Browsing Category
Top Stories
କ୍ୟାନ୍ସର ଠିକ ହେବାପରେ ମାଂସପେଶୀର ଶକ୍ତି କାହିଁକି ଫେରେନାହିଁ? ନୂଆ ଗବେଷଣାରେ ମିଳିଲା ଜବାବ
ନୂଆଦିଲ୍ଲୀ: କ୍ୟାନ୍ସରରୁ ମୁକ୍ତି ପାଇଥିବା ଲକ୍ଷ ଲକ୍ଷ ଲୋକ ମାଂସପେଶୀର ଦୁର୍ବଳତା ଓ ଶକ୍ତି ହ୍ରାସ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏକ ନୂଆ ଗବେଷଣାରେ ଏହାର କାରଣ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ…
ଭାରତ ସରକାରଙ୍କ ନୂଆ ନିଷ୍ପତ୍ତିରୁ କମିପାରେ ବିଦ୍ୟୁତ ମୂଲ୍ୟ, ଥର୍ମାଲ ପାୱାର ପ୍ଲାଣ୍ଟ ପାଇଁ ନୂଆ ନିୟମ ଲାଗୁ
ନୂଆଦିଲ୍ଲୀ : ଭାରତ ସରକାର କୋଇଲା ଆଧାରିତ ଥର୍ମାଲ ପାୱାର ପ୍ଲାଣ୍ଟଗୁଡ଼ିକ ପାଇଁ ନୂଆ ନିୟମ ଜାରି କରିଛନ୍ତି, ଯାହା ଦେଶରେ ବିଦ୍ୟୁତ ମୂଲ୍ୟ କମାଇବାରେ ସହାୟକ ହୋଇପାରେ। ଏହି ନିୟମ ଅନୁସାରେ, ସଲଫର ଡାଇଅକ୍ସାଇଡ୍…
“ସାର୍ ମୋ ଝିଅ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି” ସାଙ୍ଘାତିକ ଅଭିଯୋଗ ଆଣିଲେ ପୀଡ଼ିତାଙ୍କ ମା’
ବାଲେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ପୀଡ଼ିତାଙ୍କ ମା’ ଆଣିଛନ୍ତି ସାଘାତିକ ଅଭିଯୋଗ ।
ସିସିଟିଭି ଦେଖିଲୁ ନିଆଁ ଜଳୁଛି । ଛୁଆ ମୋର ଦୌଡ଼ି ଦୌଡ଼ି ଆସିଲା । ତେଣୁ ମୁଁ…
ଆଜି ୫ ହଜାର ଟଙ୍କା ମହଙ୍ଗା ହେଲା ରୂପା, ସୁନା ବି ବଢିଲା, ଜାଣନ୍ତୁ ତାଜା ରେଟ୍
ନୂଆଦିଲ୍ଲୀ: ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ରୂପା ଦର ୫ ହଜାର ଟଙ୍କା ବୃଦ୍ଧି ଘଟିଛି। ଏହା ବୃଦ୍ଧି ପରେ ରୂପା ଦର ବର୍ତ୍ତମାନ କିଲୋଗ୍ରାମ ପିଛା ୧,୧୫,୦୦୦ ଟଙ୍କାରେ ପହଞ୍ଚିଛି। ଅଖିଳ ଭାରତୀୟ ସରଫା ସଂଘ ଏହି ସୂଚନା…
ପିଲାପିଲି ହେଉନଥିବାରୁ ଆଶ୍ରମ ଯାଇଥିଲେ ମହିଳା, ବନ୍ଦ କୋଠରୀକୁ ନେଇ, ବାବା କରିଦେଲେ ଦୁଷ୍କର୍ମ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଫିରୋଜାବାଦରେ ସନ୍ତାନ ନ ହେଉଥିବାରୁ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ହାଥରସର ଏହି ମହିଳା ସନ୍ତାନ ପାଇବାର ଇଚ୍ଛାରେ ଫିରୋଜାବାଦର ନାର୍ଖି ଅଞ୍ଚଳରେ ଥିବା ଏକ ଆଶ୍ରମରେ…
‘କେବଳ ମୋତେ ଦେଖିବା ପାଇଁ ୧୧,୬୦୦ କିମି ପାରି କରି ଆସିଲେ ମୋ ବାପା’, ଦେଖନ୍ତୁ ବାପା-ଝିଅଙ୍କ ଏହି ଇମୋସନାଲ ଭିଡିଓ
ନୂଆଦିଲ୍ଲୀ: ଏମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଭାବପ୍ରବଣ ହୋଇ କାନ୍ଦି ପକାଇବେ। ଏହି ଭିଡିଓଟି ବାପା-ଝିଅଙ୍କର।
ନିଜ ଝିଅକୁ ହଗ୍ ଦେବା ଲାଗି ତାଙ୍କ ବାପା ୧୧,୬୦୦…
୪୪ ଲକ୍ଷ ସରକାରୀ କର୍ମଚାରୀଙ୍କ ଦରମାରେ ବଡ଼ ବୃଦ୍ଧି, କେବେଠୁ ମିଳିବ ବର୍ଦ୍ଧିତ ଦରମା ? ସାମ୍ନାକୁ ଆସିଲା ତାରିଖ
ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ୮ମ ବେତନ ଆୟୋଗର ଗଠନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ରୀୟ କ୍ୟାବିନେଟ୍ ୨୦୨୫ ଜାନୁଆରୀ ୧୬ରେ…
ସିଙ୍ଗଡ଼ା-ଜିଲାପୀ ଖାଇବା କ’ଣ ସିଗାରେଟ ପିଇବା ପରି ମାରାତ୍ମକ? ସରକାରଙ୍କ ପକ୍ଷରୁ ଜାରି ହେଲା ସତର୍କତା
ନୂଆଦିଲ୍ଲୀ: କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରି ସିଙ୍ଗଡ଼ା, ଜିଲାପୀ ଏବଂ ଅନ୍ୟାନ୍ୟ ଅତ୍ୟଧିକ ତେଲ ଓ ଚିନି ଯୁକ୍ତ ଖାଦ୍ୟ ପଦାର୍ଥ ଉପରେ ସ୍ୱାସ୍ଥ୍ୟ ସମ୍ପର୍କୀୟ ସତର୍କତା…
ଚିନ୍ତାରେ ପକାଇଲା NCERT: ବଢ଼ିଲା ଅଭିଭାବକଙ୍କ ମୁଣ୍ଡବିନ୍ଧା, କ୍ଲାସରେ ଗଣିତ ପଢ଼ିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ସ୍କୁଲରେ ଗଣିତ ପଢାକୁ ନେଇ ପିଲାଙ୍କ ଚିନ୍ତା ବଢିଯାଇଛି । ଗଣିତ ପଢିବା ବହୁତ କଷ୍ଟକର। ଗଣିତ ବିଷୟରେ ଏହି ଭୟ ଧୀରେ ଧୀରେ ପିଲାମାନଙ୍କ ମନରେ ବଢ଼ିବାରେ ଲାଗିଛି।
NCERT (ଜାତୀୟ ଶିକ୍ଷା ଗବେଷଣା ଏବଂ…
ପରିବାରେ ଲାଗିଛି କରେଣ୍ଟ, ଆକାଶ ଛୁଇଁଲା ଦର
ଭୁବନେଶ୍ୱର: ବର୍ତ୍ତମାନ ବର୍ଷା ଋତୁ ଚାଲିଛି। ଏଥିପାଇଁ ପରିବା ଦର ଆକାଶ ଛୁଇଁଛି। ସବୁ ପରିବା ଦର କିଲୋଗ୍ରାମ ପିଛା ୭୦-୮୦ ଟଙ୍କା ଉପରେ। କେଉଁ ପରିବା ଦର ୫୦ ତଳକୁ ନାହିଁ। ଏଥିସହ ଖୁଚୁରା ବ୍ୟବସାୟୀ ପରିବାକୁ…