fbpx
Browsing Category

Top Stories

ମୃତ୍ୟୁସଂଖ୍ୟା ୨୮୮କୁ ବୃଦ୍ଧି ପାଇଲା, ୧୦୦୦ ଯାତ୍ରୀ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବରୁ ମୃତ୍ୟୁସଂଖ୍ୟା ୨୩୭ ରହିଥିବା ବେଳେ ଏବେ ତାହା ୨୮୮ରେ ପହଞ୍ଚି ଯାଇଛି । ସେହିପରି…

ରାସନ କାର୍ଡଧାରୀମାନଙ୍କୁ ଏବେ ୩୭ ଟଙ୍କା ଶସ୍ତାରେ ମିଳିବ ସୋରିଷ ତେଲ

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ବୃଦ୍ଧି ଯୁଗରେ ରାସନ କାର୍ଡଧାରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ବର୍ତ୍ତମାନ ରାସନ କାର୍ଡଧାରୀମାନଙ୍କୁ ଉଚିତ ମୂଲ୍ୟର ଦୋକାନରେ ୩୭ ଟଙ୍କା ଶସ୍ତା ସୋରିଷ ତେଲ ପାଇବେ । ବର୍ତ୍ତମାନ…

ଦୁର୍ଘଟଣାକୁ ରୋକି ପାରୁନି ସୁରକ୍ଷା ‘କବଚ’? ରେଳ ବିଭାଗର ନୂଆ ଟେକ୍ନୋଲୋଜିକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଲୋମହର୍ଷଣକାରୀ ଟ୍ରେନ ଦୁର୍ଘଟଣା କେବଳ ଭାରତ ନୁହେଁ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଗୋଟିଏ ଦୁର୍ଘଟଣାରେ ୨୩୭ ଜଣଙ୍କର ମୃତ୍ୟୁ ଘଟିବା…

ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରେଳମନ୍ତ୍ରୀଙ୍କ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ମଧ୍ୟ…

୨୦୦ ଭାରତୀୟ ମତ୍ସଜୀବୀ ଓ ୩ କଏଦୀଙ୍କୁ ମୁକ୍ତ କରିବ ପାକିସ୍ତାନ: ବୈଦେଶିକ ମନ୍ତ୍ରୀ ବିଲାଓ୍ବଲଙ୍କ ଘୋଷଣା

ଇସଲାମାବାଦ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜରଦାରୀ ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ ପାକିସ୍ତାନ ୨୦୦ ଜଣ ଭାରତୀୟ ମତ୍ସ୍ୟଜୀବୀ ଏବଂ ତିନି ଜଣ ସାଧାରଣ ନାଗରିକଙ୍କୁ ମାନବିକତା ଦୃଷ୍ଟିରୁ…

ଉଦ୍ଧାର ଓ ଚିକିତ୍ସା ଗରୁତ୍ୱପୂର୍ଣ୍ଣ, ଉଚ୍ଚସ୍ତରୀୟ ତଦନ୍ତ ହେବ – ରେଳ ମନ୍ତ୍ରୀ

ଭୁବନେଶ୍ୱର : ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତନ ତନ କରି ଯାଞ୍ଚ କରିଛନ୍ତି । ଅନ୍ୟାନ୍ୟ କର୍ମଚାରୀଙ୍କ ସାଙ୍ଗରେ ନିଜେ ରେଳମନ୍ତ୍ରୀ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍…

ଟ୍ରେନ୍ ଦୁର୍ଘଟଣା ଘଟେ କାହିଁକି: ଦୁର୍ଘଟଣା କେବଳ ଦୁଇଟି କାରଣ ପାଇଁ ଘଟେ, ଜାଣନ୍ତୁ ଅଚାନକ କିପରି ବିପଦ ମାଡ଼ିଆସେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୩୭ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ୯୦୦ ଲୋକ ଆହତ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ତଥ୍ୟ ଆଧାରରେ…

ଅଚାନକ୍ ୩ ଗୁଣ ବୃଦ୍ଧି ପାଇଲା ପେଟ୍ରୋଲ ଦାମ୍, ଟାଙ୍କି ଭରିବାକୁ ଜାର୍ ଧରି ଦୌଡୁଛନ୍ତି ଲୋକ !

ନୂଆଦିଲ୍ଲୀ: ଆଫ୍ରିକା ମହାଦ୍ୱୀପର ଦେଶ ନାଇଜେରିଆରେ ପେଟ୍ରୋଲ ମୂଲ୍ୟରେ ହଠାତ୍ ତିନି ଗୁଣ ବୃଦ୍ଧି ହେତୁ ଆତଙ୍କ ଖେଳିଯାଇଥିଲା । ଏହି ଖବର ପାଇବା ମାତ୍ରେ ଟାଙ୍କି ଭରିବାକୁ ପେଟ୍ରୋଲ ପମ୍ପ ବାହାରେ ବହୁ ଲୋକ ଏକତ୍ରିତ…

ଇୟରବଡ ପାଇଁ ଚାଲିଗଲା ଶ୍ରବଣ ଶକ୍ତି: ଘଣ୍ଟା ଘଣ୍ଟା ଧରି ଗୀତ ଶୁଣୁଥିଲେ ୧୮ ବର୍ଷୀୟ ଯୁବକ

ନୂଆଦିଲ୍ଲୀ: ଟେକ୍ନୋଲୋଜି ଯେତିକି ଯେତିକି ଆଗକୁ ବଢ଼ୁଛି, ଯୁବପୀଢ଼ିଙ୍କ ମଧ୍ୟରେ ତା’ର କୁପ୍ରଭାବ ସେହି ଅନୁପାତରେ ବଢ଼ିବାରେ ଲାଗିଛି । ଆଜିକାଲି ଅଳ୍ପ ବୟସର ପିଲାମାନେ ଘଣ୍ଟା ଘଣ୍ଟା ଧରି କାନରେ ଇୟରବଡ ଦେଇ ଗୀତ…