fbpx
Browsing Category

Top Stories

ରେଳ ଦୁର୍ଘଟଣା ପରେ ଲୋକୋ ପାଇଲଟ୍ ଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ, ବରଖାସ୍ତ ନା ଜେଲ୍ ଦଣ୍ଡ

ନୂଆ ଦିଲ୍ଲୀ:ଓଡିଶାର ବାଲେଶ୍ୱରରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟାନକ ଟ୍ରେନ୍ ଦୁର୍ଘଟଣାରେ ୨୮୮ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହା ସହିତ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ସଂଖ୍ୟା ଆଗକୁ ଆହୁରି…

ଆଉ କିଛି ସମୟରେ ବାହାନଗାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ, କଟକଗସ୍ତର କାର୍ଯ୍ୟକ୍ରମ ରହିଛି

ନୂଆଦିଲ୍ଲୀ/ ଭୁବନେଶ୍ୱର : ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାର…

୨୦ ଫୁଟର ଅଜଗର ମୋଡ଼ିବାରୁ ଛେଳି ମୃତ : ଗାଁ ଲୋକ ଏହାକୁ ଦେଖି ଭାବିଲେ ଆନାକୋଣ୍ଡା

ମଧ୍ୟପ୍ରଦେଶ: ସାପ ମାନଙ୍କ ଭିତରୁ ଅଜଗର ଏବଂ ଆନାକୋଣ୍ଡା ଅଧିକ ବିପଜ୍ଜନକ ଅଟନ୍ତି । ଏମାନଙ୍କ ପାଖରେ ଗୋଟେ ମଣିଷକୁ ଗିଳିଦେବାର କ୍ଷମତା ରହିଥାଏ । ଶିବପୁରୀ ଜିଲ୍ଲାର କାଳି ପାହାଡ଼ ଗାଁରେ ପ୍ରଥମ ଥର ପାଇଁ ଏକ ବିଶାଳ…

ଟ୍ରେନ୍ ଟ୍ରାଜେଡି ; ଆହତ ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ବିରାଟ କୋହଲି

ନୂଆଦିଲ୍ଲୀ/ଭୁବନେଶ୍ୱର : ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କରୋମାଣ୍ଡଳ ଏକ୍ସପ୍ରେସର ୧୭ଟି କୋଚ୍ ଏବଂ…

ବାଲେଶ୍ୱର ବାହାନଗାରେ ସ୍ଥିତି ଅନୁଧ୍ୟାନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା । ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରୁ ଏ ନେଇ ଶୋକ ସମ୍ବାଦ ପହଞ୍ôଚବାରେ ଲାଗିଛି । ଇତି ମଧ୍ୟରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଯାଇଛି…

ଟ୍ରେନ୍ ଟ୍ରାଜେଡି : ଜେ.ପି ନଡ୍ଡାଙ୍କ ସମେତ ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କଲେ

ଭୁବନେଶ୍ୱର/ନୂଆଦିଲ୍ଲୀ : ଓଡିଶା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ହୋଇଥିବାବେଳେ ୯୦୦ରୁ ଅଧିକ ଆହାତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ ଏନଡିଆରଏଫ ର ୭ ଟି ଟିମ୍, ଓଡ୍ରାଫ୍ ର ୫ ଟି ଟିମ୍ ଏବଂ ଅଗ୍ନିଶମ…

ଜନ୍ମର ୩ ଦିନ ପରେ ଚାଲିବାକୁ ଚେଷ୍ଟା କରୁଥିବା ଶିଶୁ ଏବେ ୩ ମାସରେ ଆଇ ଲଭ୍ ୟୁ କହୁଛି

ନୂଆଦିଲ୍ଲୀ:ଶୀର୍ଷକଟି ପଢି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏକ ୩ ଦିନର ଶିଶୁ କର ଲେଉଟାଇବାକୁ ସମର୍ଥ ହୋଇ ନ ଥିବା ବେଳେ ସେ ଚାଲି ପାରିବ କିପରି । କିନ୍ତୁ ଏବେ ସୋସିଆଲ ମିଡିଆରେ ୩ ଦିନର ଏକ ଛୋଟ ଶିଶୁର…

ସାହସ ଦେଖାଇଲେ ବାଲେଶ୍ୱର ଯୁବକ: ରେସକ୍ୟୁ ଟିମ୍ ପହଞ୍ଚିବା ପୂର୍ବରୁ ୩୦୦ ଜଣଙ୍କୁ ଉଦ୍ଧାର କଲେ, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୦୦୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଏହା ମଧ୍ୟରେ କେନ୍ଦ୍ର ସରକାର ଓ…

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କଲେ ବଲିଉଡ୍ ସୁପରଷ୍ଟାର, କହିଲେ ଅତ୍ୟନ୍ତ ହୃଦୟ ବିଦାରକ

ନୂଆଦିଲ୍ଲୀ:ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଥିବା ବେଳେ ଏବେ ଏହି ଘଟଣାକୁ ନେଇ ବଲିଉଡର କଳାକାରମାନେ ମଧ୍ୟ ଶୋକ ପ୍ରକାଶ…

କାନ୍ଥକୁ ଫିଙ୍ଗି ନବଜାତ ଶିଶୁକୁ ମାରିଲା ବାପା: ମାଆର ଅଭିଯୋଗ ପରେ ମଧ୍ୟ FIR ଦାଖଲ କଲା ନାହିଁ ପୋଲିସ

ଉତ୍ତରପ୍ରଦେଶ : କଥାରେ ଅଛି ଝିଅ ମାନେ ହେଉଛନ୍ତି ଘରର ଲକ୍ଷ୍ମୀ । କିନ୍ତୁ କେତେକ ଲୋକ ଝିଅର ମୂଲ୍ୟ ବୁଝନ୍ତି ନାହିଁ । ଝିଅଟି ଜନ୍ମ ହେବା ମାତ୍ରେ ଅନେକ ଅଞ୍ଚଳରେ ଘର ଲୋକ ମାରି ଦେଉଥିବା ଦେଖାଯାଇଥାଏ । ଏହିପରି ଏକ…