Browsing Category
ଖେଳ
Video: ପଡ଼ିଆରେ ପୁଣି ମୁହାଁମୁହିଁ ହେଲେ ଭାରତ-ନେପାଳ ଖେଳାଳି, ଜାଣନ୍ତୁ କଣ ପାଇଁ ହେଲା ଝଗଡ଼ା
ନୂଆଦିଲ୍ଲୀ: ବାଙ୍ଗଲୋରର ଶ୍ରୀକାନ୍ତିରାଭା ଷ୍ଟାଡିୟମ୍ରେ ଶନିବାର ଖେଳାଯାଇଥିବା ସାଫ୍ ଚାମ୍ପିୟନସିପ୍ ମ୍ୟାଚ୍ ସମୟରେ ଭାରତ ଏବଂ ନେପାଳର ଖେଳାଳିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଭାରତର ରାହୁଲ…
ଦୁଲିପ ଟ୍ରଫି: ପୂର୍ବାଞ୍ଚଳ ଦଳରେ ଓଡିଶାର ସୂର୍ଯ୍ୟକାନ୍ତ ପ୍ରଧାନ
କଟକ: ଚଳିତ ଜୁନ ମାସ ୨୮ ତାରିଖରୁ ବେଙ୍ଗାଲୁରରେ ଅନୁଷ୍ଠିତ ହେବାକୁ ଥିବା ଘରୋଇ ଦୁଲିପ ଟ୍ରଫି କ୍ରିକେଟ ପ୍ରତିଯୋଗିତା ପାଇଁ ପୂର୍ବାଞ୍ଚଳରେ ଦଳରେ ସାମିଲ ହୋଇଛନ୍ତି ଓଡିଶାର ପେସ୍ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ।…
ସାଫ୍ ଚାମ୍ପିଅନ୍ସିପ୍ରେ ଲଗାତାର ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ଭାରତ
ବେଙ୍ଗାଲୁରୁ : ଭାରତ ଲଗାତର ଦ୍ୱିତୀୟ ବିଜୟ ହାସଲ ସହିତ ଏଠାରେ ଚାଲିଥିବା ସାଫ୍ ଫୁଟବଲ ଚାମ୍ପିଅନ୍ସିପ୍ ସେମିଫାଇନାଲରେ ପ୍ରବେଶ କରିଛି। ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନକୁ ୪-୦ରେ ପରାସ୍ତ…
BCCI ନେଲା ବଡ ନିଷ୍ପତ୍ତି: ଏସିଆନ ଗେମ୍ସରେ ଭାଗ ନେବ ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଆଗାମୀ ଏସିଆନ ଗେମ୍ସ-୨୦୨୩ କୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି ଭାରତୀୟ କ୍ରିକେଟ ବୋର୍ଡ । ଏଣିକି ଏସିଆନ ଗେମ୍ସ ପାଇଁ ଭାରତ ପୁରୁଷ ଏବଂ ମହିଳା କ୍ରିକେଟ ଦଳକୁ ପଠାଇବା ପାଇଁ ପ୍ରସ୍ତୁତ ହୋଇଛି । ପୂର୍ବରୁ…
ରୋହିତଙ୍କ ପରେ କିଏ ହେବେ ଅଧିନାୟକ? ଭାରତୀୟ ଟେଷ୍ଟ ଟିମର ନେତୃତ୍ୱ ନେଇପାରନ୍ତି ଏହି ଖେଳାଳି
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ପରାଜୟ ପରେ ଭାରତର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱକୁ ନେଇ ଉଠିଛି ପ୍ରଶ୍ନ । ଆଇସିସିର ବିଭିନ୍ନ ନକ୍ ଆଉଟ ମ୍ୟାଚରେ ବାରମ୍ବାର ବିଫଳ ହେବା ପରେ ଦଳର…
ମୋଟା ଅଙ୍କର ଟଙ୍କା ଦେଇ ଭାରତୀୟ ମିଡଫିଲ୍ଡର ଅନିରୁଦ୍ଧ ଥାପାଙ୍କୁ ଦଳରେ ସାମିଲ କଲା ମୋହନ ବାଗାନ ସୁପର ଜିଆଣ୍ଟ
ନୂଆଦିଲ୍ଲୀ: ୟୁରୋପୀୟ ଦେଶ ଗୁଡ଼ିକ ପରି ଭାରତରେ ଏବେ ଲୋକମାନଙ୍କ ମନରେ ଫୁଟବଲ ପ୍ରତି ଭଲପାଇବା ଦେଖିବାକୁ ମିଳୁଛି। ଭାରତୀୟ ଫୁଟବଲ ଦଳ ମଧ୍ୟ ନିକଟ ଅତୀତରେ ଅନେକ ମ୍ୟାଚରେ ଉଚ୍ଚକୋଟୀର ପ୍ରଦର୍ଶନ କରିଛି। ଏହାରି…
ଏଥର ବି ମିଳିଲାନି ସୁଯୋଗ: କେତେ ଅପେକ୍ଷା କରିବେ ସରଫରାଜଙ୍କ ସହ ଏହି ଖେଳାଳି?
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟିମ ଇଣ୍ଡିଆର ଘୋଷଣା ହୋଇ ସାରିଛି । ଟେଷ୍ଟ ଏବଂ ଦିନିକିଆ ପାଇଁ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି । ଏହାସହିତ ଭାରତୀୟ ଦଳରେ ଅନେକ ନୂଆ…
ଟିମ୍ ଇଣ୍ଡିଆରୁ ବାହାରିବା ମାତ୍ରେ ବଡ଼ ନିଷ୍ପତ୍ତି ନେଲେ ଚେତେଶ୍ୱର ପୂଜାରା, ବର୍ତ୍ତମାନ ଏହି ଟୁର୍ନାମେଣ୍ଟରେ ଖେଳିବେ
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏହି ସିରିଜ୍ ୧୨ ଜୁଲାଇରେ ଆୟୋଜିତ ହେବାକୁ ଥିବା ବେଳେ ବିସିସିଆଇ ଶୁକ୍ରବାର ଦିନ ଭାରତ ଗସ୍ତ ପାଇଁ ଟେଷ୍ଟ ଏବଂ…
ଶ୍ରୀଲଙ୍କା ମାତ୍ର ୧୫ ଓଭରରେ ଜିତିଲା ୫୦ ଓଭର ମ୍ୟାଚ୍, ବିଶ୍ୱକପ୍ ୨୦୨୩ ଖେଳିବା ପାଇଁ କରିବାକୁ ପଡିବ ଏହି କାମ
ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଯୋଗ୍ୟତା ମ୍ୟାଚ୍ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ ଶ୍ରୀଲଙ୍କା ଏବଂ ଓମାନ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା ଯେଉଁଠାରେ ଶ୍ରୀଲଙ୍କା…
ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳ ଘୋଷଣା କଲା BCCI: ଅଜିଙ୍କ୍ୟା ରାହାଣେଙ୍କୁ ଗୁରୁଦାୟିତ୍ୱ
ନୂଆଦିଲ୍ଲୀ: ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ଟିମ ଇଣ୍ଡିଆ । ଏହି ଗସ୍ତର ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ଦଳ ଘୋଷଣା କରିଛି । ଉଭୟ ସିରିଜରେ ଦଳର ନେତୃତ୍ୱ ପଦ ନିୟମିତ…