Browsing Category
ଖେଳ
ଇଣ୍ଟର କଲେଜ ଚେସ୍ ଟୁର୍ଣ୍ଣାମେଣ୍ଟ ଜିତିଲା MPC: ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ନୃପେନଙ୍କ ଯୋଗ୍ୟତା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ କଲେଜରେ ଉଦଯାପିତ ହୋଇଯାଇଛି ଆନ୍ତଃକଲେଜ ଚେସ୍ ଚାମ୍ପିୟନଶିପ୍ । ପିଜି କାଉନଶିଲ୍ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ମହାରାଜା ପୂର୍ଣ୍ଣଚନ୍ଦ୍ର…
ବିଜୟ ହଜାରେ ଟ୍ରଫି: ମଣିଶଙ୍କରଙ୍କୁ ୫ ୱିକେଟ, ୨୩୯ ବଲ ପୂର୍ବରୁ ବିଜୟୀ ହେଲା ତ୍ରିପୁରା
ନୂଆଦିଲ୍ଲୀ: ରବିବାର ବିଜୟ ହଜାରେ ଟ୍ରଫିରେ ଖେଳାଯାଇଥିବା ମୁକାବିଲା ମାତ୍ର ୨୪ ଓଭରରେ ଶେଷ ହୋଇଛି । ନାଗାଲାଣ୍ଡ ଏବଂ ତ୍ରିପୁରା ମଧ୍ୟରେ ଖେଳା ଯାଉଥିବା ମୁକାବିଲାଟି ମାତ୍ର ୨୪.୧ ଓଭରରେ ଶେଷ ହୋଇଥିବା ବେଳେ ୨୩୯ ବଲ…
ସୀମିତ ଓଭର କ୍ରିକେଟରେ ଅଶ୍ୱିନ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ହେବାକୁ ଯାଉଛନ୍ତି: ରୋହିତ ଶର୍ମା
ନୂଆଦିଲ୍ଲୀ : ଭାରତୀୟ ଦିନିକିଆ ଦଳର ନୂତନ ଅଧିନାୟକ ରୋହିତ ଶର୍ମାଙ୍କ ମତରେ ଅନୁଭବୀ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଗାମୀ ବର୍ଷରେ ସୀମିତ ଓଭର କ୍ରିକେଟରେ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ହେବାକୁ ଯାଉଛନ୍ତି ।…
ପଞ୍ଜାବ ନିର୍ବାଚନ ପୂର୍ବରୁ BJPରେ ସାମିଲ ହେବେ କି ହରଭଜନ ସିଂ? ମିଳିଲା ଏପରି ଉତ୍ତର
ନୂଆଦିଲ୍ଲୀ: ପଞ୍ଜାବରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଯାହାକୁ ନେଇ ଆଜିଠାରୁ ରାଜନୀତି ତୀବ୍ର ହେବାରେ ଲାଗିଛି । ଭାରତୀୟ କ୍ରିକେଟ ଟିମର ଖେଳାଳୀ ହରଭଜନ ସିଂହ ବିଜେପିରେ ସାମିଲ ହୋଇପାରନ୍ତି ବୋଲି…
ସେହି ସମୟରେ କୋହଲିଙ୍କ ବିନା ଭାରତ ଜିତିଥିଲା…, ବିରାଟଙ୍କ କୋଚଙ୍କ ଅସନ୍ତୋଷ ଉପରେ ଗାଙ୍ଗୁଲିଙ୍କ ଜବାବ
ନୂଆଦିଲ୍ଲୀ : ବିରାଟ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯାଇ ରୋହିତ ଶର୍ମାଙ୍କୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ କରାଯାଇଛି । ଏହାକୁ ନେଇ କ୍ରମାଗତ ଅନେକ ଅନେକ ନୂତନ କଥା ସାମ୍ନାକୁ ଆସୁଛି। ଏହାକୁ ନେଇ…
ପାକିସ୍ତାନ ଗସ୍ତରେ ଥିବା ୱେଷ୍ଟଇଣ୍ଡିଜ ଦଳରେ କରୋନା ବିସ୍ଫୋରଣ, ୩ ଖେଳାଳି ଟି-୨୦ ସିରିଜରୁ ବାହାର
ନୂଆଦିଲ୍ଲୀ : ପାକିସ୍ତାନ ଗସ୍ତରେ ସୀମିତ ଓଭର ସିରିଜ୍ ଖେଳିବାକୁ ଯାଇଥିବା ୱେଷ୍ଟଇଣ୍ଡିଜ କ୍ରିକେଟକୁ ଜୋରଦାର ଝଟକା । ଦଳରେ କରୋନା ବିସ୍ଫୋରଣ ଘଟିଛି । ଭ୍ରମଣକାରୀ ଦଳର ତିନି ଖେଲାଳି କରୋନା ପଜିଟିଭ୍ ଚିହ୍ନଟ…
ଆଜି ମୁମ୍ବାଇରେ ଭେଟିବେ କୋହଲି-ରୋହିତ, ଏହି ତାରିଖରୁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ : ଭାରତୀୟ ଦଳ ଚଳିତ ମାସ ଶେଷ ସପ୍ତାହରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ଗସ୍ତରେ ଭାରତ ଘରୋଇ ଦଳ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ଖେଳିବ । ଭାରତୀୟ ଦଳ ଡିସେମ୍ବର ୧୬ରେ…
ଆଜିଠୁ ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିଅନସିପ୍: ଭାରତ ପାଇଁ ୩ ପଦକ ଆଶା
ନୂଆଦିଲ୍ଲୀ: ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କ ପାଇଁ ବଡ ସୁଯୋଗ । କାରଣ ରବିବାର ଠାରୁ ହୁଏଲଭା ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନଶିପରେ ଏକାଧିକ ଟପ୍ ସିଡ୍…
ଇଂଲଣ୍ଡକୁ ହରାଇ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଟେବୁଲରେ ଅଷ୍ଟ୍ରେଲିଆର ଲମ୍ବ ଡିଆଁ, ଖସିଲେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ : ନୂଆ ଅଧିନାୟକ ପାଟ୍ କମିନ୍ସଙ୍କ ନେତୃତ୍ଵରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଆସେସ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ ୯ ଓ୍ଵିକେଟ୍ରେ ମାତ୍ ଦେଇଛି। ବ୍ରିସବେନରେ ଖେଳାଯାଇଥିବା ମ୍ୟାଚ୍ର ଚତୁର୍ଥ ଦିନରେ…
ବିରାଟ କୋହଲିଙ୍କଠୁ କଣ ଅଧିକ ଦରମା ପାଇବେ ଦିନିକିଆ ଓ ଟି-୨୦ ଅଧିନାୟକ ରୋହିତ ଶର୍ମା ?
ନୂଆଦିଲ୍ଲୀ : ରୋହିତ ଶର୍ମାଙ୍କ କାନ୍ଧରେ ଏବେ ଭାରତୀୟ କ୍ରିକେଟ୍ ଦଳର ଭବିଷ୍ୟତ । ମୁମ୍ବାଇର ଏହି ଷ୍ଟାର ଖେଳାଳିଙ୍କୁ ଭାରତୀୟ କ୍ରିକେଟ୍ ଦଳର ଦିନିକିଆ ଏବଂ ଟି-୨୦ ଦଳର ଅଧିନାୟକ କରାଯାଇଛି । ରୋହିତ ଶର୍ମା…