Browsing Category
ଖେଳ
୫୫୦ରେ ପହଞ୍ଚିଲା ରୋହିତଙ୍କ ଛକା ସଂଖ୍ୟା: ଆଉ ୩ଟି ମାରିଲେ ସ୍ଥାପନ କରିବେ ଐତିହାସିକ ରେକର୍ଡ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତିନିଦିନିଆ ସିରିଜରେ ଭାରତ ୨-୧ରେ ସିରିଜ ହାତେଇଥିଲେ ହେଁ ଅନ୍ତିମ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ତେବେ ୩ୟ ଦିନିକିଆରେ ପରାଜିତ ହୋଇଥିଲେ ହେଁ ଭାରତ ୫ଟି ବଡ଼ ରେକର୍ଡ…
ଏସିଆନ୍ ଗେମ୍ସ ସୁଟିଂରେ ଭାରତ ପୁଣି ଜିତିଲା ସ୍ୱର୍ଣ୍ଣ: ଅଜୁର୍ନ, ସରବଜୋତ ଓ ଶିବଙ୍କୁ ମିଳିଲା ପଦକ
ନୂଆଦିଲ୍ଲୀ : ଏସିଆନ୍ ଗେମ୍ସ ୨୦୨୩ ର ୫ ଦିନରେ ଭାରତ ଏକ ରୌପ୍ୟ ପଦକ ସହିତ ଆରମ୍ଭ କରିଛି । ଅନ୍ୟପଟେ ସୁଟିଂରେ ପୁଣି ଭାରତକୁ ମିଳିଛି ସ୍ୱର୍ଣ୍ଣ । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ମିଳିଛି ।…
ରୋସିବିନା ଦେବୀ ଜିତିଲେ ଦିନର ପ୍ରଥମ ପଦକ, ‘ଉସୁ’ରେ ଭାରତକୁ ମିଳିଲା ରୌପ୍ୟ
ନୂଆଦିଲ୍ଲୀ : ଏସିଆନ୍ ଗେମ୍ସ ୨୦୨୩ ର ୫ଦିନ ଭାରତ ଏକ ରୌପ୍ୟ ପଦକ ସହିତ ଆରମ୍ଭ କରିଛି । ମଣିପୁରର ରୋସିବିନା ଦେବୀ ନାଓରେମ ଉସୁୁରେ ରୌପ୍ୟ ପଦକ ଜିତିଛନ୍ତି । ୬୦ କେଜି ଉସୁରେ ଭାରତକୁ ମିଳିଛି ଏହି ରୌପ୍ୟ ପଦକ ।…
ସମ୍ମାନ ରଖିଲା ଅଷ୍ଟ୍ରେଲିଆ, ୬୬ ରନ ବ୍ୟବଧାନରେ ଟିମ୍ ଇଣ୍ଡିଆର ପରାଜୟ
ରାଜକୋଟ: ସମ୍ମାନ ରଖିଲା ଅଷ୍ଟ୍ରେଲିଆ, ୬୬ ରନ ବ୍ୟବଧାନରେ ଟିମ୍ ଇଣ୍ଡିଆ ପରାଜୟର ସମ୍ମୁଖୀନ ହୋଇଛି । ରାଜକୋଟ ଷ୍ଟାଡିୟମରେ ଖେଳା ଯାଇଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ଶେଷ ମ୍ୟାଚ ସମାପ୍ତ ହୋଇଛି…
ODi WorldCup ପରେ ବିଦାୟ ନେବେ ଦଳର ଷ୍ଟାର ଖେଳାଳି: ବିଶ୍ୱକପରେ ହେବ ‘ବିରାଟ’ ଯୁଦ୍ଧ
ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ଏଥିପାଇଁ ଭାରତ ସମେତ ପ୍ରାୟ ସମସ୍ତ ଦେଶ ପ୍ରସ୍ତୁତି ଶେଷ କରିଛନ୍ତି । ତେବେ ବିଶ୍ୱକପର ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଏକ ବଡ଼ ଖବର…
(Video) ଯନ୍ତ୍ରଣାରେ ଛଟପଟ ହେଉଥିଲେ ସ୍ମିଥ, ଆଗରେ ଆସି ନାଚିଲେ ବିରାଟ କୋହଲି: ମଇଦାନରେ କମେଡି ମାହୋଲ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଶେଷ ମ୍ୟାଚରେ ୩୫୩ ରନର ବଡ଼ ଲକ୍ଷ୍ୟକୁ ପିଛା କରୁଛି ଭାରତ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ଏହି ବିରାଟ ଲକ୍ଷ୍ୟ ରଖିଛନ୍ତି । ତେବେ ଏହି…
Firstest Fifty… ଟି-୨୦ ଇତିହାସରେ ବିଶ୍ୱର ଦ୍ରୁତତମ ଅର୍ଦ୍ଧଶତକ: ମାତ୍ର ୯ ବଲରେ ନେପାଳୀ କ୍ରିକେଟରଙ୍କ ରେକର୍ଡ- Video
କ୍ରିକେଟରେ କୌଣସି ରେକର୍ଡ ଦୀର୍ଘସ୍ଥାୟୀ ନୁହେଁ । ତାହା ଆଜି ପୁଣି ଥରେ ପ୍ରମାଣିତ ହୋଇଛି । ଏସିଆନ ଗେମ୍ସରେ ଆଜିଠାରୁ ଆରମ୍ଭ ହୋଇଛି ପୁରୁଷ କ୍ରିକେଟ୍ ଇଭେଣ୍ଟ । ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏହି ଇଭେଣ୍ଟର ପ୍ରଥମ…
ଭାରତକୁ ୫ମ ସ୍ୱର୍ଣ୍ଣ: ମହିଳା ସୁଟିଂରେ ଜିତିଲେ ସୁଟର ସିପ୍ତ କୌର ସାମ୍ରା, ୧୮ରେ ପହଞ୍ଚିଲା ଭାରତର ପଦକ ସଂଖ୍ୟା
ଓଡ଼ିଶା ଭାସ୍କର: ଭାରତକୁ ୫ମ ସ୍ୱର୍ଣ୍ଣ । ହାଙ୍ଗଝୌ ଏସୀୟ କ୍ରୀଡାରେ ଭାରତକୁ ପଞ୍ଚମ ସ୍ୱର୍ଣ୍ଣ । ମହିଳା ସୁଟିଂରେ ଜିତିଲେ ସୁଟର ସିପ୍ତ କୌର ସାମ୍ରା । ବିଶ୍ଵ ରେକର୍ଡ ଅଧିକାରୀ ହେଲେ ସାମ୍ରା । ୫୦ ମିଟର ରାଇଫଲ ଥ୍ରୀ…
ଏସିଆନ୍ ଗେମ୍ସରେ ଲେଖାହେଲା ନୂଆ ଇତିହାସ: ପ୍ରଥମ ଥର ଟି-୨୦ରେ ୩୦୦ ଟପିଲା ଦଳୀୟ ସ୍କୋର
ନୂଆଦିଲ୍ଲୀ: କ୍ରିକେଟକୁ ଏକ ଅନିଶ୍ଚିତତାର ଖେଳ ବୋଲି କୁହାଯାଇଥାଏ । କିଛି ରେକର୍ଡ ଦଶନ୍ଧି ଦଶନ୍ଧି ଧରି ଅତୁଟ ରହିଥିବା ବେଳେ ଆଉ କିଛି ରେକର୍ଡ ମାତ୍ର ବର୍ଷ କେଇଟା ଭିତରେ ଭାଙ୍ଗି ଯାଇଥାଏ । ତେବେ ଏହା ମଧ୍ୟରେ ଚୀନର…
ଆଜି ରାଜକୋଟରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ, ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ କଙ୍ଗାରୁ ଦଳ
ଓଡ଼ିଶା ଭାସ୍କର: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ ତୃତୀୟ ଦିନିକିଆ। ରାଜକୋଟ ଠାରେ ସାମ୍ନାସାମ୍ନି ହେବେ ଭାରତ ଓ ଅଷ୍ଟ୍ରେଲିଆ। ଅପରାହ୍ନ ୧ଟା ୩୦ରେ ଆରମ୍ଭ ହେବ ଏହି ମ୍ୟାଚ୍। ଅଷ୍ଟ୍ରେଲିଆ ପ୍ରଥମ…