚିଲେ ନୀରଜ ଚୋପ୍ରା, ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ପୁଣି ଥରେ ସାରା ବିଶ୍ୱରେ ଦେଶର ନାଁ'କୁ ଉଜ୍ୱଳ କଲେ ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା । ନୀରଜ ଚୋପ୍ରା ଫିନଲ୍ୟାଣ୍ଡରେ ଚାଲିଥିବା ପାଭୋ ନୁରମି ଗେମ୍ସରେ ପ୍ରଥମ ସ୍ଥାନ ଅଧିକାର କରି…

ଟି-୨୦ ଦଳରୁ ବାଦ ପଡ଼ିବେ ରୋହିତ-ବିରାଟ: ଦଳରେ ହେବ ୭ଟି ପରିବର୍ତ୍ତନ, ସୁଯୋଗ ପାଇବେ IPL ଷ୍ଟାର

ନୂଆଦିଲ୍ଲୀ: ବର୍ତ୍ତମାନ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି । ଲିଗ୍ ପର୍ଯ୍ୟାୟରେ ସମସ୍ତ ମ୍ୟାଚରେ ବିଜୟ ହାସଲ କରି ସୁପର-୮ରେ ଏଣ୍ଟ୍ରି କରିଛି ଟିମ ଇଣ୍ଡିଆ । କିନ୍ତୁ ଏହାଭିତରେ ଏକ ବଡ଼ ଖବର ସାମନାକୁ…

ଖେଳରେ ଫାଟିଲା ଫ୍ରାନ୍ସ୍ ଅଧିନାୟକଙ୍କ ନାକ; ତଥାପି ଅଷ୍ଟ୍ରିଆକୁ ୧-୦ ଗୋଲରେ ପରାସ୍ତ କଲା ଦଳ

ନୂଆଦିଲ୍ଲୀ: ମାକ୍ସିମିଲିଆନ୍ ଓବରଙ୍କ ଏହି ଗୋଲ୍ ଫ୍ରାନ୍ସକୁ ୟୁରୋ ୨୦୨୪ରେ ଓପେନିଂ ପାଇଁ ଯଥେଷ୍ଟ ଥିଲା। ହେଲେ ପରେ ଖେଳ ପୁରା ବଦଳି ଗଲା। ପ୍ରଥମ ମ୍ୟାଚ୍ ରେ ଅଷ୍ଟ୍ରିଆକୁ ୧-୦ ଗୋଲ୍ ରେ ପରାସ୍ତ କରିଛି ଫ୍ରାନ୍ସ୍।…

ଗ୍ୟାରୀ କ୍ରିଷ୍ଟେନ୍‌ଙ୍କୁ କହିଲେ ହରଭଜନ ସିଂହ: ‘ପାକିସ୍ତାନ ଦଳ ସହ ସମୟ ନଷ୍ଟ କର ନାହିଁ, ଭାରତ ପଳାଇ ଆସ’

ନୂଆଦିଲ୍ଲୀ : ଗ୍ୟାରି କ୍ରିଷ୍ଟେନ୍‌ଙ୍କୁ ପାକିସ୍ତାନ ଦଳର କୋଚିଂ ଛାଡ଼ିବା ଉଚିତ୍ ବୋଲି କହିଲେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ । ହରଭଜନ ସିଂହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, "ଗ୍ୟାରୀ…

(Video) ବେଳାଭୂମିରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ମସ୍ତି; ଦେଖନ୍ତୁ କିପରି ସାର୍ଟ ଖୋଲି ଖେଳୁଛନ୍ତି କୋହଲି, ରିଙ୍କୁ ଓ ହାର୍ଦ୍ଦିକ୍…

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପର ସୁପର-୮ରେ ପ୍ରବେଶ କରିଛି ଭାରତୀୟ ଦଳ । ଟିମ୍ ଇଣ୍ଡିଆର ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲେ ହେଁ ରୋହିତ ଶର୍ମା ଆଣ୍ଡ୍ କମ୍ପାନି ମ୍ୟାଚ୍ ନ ହାରି ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛି ।…

ବିଶ୍ୱକପରେ ବିଶ୍ୱ ରେକର୍ଡ କରିବେ ହିଟମ୍ୟାନ୍ ରୋହିତ! ଇତିହାସରେ ପ୍ରଥମ କ୍ରିକେଟର ଭାବରେ ହେବ କାରନାମା

ନୂଆଦିଲ୍ଲୀ: ଟି-୨୦ କ୍ରିକେଟରେ ବିଶ୍ୱ ରେକର୍ଡ କରିବାକୁ ଯାଉଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । କ୍ରିକେଟ ଇତିହାସର ପ୍ରଥମ ଖେଳାଳି ଭାବରେ ଏହି ଉପଲବ୍ଧି ହାସଲ କରିପାରନ୍ତି ରୋହିତ । ଜୁନ୍ ୧୯ ତାରିଖରୁ…

କେବେ କାହା ସହିତ Super-8 Match ଖେଳିବ ଟିମ ଇଣ୍ଡିଆ? ଦେଖନ୍ତୁ ଟି-୨୦ ବିଶ୍ୱକପର Super-8 Schedule

ଓଡ଼ିଶା ଭାସ୍କର: ଟି-୨୦ ବିଶ୍ୱକପର ପ୍ରଥମ ପର୍ଯ୍ୟାୟ ଶେଷ ହୋଇସାରିଛି । ଦ୍ୱିତୀୟ ପର୍ଯ୍ୟାୟ ବା ସୁପର-୮ ପାଇଁ ସ୍ପଷ୍ଟ ହୋଇଛି ଚିତ୍ର । ସୁପର-୮ ମୁକାବିଲା ପାଇଁ ୮ଟି ଦଳ କ୍ୱାଲିଫାଏ କରି ସାରିଥିବା ବେଳେ ବର୍ତ୍ତମାନ…

ଶେଷ ହେବ ପ୍ରତୀକ୍ଷା, ଜୁନ୍ ଶେଷରେ ଘୋଷଣା ହେବ ଟିମ ଇଣ୍ଡିଆର ନୂଆ କୋଚ୍: କିଏ ଧରିବେ ଦଳର ମଙ୍ଗ?

ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପ ୨୦୨୪ର ପ୍ରଥମ ପର୍ଯ୍ୟାୟ ଶେଷ ହେବାକୁ ଯାଉଛି । ଏହାପରେ ନକ୍-ଆଉଟ ମ୍ୟାଚ ଖେଳିବା ସହ ଜୁନ୍ ୨୯ ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହି ବିଶ୍ୱକପ…

ଅଷ୍ଟ୍ରେଲିଆ ନାମରେ ବଡ଼ ଲଜ୍ଜାଜନକ ରେକର୍ଡ: କଡ଼ା ଟକ୍କର ଦେଲା ସ୍କଟଲ୍ୟାଣ୍ଡ, ହାରୁ ହାରୁ ଜିତିଗଲା କଙ୍ଗାରୁ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଆଜି ସ୍କଟଲ୍ୟାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ଏକ ଲଜ୍ଜାଜନକ ରେକର୍ଡ କରିଛି । ପ୍ରଥମେ ବ୍ୟାଟିଂ କରି ସ୍କଟଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୮୦ ରନର ଏକ ମଜବୁତ ସ୍କୋର କରିଥିଲା ।…