fbpx
BSKY SKY
BSKY SKY
Browsing Category

Top Stories

ଘରେ ହେବ ଟଙ୍କାର ବର୍ଷା : ମଙ୍ଗଳବାର ଦିନ କରନ୍ତୁ ୫ଟି ଜିନିଷର ଦାନ

ଭୁବନେଶ୍ୱର : ଜୋତିଷ ଶାସ୍ତ୍ର ଅନୁସାରେ ସମ୍ତାହର ପ୍ରତ୍ୟେକ ବାର କୌଣସି ନା କୌଣସି ଦେବା ଦେବୀଙ୍କୁ ସମର୍ପିତ ହୋଇଛି । ଏହି ପରି ମଙ୍ଗଳବାର ଦିନ ମଧ୍ୟ ହନୁମାନଙ୍କୁ ସମର୍ପଣ କରାଯାଇଛି । ଏହି ଦିନ ଯଦି ଆପଣ ବିଧି…

Best Bakery Case: ଦୁଇ ଅପରାଧୀଙ୍କୁ ନିର୍ଦ୍ଦୋଶରେ ଖଲାସ କଲେ କୋର୍ଟ, ୧୪ ଜଣଙ୍କର ହୋଇଥିଲା ଯନ୍ତ୍ରଣାଦାୟକ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇର ଏକ କୋର୍ଟ ବେଷ୍ଟ ବେକରୀ ମାମଲାରେ ଦୁଇ ଅଭିଯୁକ୍ତ - ହର୍ଷଦ ରାଓଜାଇ ସୋଲଙ୍କି ଏବଂ ମାଫତ ମାନିଲାଲ ଗୋହିଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଗୁଜରାଟରେ ଗୋଦରା ଦଙ୍ଗାର ହିଂସା ଆରମ୍ଭ ହେବା ପରେ…

୧ ଲକ୍ଷ ଟଙ୍କା ଅତିକ୍ରମ କଲା MRF ର ସେୟାର ମୂଲ୍ୟ: ପ୍ରଥମ ଭାରତୀୟ କମ୍ପାନୀ ଭାବେ କଲା ଏହି ରେକର୍ଡ

ନୂଆଦିଲ୍ଲୀ: ଭାରତର ପ୍ରଥମ କମ୍ପାନୀ ଭାବେ ଏମ୍‌ଆରଏଫ୍ ସେୟାର ମୂଲ୍ୟ ମଙ୍ଗଳବାର (ଜୁନ୍ ୧୩) ରେ ଏକ ଲକ୍ଷ ଟଙ୍କା ଛୁଇଁଛି । ମଙ୍ଗଳବାର କମ୍ପାନୀର ସେୟାର ମୂଲ୍ୟ ୧ ପ୍ରତିଶତ ବୃଦ୍ଧି ପାଇଥିଲା । ମଙ୍ଗଳବାର ବଜାର ଖୋଲିବା…

ଦିଲ୍ଲୀରେ ଭୂକମ୍ପ ଝଟକା, ଜାମ୍ମୁ କାଶ୍ମୀର ଠାରୁ ଆରମ୍ଭ କରି ପାକିସ୍ତାନ ଓ ଚୀନରେ ବି ଥରିଲା ପୃୃଥିବୀ

ନୂଆଦିଲ୍ଲୀ:ଦିଲ୍ଲୀ ଏନସିଆର୍ ରେ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହା ବ୍ୟତିତ ଜମ୍ମୁ କାଶ୍ମୀର ର ଓ ଚଣ୍ଡୀଗଡରେ ମଧ୍ୟ ଏହାର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର…

ଆମେରିକାରେ ଟ୍ରକ ଯାତ୍ରା, କଥାବାର୍ତ୍ତା ସମୟରେ ଟ୍ରକ ଡ୍ରାଇଭରଙ୍କ ମାସିକ ଆୟ ଶୁଣି ଚମକି ପଡିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି । ନିକଟରେ ସେ ଏକ ଟ୍ରକରେ ୱାଶିଂଟନରୁ ନ୍ୟୁୟର୍କ ପର୍ଯ୍ୟନ୍ତ ୧୯୦ କିଲୋମିଟର ଯାତ୍ରା କରିଛନ୍ତି । ଏହି ସମୟରେ ସେ ଟ୍ରକର ଡ୍ରାଇଭର ତେଜିନ୍ଦର…

ରଜ ଭେଟି ଦେଲେ ରାଜ୍ୟ ସରକାର: ସରକାରୀ କର୍ମଚାରୀଙ୍କ ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରଜ ପୁର୍ବରୁ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଫଳରେ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨…

ବିଜ୍ଞାପନକୁ ନେଇ ଦଳିତଙ୍କ ବିରୋଧ : ଫୁଡ ଡେଲିଭେରୀ କମ୍ପାନୀ ଜୋମାଟକୁ ପୁଣି ଥରେ ନୋଟିସ

ନୁଆ ଦିଲ୍ଲୀ : ଫୁଡ ଡେଲିଭେରୀ କରୁଥିବା କମ୍ପାନୀ ଜୋମାଟୋ ଏକ ଜଣାଶୁଣା ଆପ୍ ଅଟେ । ଏବେ ଜୋମାଟୋ କମ୍ପାନୀ ଏକ ବିଜ୍ଞାପନକୁ ନେଇ ବିବାଦରେ ଫସି ଯାଇଛି । ରାଷ୍ଟ୍ରିୟ ଅନୁସୂଚିତ ଜାତି ଆୟୋଗ ପକ୍ଷରୁ ଜୋମାଟୋର ସଂସ୍ଥାପକ…

ନଅ ବର୍ଷରେ ପୂରଣ କରିବାକୁ ପଡିବ MBBS କୋର୍ସ, NMC ଜାରି କଲା ମେଡିକାଲ ପାଠ୍ୟକ୍ରମର ନୂଆ ନିୟମ

ନୂଆଦିଲ୍ଲୀ: ଏମବିବିଏସ୍ ଛାତ୍ରମାନଙ୍କୁ ଆଡମିଶନ ତାରିଖ ଠାରୁ ନଅ ବର୍ଷ ମଧ୍ୟରେ ପାଠ୍ୟକ୍ରମ ଶେଷ କରିବାକୁ ପଡିବ, ଯେତେବେଳେ ସେମାନେ ପ୍ରଥମ ବର୍ଷ ପରୀକ୍ଷା କ୍ଳିଅର କରିବାକୁ ଚାରିଟି ଚେଷ୍ଟା କରିବେ। ଜାତୀୟ ଚିକିତ୍ସା…

କାଲିଠୁ ଆରମ୍ଭ  ଆଡମିଶନ ପ୍ରକ୍ରିୟା, ହିନ୍ଦୁ ସଭ୍ୟତା ଓ ଏହାର ବିଶ୍ୱଦୃଷ୍ଟି ଉପରେ ପାଠ ପଢିବେ ଛାତ୍ରଛାତ୍ରୀ, ଚଳିତ ଶିକ୍ଷାବର୍ଷରେ କଣ ରହିଛି…

ନୂଆଦିଲ୍ଲୀ:ଦେଶର ପ୍ରତ୍ୟେକ ନାଗରିକ ନିଜ ଐତିହ୍ୟ ଓ ସଭ୍ୟତାକୁ ଭଲ ଭାବରେ ଜାଣି ରଖିବା ଉଚିତ । ଏ ସଂପର୍କରେ ଛାତ୍ର ଅବସ୍ଥାରୁ ହିଁ ସମସ୍ତେ ଶିକ୍ଷା ଲାଭ କରିବା ଉଚିତ । ଏହାର ଗୁରୁତ୍ୱକୁ ନଜରରେ ରଖି ଦିଲ୍ଲୀ…

ବାହାନଗା ଦୁର୍ଘଟଣା: କଟକରେ ଚିକିତ୍ସାଧୀନ ଜଣେ ଆହତଙ୍କ ମୃତ୍ୟୁ

କଟକ: ଜୁନ୨ତାରିଖରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥି ସହିତ ୧ ହଜାରରୁ ଅଧିିକ ଆହତ ହୋଇଥିଲେ । ତେବେ ଦୁର୍ଘଟଣାରେ ଚିକିତ୍ସାଧୀନ ଜଣେ ଆହତଙ୍କ ମୃତ୍ୟୁ ଘଟିବା ଖବର ସାମ୍ନାକୁ…