Browsing Category

Top Stories

Samsung Galaxy A16 5Gର ଜିଟେଲସ୍ ରିଭ୍ୟୁ, ଜାଣନ୍ତୁ ଏହି ଫୋନ୍ କିଣିବା ଉଚିତ୍ କି ନାହିଁ?

ମୁମ୍ୱାଇ: ସାମସଙ୍ଗ ଚଳିତ ବର୍ଷ ଅକ୍ଟୋବରରେ ସାମସଙ୍ଗ Galaxy A16 ନାମକ ଏକ ନୂଆ ମିଡ୍ରେଞ୍ଜ ଫୋନ୍ ଲଞ୍ଚ କରିଥିଲା। ଏହା ଏକ ୫ଜି ଫୋନ୍, ଯେଉଁଥିରେ କମ୍ପାନି ଦୀର୍ଘ ଦିନ ଧରି ସଫ୍ଟୱେର ଅପଡେଟ୍ ଦେବାକୁ ପ୍ରତିଶ୍ରୁତି…

ICC All Time Ranking: ଇତିହାସ ସୃଷ୍ଟି କଲେ ଷ୍ଟାର କ୍ରିକେଟର: ସଚିନଙ୍କ ରେକର୍ଡ ଭାଙ୍ଗିଲେ ହ୍ୟାରି ବ୍ରୁକ

ନୂଆଦିଲ୍ଲୀ: କ୍ରିକେଟ ମଇଦାନରେ ଲଗାତାର ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି ଇଂଲଣ୍ଡର ଷ୍ଟାର କ୍ରିକେଟର ହ୍ୟାରି ବ୍ରୁକ । କ୍ରିକେଟର ୩ଟି ଯାକ ଫର୍ମାଟରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି ଷ୍ଟାର କ୍ରିକେଟର ।…

ରାଜ୍ୟରେ ବୃଦ୍ଧି ପାଉଛି ଶୀତ; ଏହି ୭ଟି ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଶୀତର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ଦୁଇ ଦିନ ମଧ୍ୟରେ ଜଗତସିଂହପୁର, ସମ୍ବଲପୁର, ଗଞ୍ଜାମ, କନ୍ଧମାଳ,…

PM ଆବାସ ଯୋଜନାକୁ ନେଇ ଖୁସି ଖବର: ୬ ଲକ୍ଷ ଘରକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ସହରରେ ଗରିବ ତଥା ମଧ୍ୟମ ବର୍ଗର ଲୋକମାନଙ୍କୁ ଖୁସିର ଖବର ଦେଇଛନ୍ତି କେନ୍ଦ୍ର ସରକାର । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଉପଲବ୍ଧ କରାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ଦେଇଛନ୍ତି ଗ୍ରୀନ ସିଗନାଲ । ପିଏମ…

ଚଳିତ ବର୍ଷ ଭାରତରେ ୧୧,୦୦୦ କୋଟି ଟଙ୍କାର ହୋଇଛି ଅଜ୍ଞାତ ଆୟ : ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଫାଇନାନ୍ସିଆଲ୍ ଇଣ୍ଟେଲିଜେନ୍ସ ୟୁନିଟ୍ ଇଣ୍ଡିଆ (ଏଫଆଇୟୁ-ଆଇଏନଡି) ୨୦୨୪ ମସିହାରେ ପ୍ରାୟ ୧୧,୦୦୦ କୋଟି ଟଙ୍କା ଅଜ୍ଞାତ ଆୟ ଚିହ୍ନଟ କରିଛି । ଗୁରୁବାର ଦିନ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା…

୧୮ ବର୍ଷ ବୟସରେ ବିଶ୍ୱ ଚେସ୍ ଚାମ୍ପିୟନ ହେଲେ ଗୁକେଶ; ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଚାମ୍ପିୟନ

ନୂଆଦିଲ୍ଲୀ: ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ବିଶ୍ୱ ଚେସ୍ ଚାମ୍ପିୟନଶିପ୍ ଜିତିଛନ୍ତି। ଏପରି କରିବାରେ ସେ ବିଶ୍ୱର ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି । ତାଙ୍କ ବୟସ ମାତ୍ର ୧୮ ବର୍ଷ । ସେ ୧୪ତମ ମ୍ୟାଚ୍ ରେ…

ଯାଜପୁର: ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ: ଚାଷୀ-ବ୍ୟବସାୟୀଙ୍କ ଦାବି ଉପରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି

ଯାଜପୁର: ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ । ବିରଜା ହାଟକୁ ନେଇ ଯାଜପୁର ଜିଲ୍ଲାପାଳଙ୍କ ନିଷ୍ପତ୍ତି । ୧୧ ମାସ ତଳେ ସନ୍ଥମାଧବକୁ ସ୍ଥାନାନ୍ତର ହୋଇଥିଲା ହାଟ । ପୁରୁଣା ସ୍ଥାନକୁ ଫେରିବା ପାଇଁ ଦାବି କରିଥିଲେ ଚାଷୀ…

ଗୁଜୁରାଣ ଭତ୍ତାର ଉଦ୍ଦେଶ୍ୟ ସ୍ୱାମୀଙ୍କୁ ଦଣ୍ଡ ଦେବା ନୁହେଁ, କୋର୍ଟ ଏହି ନିଷ୍ପତ୍ତି ନେବାବେଳେ ଏହି ୮ ଦିଗ ଉପରେ ଧ୍ୟାନ ଦେବା ଉଚିତ:…

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପୁଣି ଥରେ ଦୋହରାଇଛନ୍ତି ଯେ, ବୈବାହିକ ବିବାଦରେ ପତ୍ନୀଙ୍କୁ ଦିଆଯାଇଥିବା ରକ୍ଷଣାବେକ୍ଷଣ ସ୍ୱାମୀଙ୍କ ଦଣ୍ଡ ଭଳି ହେବା ଉଚିତ ନୁହେଁ। ଅଦାଲତ ଧ୍ୟାନ ରଖିବା ଉଚିତ୍ ଯେ ପତ୍ନୀ ଏକ ସଠିକ୍…

Love-Sex-Romanceକୁ ନେଇ ନୂଆ କୋର୍ସ: ଏହିସବୁ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ‘ପ୍ରେମର ନୂଆ ଫର୍ମୁଲା’

ନୂଆଦିଲ୍ଲୀ: କଲେଜ ପାଠ୍ୟପୁସ୍ତକରେ ସାମିଲ ହୋଇଛି ପ୍ରେମର ଏକ ନୂଆ କୋର୍ସ । ଏଣିକି କଲେଜ ପିଲାଙ୍କୁ ପଢାଯିବ ‘ପ୍ରେମର ନୂଆ ଫର୍ମୁଲା’ । କେବଳ ପ୍ରେମ ନୁହେଁ, ପ୍ରେମ ସହିତ ବିବାହ, ରୋମାନ୍ସ ଏବଂ ସେକ୍ସ ଭଳି ଟପିକ୍…

ପିଲାଙ୍କ ୟର୍ଲି Puberty ସୃଷ୍ଟିକରେ ଅନେକ ସମସ୍ୟା, କଣ ରହିଛି ଏହା ପଛର କାରଣ?

ନୂଆଦିଲ୍ଲୀ- ସାଧାରଣତଃ ଝିଅମାନଙ୍କର ପିରିୟଡ ବା ମାସିକ ଋତୁଚକ୍ର ୧୨ ବର୍ଷ ପରେ ହୋଇଥାଏ । କିନ୍ତୁ କିଛି ବର୍ଷ ହେବ ୭-୮ ବର୍ଷରେ ଝିଅମାନେ ପରିପକ୍ୱତା ଲାଭ କରୁଛନ୍ତି । ଧୂଳି, ମାଟିରେ ଖେଳିବା ବୟସରେ ସେମାନଙ୍କୁ ଏକ…