Browsing Category
ଖେଳ
ବାପା ହେଲେ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନିଲ ଛେତ୍ରୀ, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ପୁନମ
ନୁଆଦିଲ୍ଲୀ: ଭାରତୀୟ ଭୁଟବଲ୍ ଦଳର ଅଧିନାୟକ ତଥା ବିରାଟ କୋହଲିଙ୍କ ଖାସ୍ ବନ୍ଧୁ ସୁନିଲ ଛେତ୍ରୀ ବାପା ହୋଇଛନ୍ତି । ସୁନିଲଙ୍କ ପତ୍ନୀ ବୁଧବାର ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।…
BCCI media rights: ବାଜି ମାରିନେଲା ମୁକେଶ ଅମ୍ବାନୀଙ୍କ କମ୍ପାନୀ, ଭାୟକମ୍-୧୮ ଜିତିଲା ଉଭୟ ଟିଭି ଏବଂ ଡିଜିଟାଲ ରାଇଟ୍ସ
ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଭାୟକମ୍-୧୮ ବିସିସିଆଇର ଉଭୟ ଟିଭି ଏବଂ ଡିଜିଟାଲ ରାଇଟ୍ସ। ଅନୁଷ୍ଠିତ ହୋଇଥିବା ନିଲାମୀରେ ଭାୟକମ୍-୧୮ ଆଗାମୀ ପାଞ୍ଚବର୍ଷ(୨୦୨୩-୨୦୨୮) ପର୍ଯ୍ୟନ୍ତ…
Asia Cup 2023: ଭାରତ-ପାକିସ୍ତାନ ମ୍ୟାଚ ପାଇଁ ବର୍ଷା ଆଶଙ୍କା
ନୂଆଦିଲ୍ଲୀ: ବୁଧବାର ଠାରୁ ଷଡ୍ ରାଷ୍ଟ୍ରୀୟ ଏସିଆ କପ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ସେପ୍ଟେମ୍ବର ୨ ତାରିଖ ଦିନ ଶ୍ରୀଲଙ୍କାର କାଣ୍ଡି ଠାରେ ଭାରତ-ପାକିସ୍ତାନ ମ୍ୟାଚ ଅନୁଷ୍ଠିତ ହେବ । ବୁଧବାର…
ଆଜିଠାରୁ ମିଳିବ ବିଶ୍ୱକପ ଟିକେଟ: କେବେ, କେଉଁଠି ଏବଂ କେଉଁ ମ୍ୟାଚ ପାଇଁ ମିଳିବ ଟିକେଟ ଜାଣନ୍ତୁ…
ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇସାରିଛି । ଏଥିପାଇଁ ଉତ୍ସାହ ବଢୁଥିବା ବେଳେ ଦିନିକିଆ ବିଶ୍ୱକପକୁ ଅପେକ୍ଷା କରିଛନ୍ତି କ୍ରିକେଟପ୍ରେମୀ । ତେବେ ସେମାନଙ୍କ ପାଇଁ ଆଜି ଏକ ଖୁସି ଖବର ଆସିଛି ।…
Asia Cup 2023: ପ୍ରଥମ ମୁକାବିଲାରେ ପାକିସ୍ତାନର ରେକର୍ଡ ବିଜୟ, ନେପାଳ ୧୦୪ ରନରେ ଅଲଆଉଟ୍
ନୂଆଦିଲ୍ଲୀ: ଏସିଆ କପ ୨୦୨୩ର ପ୍ରଥମ ମ୍ୟାଚ ମୁଲତାନଠାରେ ପାକିସ୍ତାନ ଓ ନେପାଳ ମଧ୍ୟରେ ଅୟୋଜିତ ହୋଇଥିଲା । ତେବେ ଏହି ମ୍ୟାଚରେ ନେପାଳ ଅତ୍ୟନ୍ତ ଲଜ୍ଜାଜନକ ଭାବେ ପରାଜୟ ବରଣ କରିଛି । ଅନ୍ୟପକ୍ଷରେ ପାକିସ୍ତାନରେ ୨୩୮…
ଆସନ୍ତା କାଲି ଠାରୁ ଆରମ୍ଭ ହେବ ଏସିଆ କପ-୨୦୨୩ ମୁକାବିଲା, ୮ମ ଥର ପାଇଁ କପ ଆଶାରେ ରହିଛି ଟିମ୍ ଇଣ୍ଡିଆ
ଓଡିଶା ଭାସ୍କର; ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ-୨୦୨୩ ମୁକାବିଲା । ଚଳିତ ଥର ଏଥିରେ ମୋଟ ୧୩ଟି ମ୍ୟାଚ ଖେଳାଯିବା ନେଇ ସୂଚନା ରହିଛି । ଭାରତ, ପାକିସ୍ତାନ,ନେପାଳ ଓ ବିରେ ରହିଛନ୍ତି ଶ୍ରୀଲଙ୍କା,…
ODI WC-2023 ପରେ ଅବସର ନେବେ ଅଧିନାୟକ ରୋହିତ? ବଡ଼ ସଂକେତ ଦେଲେ ହିଟମ୍ୟାନ୍…
ନୂଆଦିଲ୍ଲୀ: ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୩ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଖେଳିବାକୁ ଯାଉଛି ଏହି ଇଭେଣ୍ଟ । ଭାରତୀୟ ଦଳ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଖୁବ…
କାହିଁକି ପାଳନ ହୋଇଥାଏ ଜାତୀୟ କ୍ରୀଡ଼ା ଦିବସ? କିଏ ମେଜର ଧ୍ୟାନଚାନ୍ଦ, ଜାଣନ୍ତୁ ସବୁକିଛି
ମେଜର ଧ୍ୟାନଚାନ୍ଦ ବା ହକିର ଯାଦୁଗର, ଦେଶ ପ୍ରତି ବର୍ଷ ତାଙ୍କର ଜୟନ୍ତୀକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରିଥାଏ । ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ଉତ୍ତରପ୍ରଦେଶର ଇଲାହାବାଦ ଜିଲ୍ଲାରେ ହୋଇଥିଲା…
National Sports Day: କ୍ରୀଡା ଆମ ସ୍ୱାସ୍ଥ୍ୟ ପାଇଁ କେତେ ପରିମାଣର ଲାଭଦାୟକ?
ଲୋକମାନଙ୍କୁ ଖେଳ ପ୍ରତି ଜାଗ୍ରତ କରିବା ପାଇଁ ପ୍ରତିବର୍ଷ ୨୯ ଅଗଷ୍ଟକୁ ‘ଜାତୀୟ କ୍ରୀଡା ଦିବସ’ ଭାବରେ ପାଳନ କରାଯାଉଛି । ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ହୋଇଥିଲା । ମେଜର…
Rishab Pant Comeback! ଏସିଆ କପ୍ ପୂର୍ବରୁ ଟିମ ଇଣ୍ଡିଆ ସହ ସାମିଲ ହେଲେ ପନ୍ତ: ବଡ଼ ସରପ୍ରାଇଜ
ନୂଆଦିଲ୍ଲୀ: ବର୍ତ୍ତମାନ ଏସିଆ କପ୍ ପାଇଁ ପ୍ରସ୍ତୁତି ଜାରି ରଖିଛି ଭାରତୀୟ ଦଳ । ଆହତ ସମସ୍ୟାରୁ ଭାରତର ୩ ଜଣ ସୁପରଷ୍ଟାର ଖେଳାଳି ଦଳରେ ସାମିଲ ହୋଇଛନ୍ତି । କେ.ଏଲ ରାହୁଲ, ଜଶପ୍ରୀତ ବୁମରାହ ଏବଂ ଶ୍ରେୟସ ଅୟର ଏହି…