Browsing Category
Top Stories
ବିହାରର କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ 4Gର ବଡ଼ ଉପହାର, BSNL ଆରମ୍ଭ କଲା ୨୦୦୦ ନୂଆ ଟାୱାର୍ସ
ନୂଆଦିଲ୍ଲୀ: ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ନିଜର କୋଟି କୋଟି ଗ୍ରାହକଙ୍କୁ ସୁବିଧା ଯୋଗାଇବା ପାଇଁ ଗତ କିଛି ସମୟରୁ ଜୋର ସୋରରେ ନିଜ ନେଟୱାର୍କ ଉପରେ କାମ କରୁଥିଲା। ପ୍ରାଇଭେଟ କମ୍ପାନୀଗୁଡ଼ିକର ପ୍ରାଇସ ହାଇକ…
ସରକାର ଦ୍ୱାରା ୧୮ OTT ବ୍ୟାନ, ସମାଜରେ ଅଶ୍ଳୀଳତାକୁ ବଢାଇବା ଅଭିଯୋଗ
ନୂଆଦିଲ୍ଲୀ- ଅଶ୍ଲୀଳତା ଉପରେ କେନ୍ଦ୍ରର ବଡ ପଦକ୍ଷେପ । ଅଶ୍ଲୀଳ ଲେଖା ଓ ବିଡିଓ ପ୍ରସାରଣ କରୁଥିବା ୧୮ ଓଟିଟି ଉପରେ ୨୦୨୪ରେ ସରକାର ନେଇଛନ୍ତି ବଡ ଆକ୍ସନ । ଡିଜିଟାଲ ମିଡିଆକୁ ରେଗୁଲେଟ କରିବାକୁ ସରକାର ଏହି ପଦକ୍ଷେପ…
ଅର୍ଦ୍ଧଶତକ ଲଗାଇ ବିଜୟ ହାସଲ କଲେ ଏହି ମହିଳା, ବାଂଲାଦେଶକୁ ଧୂଳି ଚଟାଇଲା ଭାରତ
ନୂଆଦିଲ୍ଲୀ: ଅଣ୍ଡର-୧୯ ମହିଳା ଏସିଆ କପର ପ୍ରଥମ ଏଡିସନ ୨୦୨୪ରେ ଆୟୋଜିତ ହୋଇଛି ଏବଂ ଭାରତୀୟ ମହିଳା ଟିମ୍ ପ୍ରଥମଥର ଏଥିରେ ବିଜୟ ହାସଲ କରିଛି। ଫାଇନାଲରେ ଭାରତ ବାଂଲାଦେଶକୁ ୪୧ ରନରେ ହରାଇ ମ୍ୟାଚକୁ ନିଜ ନାମରେ…
ସାମାନ୍ୟ ବଚସାରୁ ଭାଇ ହେଲା ଭଗାରୀ,ଭଉଣୀ ଘର ଉପରେ ପକାଇଲା ବୋମା
ନୟାଗଡ- ସାମାନ୍ୟ ବଚସାରୁ ଭାଇ ହେଲା ଭଗାରୀ । ଭଉଣୀ ଘର ଉପରେ ପକାଇଲା ବୋମା । ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲାରେ । ବୋମା ମାଡରେ ଭଉଣୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ପରିବାରର ଅନ୍ୟ ୩ ଜଣ ମଧ୍ୟ ଆହତ…
ଇସ୍ପାତ ନଗରୀରେ ମାରାଥନ ବେଳେ ଗୁଳିମାଡ, ଜଣେ ଗୁରୁତର
ରାଉରକେଲା- ଇସ୍ପାତ ନଗରୀରେ ଫାୟାରିଂ । ଏକ ମାରାଥନ ଚାଲିଥିବା ବେଳେ ଫୁଟିଲା ଗୁଳି । ଏଥିରେ ଜଣେ ବ୍ୟକ୍ତି ଗୁରୁତର । ଆହତଙ୍କୁ ରାଉରକେଲାର ଆଇଜିଏଚରେ ଭର୍ତ୍ତି କରାଯାଇଛି । ରାଉରକେଲା ସେକ୍ଟର ୩ ଥାନା ଅଞ୍ଚଳରେ…
Big Breaking: କୁଏତରେ ଓଡ଼ିଆ ଯୁବକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଦୁଇ ଦିନିଆ ଗସ୍ତରେ କୁଏତ ଯାଇଛନ୍ତି ପିଏମ ମୋଦୀ। ତେବେ କୁଏତରେ ଭାରତୀୟ ଶ୍ରମିକଙ୍କ ସହ ପ୍ରଧାନମନ୍ତ୍ରୀ ଅଲୋଚନା କରିଛନ୍ତି। ସେହି କ୍ୟାମ୍ପରେ ଜଣେ ଗଞ୍ଜାମ ଖଲ୍ଲିକୋଟ ଯୁବକଙ୍କ ସହ କଥା ହେଲେ ପିଏମ…
ଆଡଭୋକେଟ ୱେଲଫେୟାର ଫଣ୍ଡକୁ ଦ୍ୱିଗୁଣିତ କଲେ ରାଜ୍ୟ ସରକାର
ଭୁବନେଶ୍ୱର- ରାଜ୍ୟର ଆଇନଜୀବୀଙ୍କ ପାଇଁ ଆସିଲା ବଡ ଓ ଖୁସି ଖବର । ରାଜ୍ୟର ଆଇନଜୀବୀ କଲ୍ୟାଣ ପାଣ୍ଠି ବଢିଲା । ରାଜ୍ୟ ସରକାର ଆଇନଜୀବୀ ୱେଲଫେୟାର ଫଣ୍ଡକୁ ବଢାଇ ଦିଆଯାଇଛି । ସୂଚନା ଦେଲେ ଆଇମନ୍ତ୍ରୀ ପୃଥିରାଜ…
(Video) ଘରେ ବିଲେଇ ପାଳନ୍ତୁ, ଦେଖିବେ କେମିତି ବିଭିନ୍ନ କାମରେ କରିବ ସାହାଯ୍ୟ
ଗାଜିଆବାଦ- ବିଲେଇ ଦେଖିଲେ ଆପଣ ଚିଡୁଛନ୍ତି କି, ଥରେ ଦେଖନ୍ତୁ ବିଲେଇ କେତେ ସାହାଯ୍ୟ କରିପାରେ ତାର ମାଲିକଙ୍କୁ । ସେ ମଧ୍ୟ ପରିବାରର ସଦସ୍ୟଙ୍କ ପରି ଛୋଟ ମୋଟ କାମରେ ସାହାଯ୍ୟ କରିପାରେ । ଘରକୁ କେହି ଆସିଲେ…
୨୦୨୫ ଋତୁ ପାଇଁ କୋପ୍ରା (ଶୁଖିଲା ନଡ଼ିଆ ଶସ)ର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ
ନୂଆଦିଲ୍ଲୀ : ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୫ ଋତୁ ପାଇଁ କୋପ୍ରା(ଶୁଖିଲା ନଡ଼ିଆ ଶସ)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରିଛି। କୃଷକମାନଙ୍କୁ ଲାଭଜନକ…
ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ିରେ ଦର୍ଶନ କରିବେ ଭକ୍ତ
ପୁରୀ: ନୂଆ ବର୍ଷ ପାଇଁ ଆଉ କେଇଟା ଦିନ ବାକି ରହିଛି। ଏହାରି ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ନୂଆ ବ୍ୟବସ୍ଥା ଜାରି ହୋଇଛି। ନୂଆ ଆଇନ ଅନୁଯାୟୀ, ନୂଆ ବର୍ଷ ଅର୍ଥାତ ୨୦୨୫ ବର୍ଷ ଜାନୁଆରୀ ୧…