Browsing Category

Top Stories

ଗୁରୁ ସାଜିଲା ଜହ୍ଲାଦ: ଛାତ୍ରୀଙ୍କ ଦେହ ଉପରେ ଥିଲା ନଜର, ବ୍ଲାକମେଲ କରି ଆଶା କରୁଥିଲା ପୂରା

ଚେନ୍ନାଇ: ତାମିଲନାଡ଼ୁ ଅନ୍ନାମଲାଇ ୟୁନିଭର୍ସିଟି ପ୍ରଫେସରଙ୍କୁ ଗିରଫ କରିଛି ପୋଲିସ । ଛାତ୍ରୀଙ୍କୁ ବ୍ଲାମେଲ୍ କରି ତାଙ୍କୁୁ ଯୌନ ନିର୍ଯ୍ୟାତନା ଅଭିଯୋଗ କରାଯିବା ପରେ ପ୍ରଫେସରଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି ।…

ମଝି ଆକାଶରେ ଇଣ୍ଡିଗୋ ବିମାନ ସହିତ ମାଡ ହେଲା ଏହି ପକ୍ଷୀ, ରାଞ୍ଚିରେ ଜରୁରୀ ଅବତରଣ

ନୂଆଦିଲ୍ଲୀ: ରାଞ୍ଚିରେ ଏକ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଛି । ଅଧିକାରୀମାନେ କହିଛନ୍ତି ଯେ ସୋମବାର ରାଞ୍ଚି ଯାଉଥିବା ଏକ ଇଣ୍ଡିଗୋ ବିମାନ 4000 ଫୁଟ ଉଚ୍ଚତାରେ ଏକ ଶାଗୁଣା ଦ୍ୱାରା ଧକ୍କା ହୋଇଥିଲା।…

NEET PG 2025 ପ୍ରବେଶିକା ପରୀକ୍ଷା ସ୍ଥଗିତ, NBEMS ଜାରି କଲା ସୂଚନା

ନୂଆଦିଲ୍ଲୀ: ନିଟ୍‌-ପିଜି ୨୦୨୫ ପ୍ରବେଶିକା ପରୀକ୍ଷାକୁ ନେଇ ବଡ଼ ଖବର। ଜୁନ ୧୫ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ NBEMS ସୂଚନା ଜାରି କରିଛି। ବୋର୍ଡ ଏପର୍ଯ୍ୟନ୍ତ ସଂଶୋଧିତ ପରୀକ୍ଷା…

ମହିଳା ୱାର୍ଲଡ କପ ୨୦୨୫ର ଜାରି ହେଲା ସେଡ୍ୟୁଲ, ଏହି ସହରରେ ଖେଳିବ ପାକିସ୍ତାନ

ନୂଆଦିଲ୍ଲୀ: ଆଇସିସି ମହିଳା ୱାର୍ଲଡ କପ୍ ୨୦୨୫ର ସେଡ୍ୟୁଲର ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଖେଳାଯିବ। ମହିଳା ୱାର୍ଲଡ କପର ଏହି ୧୯ତମ ସଂସ୍କରଣ ୩୦ ସେପ୍ଟେମ୍ବରରୁ ୨ ନଭେମ୍ବର ପର୍ଯ୍ୟନ୍ତ ବେଙ୍ଗାଲୁରୁ,…

Eye Blinking For Women: ମହିଳାଙ୍କ କେଉଁ ଆଖି ଡେଇଁବା ଶୁଭ ଜାଣନ୍ତୁ

ନୂଆଦିଲ୍ଲୀ: ଆଖି ଡେଇଁବା ଏକ ସାଧାରଣ କଥା। ସମସ୍ତଙ୍କ ଆଖି କେତେବେଳେ ଡେଇଁଥାଏ। ଯାହା ଉପରେ ଆମେ ଅନେକ ସମୟରେ ଧ୍ୟାନ ଦେଉନାହୁଁ । କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ, ଏହା ପ୍ରାୟତଃ ଭବିଷ୍ୟତ ସହିତ ଜଡିତ ।…

RCB ଟ୍ରଫି ଜିତିଲେ IPLରୁ ଅବସର ନେବେ ବିରାଟ କୋହଲି! ବିସିସିଆଇର ବଡ଼ ଖୁଲାସା

ନୂଆଦିଲ୍ଲୀ: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି। ତାଙ୍କର ଏହି ନିଷ୍ପତ୍ତିରେ କେବଳ ଦର୍ଶକ ନୁହନ୍ତି, ବରଂ ବିସିସିଆଇ ଅଧିକାରୀ ବି ଦୁଃଖିତ ଅଛନ୍ତି। ସେମାନେ ଭୟ କରୁଛନ୍ତି ଯେ, IPL ଟାଇଟଲ…

ଗୋଟିଏ ଦିନରେ 2ଟି ଝଟକା, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ କ୍ଲାସେନ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ଖେଳାଳି ହେନରିଚ୍ କ୍ଲାସେନ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଦେଶକୁ ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ସବୁଠାରୁ ବଡ଼ ସମ୍ମାନ ଏବଂ ଅବସର…

ପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ରେଜଲ୍ଟ, ପାସ୍ ହାର ଏତିକି

ଭୁବନେଶ୍ୱର: ପ୍ରକାଶ ପାଇଲା ରେଭେନ୍ସା ବିଶ୍ୱବିଦ୍ୟାଳୟର ୟୁଜି ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୮୪.୧୦% ରହିଛି। ଗତବର୍ଷଠାରୁ ପାସ୍ ହାର ଅଧିକ ରହିଛି। ଚଳିତ ବର୍ଷ ବାଣିଜ୍ୟରେ ପାସ୍ ହାର ୮୩.୨୦% ରହିଛି। ଚଳିତ…

UPSC NDA II 2025 ପାଇଁ ଆବେଦନ ଆରମ୍ଭ, କେଉଁମାନଙ୍କୁ ଚାକିରି ମିଳିବ ଜାଣନ୍ତୁ

ନୂଆଦିଲ୍ଲୀ: ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ (UPSC) NDA II (NDA II 2025) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । UPSC NDA II ଅଧୀନରେ 406 ପଦବୀରେ ନିଯୁକ୍ତି ପାଇଁ 17 ବର୍ଷ ବୟସ୍କ ଯୁବକ ଯୁବତୀଙ୍କଠାରୁ…

ସବୁଠୁ ଟପିଗଲା ଭୁବନେଶ୍ୱରର ତାପମାତ୍ରା, ସାଢେ ୨ଟା ସୁଦ୍ଧା ୩୯.୪ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଏହାରି ମଧ୍ୟରେ ବର୍ତ୍ତମାନ ଖବର ଆସିଛି ଯେ, ଆଜି ଭୁବନେଶ୍ୱରର ତାପମାତ୍ରା ଉତ୍ତପ୍ତ ସହରର ରେକର୍ଡ ଭାଙ୍ଗିଛି। ରାଜ୍ୟରେ ଆଜି ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର।…