Browsing Category
ଖେଳ
ଦୁଇ ବର୍ଷ ବିଳମ୍ବରେ ତ୍ରିନିଦାଦ ଏବଂ ଟୋବାଗୋରେ ଆୟୋଜିତ ହେଉଛି ଯୁବ ରାଜ୍ୟଗୋଷ୍ଠି କ୍ରୀଡ଼ା, ଜାଣନ୍ତୁ କେଉଁ ଦେଶ ସବୁ କରୁଛନ୍ତି ଅଂଶ ଗ୍ରହଣ
ନୂଆଦିଲ୍ଲୀ: ସପ୍ତମ ଯୁବ ରାଜ୍ୟଗୋଷ୍ଠି କ୍ରୀଡ଼ା ଯାହା ୨୦୨୧ ତ୍ରିନିଦାଦ ଏବଂ ଟୋବାଗୋରେ ହେବାର କାର୍ଯ୍ୟସୂଚୀ ଥିଲା ଏବେ ୨୦୨୩ ଅଗଷ୍ଟ ୪ ତାରିଖରେ ସମାନ ସ୍ଥାନରେ ଆରମ୍ଭ ହେବାକୁ ଯାଉଛି । ତେବେ ଟୋକିଓ ଅଲମ୍ପିକ୍ସ ୨୦୨୦…
ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କଲା BCCI: ଜଶପ୍ରୀତ ବୁମରାହ ଅଧିନାୟକ
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ପରେ ଆୟରଲାଣ୍ଡ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ୍ । ତେବେ ଏହି ସିରିଜରେ ଭାରତ ପାଇଁ କମବ୍ୟାକ କରିବାକୁ ଯାଉଛନ୍ତି ଜଣେ ଷ୍ଟାର ଖେଳାଳି । ଟିମ ଇଣ୍ଡିଆର ୟର୍କର କିଙ୍ଗ ଜଶପ୍ରୀତ ବୁମରାହ…
ସନ୍ଧ୍ୟା ଆକାଶରେ ଦର୍ଶନ ଦେଲେ ପ୍ରଭୁ ଶିବଶଙ୍କର! ବାବାଙ୍କ ଆବିର୍ଭାବ ପରେ ନିର୍ଦ୍ଧୁମ ବର୍ଷା
ଭୁବନେଶ୍ୱର: ପବିତ୍ର ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ କାଉଡ଼ିଆଙ୍କ ସୁଅ ଛୁଟିଛି । ଯୋଜନ ଯୋଜନ ଦୂର ଅତିକ୍ରମ କରି ଶିବଲିଙ୍ଗରେ ପାଣି ଢାଳିବା ସହ ପାପକ୍ଷୟ କରୁଛନ୍ତି ଭକ୍ତ । ବିଭିନ୍ନ ଶୈବ…
ODI WC-2023; ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା: ଘୋଷଣା ହେଲା ତାରିଖ
ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ବଦଳିଯାଇଛି ଭାରତ-ପାକିସ୍ତାନ ମ୍ୟାଚର ତାରିଖ । ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବାକୁ ଥିବା ଏହି ମହାମୁକାବିଲା ପାଇଁ ଆଉ ଏକନୂଆ ତାରିଖ ଘୋଷଣା ହୋଇଯାଇଛି । ନବରାତ୍ରୀ…
ୱାଲର୍ଡ ୟୁନିଭର୍ସିଟି ଗେମ୍ସରେ ଭାରତକୁ ମିଳିଲା ଚତୁର୍ଥ ସ୍ୱର୍ଣ୍ଣ
ନୂଆଦିଲ୍ଲୀ : ୱାଲର୍ଡ ୟୁନିଭର୍ସିଟି ଗେମ୍ସରେ ଭାରତକୁ ମିଳିଛି ଚତୁର୍ଥ ସ୍ୱର୍ଣ୍ଣ । ଚାଇନାର ଚେଙ୍ଗ୍ଡୁଠାରେ ଚାଲିଥିବା ୱାଲର୍ଡ ୟୁନିଭର୍ସିଟି ଗେମ୍ସରେ ଅମନ ସଇନି ଓ ପ୍ରଗତିଙ୍କୁ ନେଇ ଭାରତର ମିକ୍ସଡ କମ୍ପାଉଣ୍ଡ…
(Video) ୟୁଜବେନ୍ଦ୍ର ଚହଲଙ୍କୁ ମାଡ଼ ବୃଷ୍ଟି କରିଦେଲେ ଅଧିନାୟକ ରୋହିତ: ଦୁମଦାମ ଲଦିଗଲେ ଚାପୁଡ଼ା-ବିଧା
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜ ବର୍ତ୍ତମାନ ୧-୧ରେ ବରାବର ହୋଇଯାଇଛି । ତେଣୁ ସିରିଜର ତୃତୀୟ ତଥା ଶେଷ ଦିନିକିଆ…
ଟିମ୍ ଇଣ୍ଡିଆ ନୈରାଶ୍ୟଜନକ ପ୍ରଦର୍ଶନରେ ପ୍ରତିକ୍ରିୟା ଦେଲେ କପିଲ ଦେବ; କହିଲେ-‘ଭାରତୀୟ ଖେଳାଳିଙ୍କୁ ଗର୍ବୀ ଆଉ ଘମଣ୍ଡି କରିଦେଇଛି…
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଲଜ୍ଜାଜନକ ପରାଜୟ ପାଇଁ ପୂର୍ବତନ ଅଧିନାୟକ କପିଲ ଦେବ ଭାରତୀୟ ଦଳକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଖେଳାଳିମାନେ ଆଇପିଏଲରେ ପାଇଥିବା ଟଙ୍କାକୁ ନେଇ…
(Video) ସନ୍ନ୍ୟାସ ପାଇଁ ଘୋଷଣା କରିଦେଲେ ଷ୍ଟାର ଖେଳାଳି: ସିରିଜ ପରେ କ୍ରିକେଟରୁ ନେବେ ବିଦାୟ
ନୂଆଦିଲ୍ଲୀ: ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଆସେଜ ସିରିଜ ମଧ୍ୟରେ ଏକ ବଡ଼ ଘୋଷଣା କରିଛନ୍ତି ଇଂଲଣ୍ଡର ଷ୍ଟାର ବୋଲର ଷ୍ଟୁଆର୍ଟ ବ୍ରଡ୍ । ଐତିହାସିକ ଓଭାଲ ଗ୍ରାଉଣ୍ଡରେ ସିରିଜର ପଞ୍ଚମ ମ୍ୟାଚ ଖେଳାଯାଉଥିବା ବେଳେ ଏହି…
କ୍ରୀଡ଼ାପ୍ରେମୀଙ୍କୁ ବଡ଼ ଝଟକା: IPL-2024 ସଂସ୍କରଣ ଖେଳାଯିବ ବିଦେଶରେ, BCCI କରୁଛି ପ୍ଲାନିଂ!
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୪ ସଂସ୍କରଣକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ସିଜିନକୁ ଶୀଘ୍ର କରାଇବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…
India vs West Indies 2nd ODI: ପ୍ରଥମେ ବ୍ୟାଟିଂ କରିବ ଭାରତ, ସଞ୍ଜୁ ସାମସନ୍ ଏବଂ ଅକ୍ଷର ପଟେଲଙ୍କ ଏଣ୍ଟ୍ରି; ବିରାଟ ରୋହିତଙ୍କୁ ବିଶ୍ରାମ
ନୂଆଦିଲ୍ଲୀ: ପ୍ରଥମ ଦିନିକିଆରେ ଘରୋଇ ଦଳ ୱେଷ୍ଟଇଣ୍ଡିଜ୍କୁ ପାଞ୍ଚ ଉଇକେଟ୍ରେ ହରାଇବା ପରେ ସିରିଜର ଦ୍ୱିତୀୟ ମୁକାବିଲାରେ ବାରବାଡୋସ୍ରେ ଦୁଇ ଦଳ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ରେ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଦଳ…