Browsing Category

ଖେଳ

ହକି ମହାସମର: ଦୁଲୁକିବ କଳିଙ୍ଗ, ବିର୍ସା ମୁଣ୍ଡା ଷ୍ଟାଡିୟମ, ୧୬ଟି ଟିମ୍ ଖେଳିବେ ୪୪ଟି ମ୍ୟାଚ୍‌, ଦୁଇ ଓଡ଼ିଆ ଖେଳାଳିଙ୍କ ଉପରେ ନଜର

ଭାସ୍କର ନ୍ୟୁଜ୍‌: ଆଉ ମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା। ପ୍ରତୀକ୍ଷାର ଅନ୍ତଃ ଘଟିବାକୁ ଯାଉଛି। ଶୁକ୍ରବାରଠାରୁ ଆରମ୍ଭ ହେଉଛି ହକି ମହାସମର। ଏଥିପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା…

INDvSL: ଦ୍ୱିତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୪ ଉଇକେଟ୍‌ରେ ହରାଇ ଦିନିକିଆ ସିରିଜ କବଜା କଲା ଭାରତ

ନୂଆଦିଲ୍ଲୀ: କୋଲକାତାର ଇଡେନ୍ ଗାଡେନ୍‌ରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୪ ଉଇକେଟ୍‌ରେ ବିଜୟ ହାସଲ କରିଛି । ଏହା ସହିତ ପ୍ରଥମ ଦୁଇ ମ୍ୟାଚ୍ ଜିତି ଭାରତ ସିରିଜ ଉପରେ…

ଦ୍ୱିତୀୟ ଦିନିକିଆ: ବୋଲର ଦେଖାଇଲେ ଦମ୍‌, ଭାରତ ଆଗରେ ବିଜୟ ଲକ୍ଷ୍ୟ ୨୧୬

କୋଲକାତା: ଭାରତ ଶ୍ରୀଲଙ୍କା ମଧ୍ୟରେ ଚାଲୁଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଖେଳାଯାଉଛି । ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କା ଅଧିନାୟକ ଦଶୁନ୍ ସନକା…

ପଦାରେ ପଡିଲା ହକି ବିଶ୍ୱକପ୍ ପ୍ରସ୍ତୁତି, ମୁକୁଳା ଡ୍ରେନ୍‌ରେ ପଡି ମେଡିକାଲରେ ଭର୍ତି ହେଲେ ବିଦେଶୀ ସାମ୍ବାଦିକ

ଭୁବନେଶ୍ୱର: ହକି ବିଶ୍ୱକପ ପାଇଁ ରାଜଧାନୀ ଭୁବନେଶ୍ୱର ନୂଆବୋହୂ ଭଳି ସଜେଇ ହୋଇଛି। ବିଭିନ୍ନ ସ୍ଥାନରେ ଆକର୍ଶଣୀୟ ପେଣ୍ଟିଂ କରାଯିବା ସହ ଆଲୋକିତ କରାଯାଇଛି। ସରକାର ଏହାକୁ ନେଇ ଅନେକ ବାହାବା ସାଉଁଟିବାରେ ଲାଗିଛନ୍ତି।…

ଆସନ୍ତାକାଲିଠାରୁ ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବ ହକି ବିଶ୍ୱକପ୍‍ ପ୍ରତିଯୋଗିତା, ଭାରତୀୟ ଟିମର ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠାରୁ ହକି ବିଶ୍ୱକପ୍‍ ମହାସମର ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍‍ରେ ଏହି ଖେଳ ଅନୁଷ୍ଠିତ ହେବ। ଆସନ୍ତାକାଲି ପ୍ରଥମ…

ପୁରୁଷ ହକି ବିଶ୍ୱକପ୍‍-୨୦୨୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ଦ୍ୱାରା ଉଦ୍‍ଘାଟିତ

କଟକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‍-୨୦୨୩ର ଉଦ୍‍ଘାଟନୀ ସମାରୋହ କିଛି ସମୟ ପୂର୍ବରୁ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା ଓ ସୂଚନା ଓ ପ୍ରସାରଣ…

ରଣଜୀ ଟ୍ରଫିରେ ଇତିହାସ ରଚିଲେ ପୃଥୀ ଶ’, ରେକର୍ଡ ତ୍ରିଶତକ ମାରି ପୁଣି ଚୟନକର୍ତ୍ତାଙ୍କ କବାଟ ବାଡେଇଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ପୃଥି ଶ' କିଛି ଦିନହେବ ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୁରେଇ ରହିଛନ୍ତି । କିନ୍ତୁ ଏହି ସମୟରେ ତାଙ୍କ ବ୍ୟାଟ୍‌ର ଗର୍ଜନ ଥମି ନାହିଁ । ଘରୋଇ କ୍ରିକେଟ୍‌ରେ ତାଙ୍କର…

Hockey World Cup 2023 Opening Ceremony Live Streaming Online: ଏବେ ହିଁ ଦେଖନ୍ତୁ ଆଉ ଏଇ ଐତିହାସିକ ମୁହୁର୍ତରେ ସାମିଲ ହୁଅନ୍ତୁ

ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ପୁରୁଷ ହକି ବିଶ୍ୱକପ୍ ଉଦଘାଟନୀ କାର୍ଯ୍ୟକ୍ରମ କଟକ ବାରବାଟି ଷ୍ଟାଡିୟମରେ ଆରମ୍ଭ ହୋଇସାରିଛି । ଏକ ଅବିସ୍ମରଣୀୟ ଅଭିଜ୍ଞତା ପାଇଁ, ଏହି ଅଦଭୁତପୁର୍ବ କାର୍ଯ୍ୟକ୍ରମର ସାକ୍ଷୀ ହେବା ପାଇଁ…

ହକି ବିଶ୍ୱକପ ଉଦ୍‍ଘାଟନୀ ଉତ୍ସବରେ ଦୁଲୁକିବ ବାରବାଟୀ ଷ୍ଟାଡିୟମ, ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

କଟକ: ଏଫ୍‍ଆଇଏଚ୍‍ ପୁରୁଷ ହକି ବିଶ୍ୱକପ୍‍କୁ ନେଇ ସାରା ରାଜ୍ୟ ଏବେ ଚଳଚଞ୍ଚଳ । ଆଜି ସନ୍ଧ୍ୟାରେ କଟକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‍-୨୦୨୩ର ଉଦ୍‍ଘାଟନୀ ସମାରୋହ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ…

ହକି ପାଇଁ କଟକରେ ଟ୍ରାଫିକ୍ କଟକଣା: ଜାଣନ୍ତୁ ମ୍ୟାଚ୍ ଦେଖିବା ପାଇଁ କେଉଁ ରୁଟରେ ଯିବେ ?

କଟକ (ଓଡ଼ିଶା ଭାସ୍କର): ଆଜି କଟକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‌ର ମହୋତ୍ସବ ସମାରୋହ ଆୟୋଜିତ ହେବ। ଏଥିପାଇଁ କଟକ ସହର ଓ ବାରବାଟୀ ଷ୍ଟାଡୀୟମକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ପ୍ରାୟ ୩ ସପ୍ତାହ ଧରି…