Browsing Category
ଖେଳ
BGT ପରେ ଅବସର ନେଲେ ଭାରତର ଷ୍ଟାର କ୍ରିକେଟର: ସୋସିଆଲ ମିଡିଆରେ କଲେ ସନ୍ନ୍ୟାସ ଘୋଷଣା
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପରାଜୟ ପରେ ଭାରତର ସିନିୟର ଖେଳାଳିଙ୍କ ଅବସର ନେଇ ଚର୍ଚ୍ଚା ଜୋର ଧରିଛି । ଏହା ଭିତରେ ଜଣେ ଷ୍ଟାର ଖେଳାଳି କ୍ରିକେଟରୁ ବିଦାୟ ନେଇଛନ୍ତି ।
ମ୍ୟାଚ ପରେ…
Captain ରହିବେନି କିଙ୍ଗ କୋହଲି! IPL-2025ରେ ନୂଆ ଅଧିନାୟକ ଖୋଜୁଛି RCB
ଓଡ଼ିଶା ଭାସ୍କର: ଆଇପିଏଲ-୨୦୫ ପାଇଁ ମେଗା ଅକ୍ସନ ସରିବା ପରେ ଏବେ ଅଧିନାୟକ ପଦ ପାଇଁ ଚର୍ଚ୍ଚାରେ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ । ଦଳ ଖୋଜୁଛି ଜଣେ ନୂଆ ଅଧିନାୟକ ।
ଆସନ୍ତା ସିଜନରେ ବିରାଟ କୋହଲି ଦଳର ଅଧିନାୟକ…
(Video) Captain ବୁମରାହଙ୍କ ନାଁରେ ବଲ୍ ଟାମ୍ପରିଙ୍ଗ ଅଭିଯୋଗ: ଜୋତାରୁ ବାହାରିଲା ସ୍ୟାଣ୍ଡ ପେପର!
ନୂଆଦିଲ୍ଲୀ: ସିଡନୀ ଟେଷ୍ଟରେ ଭାରତର ଅଧିନାୟକ ଜଶପ୍ରୀତ ବୁମରାହଙ୍କୁ ନେଇ ଆସିଛି ସାଂଘାତିକ ଅଭିଯୋଗ । ମ୍ୟାଚରେ ବଲ୍ ଟାମ୍ପରିଙ୍ଗ କରୁଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି । ଅଷ୍ଟ୍ରେଲିଆକୁ ହରାଇବା ପାଇଁ ବଲ୍…
ସିଡନୀ ଟେଷ୍ଟରେ କାହିଁକି ହାରିଲା ଭାରତୀୟ ଦଳ ? ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡ଼ର ଗାଭାସ୍କର ଟ୍ରଫି ୨୦୨୪-୨୫ ର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଖେଳାଯାଇଥିଲା । ଏହି ମ୍ୟାଚରେ କଙ୍ଗାରୁ ଦଳ ଭାରତକୁ ୬ ୱିକେଟରେ ପରାସ୍ତ କରିଛି ।
ଏହି ବିଜୟ…
୧୦ ବର୍ଷ ପରେ ବର୍ଡ଼ର ଗାଭାସ୍କର ଟ୍ରଫି ଜିତିଲା ଅଷ୍ଟ୍ରେଲିଆ, ୪ ୱିକେଟରେ ହାରିଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ସିଡନୀ ଟେଷ୍ଟ ଜିତିଲା ଅଷ୍ଟ୍ରେଲିଆ । ପ୍ରାୟ ୧୦ ବର୍ଷ ପରେ ବର୍ଡ଼ର ଗାଭାସ୍କର ଟ୍ରଫି ହାତେଇବାରେ ସଫଳ ହୋଇଛି କଙ୍ଗାରୁ ଦଳ ।
ଭାରତୀୟ ଦଳ ୧-୩ରେ ସିରିଜକୁ ହାତଛଡ଼ା କରିଛି । ଏହି ପରାଜୟ ଭାରତୀୟ…
ସିଡନୀ ଟେଷ୍ଟର ତୃତୀୟ ଦିନରେ ବୋଲିଂ କରିବାକୁ କାହିଁକି ଆସିଲେନି ଜସପ୍ରୀତ ବୁମ୍ରା? ଏହି କାରଣ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଭାରତ ବନାମ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଜସପ୍ରୀତ ବୁମ୍ରା ଡ୍ରେସିଂ ରୁମକୁ ଫେରିଥିଲେ । ସିରିଜର ପଞ୍ଚମ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ମୋଡ଼ରେ ଥିବାରୁ ଜସପ୍ରୀତ ବୁମ୍ରାଙ୍କ…
ନୂଆ ODI Captain ବାଛିବ ଟିମ ଇଣ୍ଡିଆ! ଟେଷ୍ଟ ପରେ ଦିନିକିଆରୁ ବାଦ୍ ପଡ଼ିବେ ରୋହିତ: କାହାକୁ ମିଳିବ ଦାୟିତ୍ୱ?
ନୂଆଦିଲ୍ଲୀ: ଖରାପ ଫର୍ମ ଏବଂ ଲଗାତାର ସିରିଜ ପରାଜୟ ଏବେ ରୋହିତଙ୍କ କ୍ୟାରିୟର ଉପରେ ପ୍ରଶ୍ନ ଉଠାଇଛି । ଖୁବଶୀଘ୍ର ତାଙ୍କ ବିକଳ୍ପ ଖୋଜିପାରେ ଟିମ ଇଣ୍ଡିଆ । ଟି-୨୦ ଏବଂ ଟେଷ୍ଟ ପରେ ଦିନିକିଆରେ ମଧ୍ୟ ରୋହିତଙ୍କ…
ଡ୍ରେସିଙ୍ଗ ରୁମରେ ରୋହିତଙ୍କ ସହ Mystery Girl: କିଏ ଏ ସୁନ୍ଦରୀ? Team Indiaରେ ତୁଲାଉଛନ୍ତି ପ୍ରମୁଖ ଦାୟିତ୍ୱ
ନୂଆଦିଲ୍ଲୀ: ସିଡନୀ ଟେଷ୍ଟରେ ନିଜକୁ ପ୍ଲେଇଙ୍ଗ-୧୧ରୁ ବାଦ୍ ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଉପ-ଅଧିନାୟକ ଜଶପ୍ରୀତ ବୁମରାହ ଦଳର ନେତୃତ୍ୱ ନେଇଥିବା ବେଳେ ଭାରତର ବିଜୟ ଆଶା ଉଜ୍ଜୀବିତ ରହିଛି । କିନ୍ତୁ ଡ୍ରେସିଙ୍ଗ…
ବାହାଘରର ୪ ବର୍ଷ ପରେ ଅଲଗା ହେବେ ଧନଶ୍ରୀ ଓ ଚହଲ… ସ୍ତ୍ରୀଙ୍କ ଫଟୋ Delete କଲେ କ୍ରିକେଟର
ନୂଆଦିଲ୍ଲୀ: ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଓ କ୍ରିକେଟର ସ୍ୱାମୀ ୟୁଜବେନ୍ଦ୍ର ଚହଲଙ୍କ ସମ୍ପର୍କରେ ଦେଖାଦେଇଛି ଫାଟ । ଯାହାକୁ ନେଇ ଦୁହିଁଙ୍କ ବିବାହ ବ୍ୟବଚ୍ଛେଦର ଖବର ଏବେ ସାମ୍ନାକୁ ଆସିଛି ।…
ହସ୍ପିଟାଲରେ ଭର୍ତ୍ତି ହେଲେ ଯଶପ୍ରୀତ ବୁମ୍ରା, ଅଧିନାୟକ ଭାର ତୁଲାଇଲେ ବିରାଟ
ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ସିଡନୀରେ ଖେଳାଯାଉଛି । ଖେଳରେ ଆହତ ହେଲେ ବୁମ୍ରା। ମ୍ୟାଚ୍ ଅଧାରେ ଛାଡ଼ି ହସ୍ପିଟାଲରେ ହେଲେ ଭର୍ତ୍ତି।…