Browsing Category

Top Stories

‘ନ୍ୟାୟ ଦିଅ, ବନ୍ଦ ପ୍ରତ୍ୟାହାର କରିବୁ’, ଓଡ଼ିଶା ବନ୍ଦକୁ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଓଡ଼ିଶା ବନ୍ଦକୁ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ସମଗ୍ର ରାଜ୍ୟରେ ବନ୍ଦ ପାଳନ ହେଉଛି। ବନ୍ଦର ପ୍ରଭାବ ସବୁଠି ଦେଖିବାକୁ ମିଳୁଛି। ଦୋକାନ ବଜାର, ଗାଡ଼ି ଚଳାଚଳ…

ବ୍ୟାପିଛି ଡେଙ୍ଗୁ; ହୋଇଯାଆନ୍ତୁ ସାବଧାନ, ଏ ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା

ଓଡ଼ିଶା ଭାସ୍କର: ସମୟ ମଧ୍ୟରେ ଡେଙ୍ଗୁ ଚିହ୍ନଟ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ, ନଚେତ୍ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ପରେ । ବିଶେଷ କରି ବର୍ଷା ଋତୁରେ ଡେଙ୍ଗୁର ବିପଦ ବହୁତ ଗୁଣା ବଢିଯାଏ । ଏପରି ପରିସ୍ଥିତିରେ ଆପଣଙ୍କୁ…

କୋଣାର୍କରୁ ଫେରିଗଲେ ପର୍ଯ୍ୟଟକ, କଟକରେ ବସ୍ ଚଳାଚଳ ଠପ୍‌, ଜାଣନ୍ତୁ କ’ଣ ରହିଛି ଓଡ଼ିଶା ବନ୍ଦର ପ୍ରଭାବ

କଟକ: ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଚାଲିଛି। ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ପ୍ରତିବାଦ। ଏହି ପ୍ରତିବାଦରେ ସିପିଆଇ, ସିପିଆଇଏମ ସମେତ ୭ଟି ଦଳର ସମର୍ଥନ ରହିଛି। ସକାଳ ୬ଟାରୁ…

ଆଜିଠୁ କମିବ ବର୍ଷା-ବଢିବ ବଜ୍ରପାତ, ସାବଧାନ ରୁହନ୍ତୁ ଏହି ଜିଲ୍ଲାବାସୀ

ଭୁବନେଶ୍ବର: ରାଜ୍ୟରେ ପ୍ରାୟ 20 ଦିନରୁ ଅଧିକ ହେବ ବର୍ଷା ଲାଗି ରହିଥିବା ବେଳେ ବର୍ତ୍ତମାନ ଆଉ ବର୍ଷାର ସମ୍ଭାବନା ନାହିଁ । ଆଜି ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।…

ଇଂଲଣ୍ଡକୁ ପାନେ ଦେଲା ଭାରତ, ଦିନିକିଆ ସିରିଜରେ ଦମଦାର ଆରମ୍ଭ, ଏହି ଷ୍ଟାର ବ୍ୟାଟର ଖେଳିଲେ ଧୂଆଁଧାର ଇନିଂସ

ନୂଆଦିଲ୍ଲୀ: ଦିନିକିଆ ସିରିଜରେ ଭାରତୀୟ ଦଳର ଧମାକେଦାର ଆରମ୍ଭ । ଇଂଲଣ୍ଡରେ ପ୍ରଥମ ଥର ପାଇଁ ଐତିହାସିକ କୃତିତ୍ୱ ହାସଲ କଲା ଭାରତ । ଇଂଲଣ୍ଡ ଗସ୍ତରେ T20 ସିରିଜ୍ ଜିତିବା ପରେ, ଭାରତୀୟ ମହିଳା ଦଳ ଏବେ ତିନି ମ୍ୟାଚ୍…

ଅଗଷ୍ଟ ୧ରୁ ମାଗଣାରେ ମିଳିବ ବିଜୁଳି, ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଏଣିକି ମାଗଣାରେ ମିଳିବ ବିଜୁଳି। ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ଼ ଘୋଷଣା। ଏନେଇ ମୁଖ୍ୟମନ୍ତ୍ରୀ ନିଜେ ‘ଏକ୍ସ’ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ଲୋକଙ୍କୁ ଶସ୍ତା ଦରରେ…

ସରକାର କରୁଛନ୍ତି ବଡ଼ ଯୋଜନା, ଏଣିକି ଏକାଥରେ ଉଠେଇ ହେବ ପୁରା EPF ଟଙ୍କା!

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ନିୟମରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ଏବେ EPF ଆକାଉଣ୍ଟଧାରୀମାନେ ପ୍ରତି 10 ବର୍ଷରେ ସେମାନଙ୍କର ଜମାର ଏକ ବଡ଼ ଅଂଶ କିମ୍ବା…

ସ୍ଥଗିତ ହେଲା ଅମରନାଥ ଯାତ୍ରା; ଭୂସ୍ଖଳନ ଯୋଗୁଁ ଜଣେ ମୃତ, ୧୦ ତୀର୍ଥଯାତ୍ରୀ ଆହତ

ଜମ୍ମୁ-କାଶ୍ମୀର: ସ୍ଥଗିତ ହେଲା ଅମରନାଥ ଯାତ୍ରା । ଯାତ୍ରା ମାର୍ଗର ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ତେବେ ବାଲଟାଲ ମାର୍ଗରେ ଭୂସ୍ଖଳନରେ ଜଣେ ତୀର୍ଥଯାତ୍ରୀଙ୍କର ମୃତ୍ୟୁ…

ଗ୍ୟାସ୍‌-ଏସିଡିଟି ଏବଂ କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଏପରି ବ୍ୟବହାର କରନ୍ତୁ ଜୁଆଣି, ସଙ୍ଗେ ସଙ୍ଗେ ମିଳିବ ଆରମ

ଓଡ଼ିଶା ଭାସ୍କର: ବର୍ଷାଦିନ ଆସିଗଲେ ଗରମରୁ ମୁକ୍ତି ମିଳିଥାଏ ସତ କିନ୍ତୁ ବର୍ଷାଋତୁ ନିଜ ସହ ବହୁ ରୋଗ ସାଥିରେ ଧରି ଆସିଥାଏ । ତେଣୁ ବର୍ଷାଦିନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରହିବାକୁ ପଡିଥାଏ। ଏହି ଋତୁରେ…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆନ୍ଦ୍ରେ ରସେଲ, କେବଳ ଖେଳିବେ ଏହି 2 ମ୍ୟାଚ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ପାଇଁ ତା’ର ୧୬ ଜଣିଆ ଦଳ ଘୋଷଣା କରିଛି । ଯେଉଁଥିରେ ଅଭିଜ୍ଞ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ…