Browsing Category
Top Stories
ଜୁନ 30ରେ ଭୁବନେଶ୍ବର ବିମାନ ବନ୍ଦରରେ ହେବ ମକଡ୍ରିଲ, DGCA ର ନିର୍ଦ୍ଦେଶ
ଭୁବନେଶ୍ବର: ସବୁ ବିମାନ ବନ୍ଦରରେ ହେବ ମକଡ୍ରିଲ । ଫୁଲ ସ୍କେଲ ରିହାର୍ସଲ ବା ମକ୍ ଡ୍ରିଲ କରାଯିବ । ଏଥିପାଇଁ ନିର୍ଦ୍ଦେଶ ଦେଇଛି DGCA । ଜୁନ 30ରେ ଭୁବନେଶ୍ବର ବିମାନ ବନ୍ଦରରେ ହେବ ରିହର୍ସଲ । ସିଭିଲ ଏଭିଏସନର…
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଓଡ଼ିଶାରେ ସମସ୍ତ ସରକାରୀ ସେବା ପାଇଁ ଆଧାର ବାଧ୍ୟତାମୂଳକ
ଭୁବନେଶ୍ୱର: ସରକାରୀ ସେବା ବିତରଣକୁ ସୁବ୍ୟବସ୍ଥିତ କରିବା ଏବଂ ସ୍ୱଚ୍ଛତା ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଓଡ଼ିଶା ସରକାର ବିଭିନ୍ନ ରାଜ୍ୟସ୍ତରୀୟ ସେବା ଏବଂ ଆଧିକାରିକ ପ୍ରମାଣପତ୍ର ପାଇବା…
ଇସ୍ରାଏଲ ଆକ୍ରମଣ ପରେ ଆମେରିକା ସହିତ ପରମାଣୁ ଆଲୋଚନା ‘ଅର୍ଥହୀନ’: ଇରାନ
ତେହେରାନ: ଇସ୍ରାଏଲ ଦ୍ୱାରା ଇରାନର ପରମାଣୁ ଗବେଷଣା କେନ୍ଦ୍ର ଏବଂ ସୈନ୍ୟ ଅଧିକାରୀମାନଙ୍କୁ ଟାର୍ଗେଟ କରି ଆକ୍ରମଣ ପରେ ଆମେରିକା ସହିତ ପରମାଣୁ ଆଲୋଚନାକୁ ‘ଅର୍ଥହୀନ’ ବୋଲି ଇରାନ ଶନିବାର ଘୋଷଣା କରିଛି।
ଇରାନର…
ସରକାରୀ କର୍ମଚାରୀଙ୍କୁ ସମୟାନୁବର୍ତ୍ତିତା ଛାଟ: ଏବେ ଅଫିସ ଜଗିବ AI କ୍ୟାମେରା
ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ପାଇଁ ମୋହନ ସରକାର ଲଗାଇଛନ୍ତି ସମୟାନୁବର୍ତ୍ତିତା ଛାଟ । ନିର୍ଦ୍ଧାରିତ ସମୟ ଭିତରେ ଅଫିସରେ ପହଞ୍ଚି ଉପସ୍ଥାପନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ବି…
ଯାଜପୁରରେ ଭୋଜି ମନା: କଲେରା ଚିହ୍ନଟ ପରେ ପ୍ରଶାସନର ପରାମର୍ଶ
ଯାଜପୁର: ଜିଲ୍ଲାରେ ରଜପର୍ବ ବେଳେ ଭୋଜି ମନା । ରଜପର୍ବ ସାମୁହିକ ସମାବେଶ ବେଳେ ଭୋଜି ବାରଣ । ଯାଜପୁରରେ କଲେରା ଚିହ୍ନଟ ପରେ ଜିଲ୍ଲା ପ୍ରଶାସନର ପରାମର୍ଶ ।
ଘରେ ରନ୍ଧାଯାଇଥିବା ଗରମ ଖାଦ୍ୟ ଖାଇବେ ଏବଂ ଫୁଟା ଓ…
ଆଜି ପ୍ରକାଶ ପାଇବ NEET UG ରେଜଲ୍ଟ! ଜାଣନ୍ତୁ କେମିତି ଡାଉନଲୋଡ କରିବେ ମାର୍କ ସିଟ୍
ନୂଆଦିଲ୍ଲୀ: ନିଟ ୟୁଜି ପରୀକ୍ଷା 2025 ର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବ । ଏହି ଫଳାଫଳ ଆଜି ଅର୍ଥାତ୍ 14 ଜୁନ୍ 2025 ରେ ପ୍ରକାଶ ପାଇପାରେ। ତଥାପି, ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।…
ସ୍ତ୍ରୀ, ନବଜାତ ପୁଅକୁ ଦେଖିବାକୁ ଗଲା ବେଲେ ପିଟିଲା ଟ୍ରକ୍, 2 ମୃତ
ନୂଆପଡ଼ା: ପହିଲି ରଜରେ ରାଜ୍ୟର ଦୁଇଟି ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା 2 ଜୀବନ । ନୂଆପଡ଼ା ଜିଲ୍ଲା ଦଲଦଲି ଛକରେ ବାଇକକୁ ଟ୍ରକ୍ ପିଟିଦେବାରୁ ଘଟଣା ସ୍ଥଳରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଶ୍ୱଶୁର ଘରେ…
ଭୁଲରେ ବି କଞ୍ଚା ଖାଆନ୍ତୁ ନାହିଁ ଏହି 11ଟି ଖାଦ୍ୟ, ଶରୀରକୁ ପହଞ୍ଚିବ ବଡ଼ କ୍ଷତି
ଓଡ଼ିଶା ଭାସ୍କର: ବଞ୍ଚିରହିବା ପାଇଁ ଖାଦ୍ୟ ନିହାତି ଆବଶ୍ୟକ। ଚିକିତ୍ସାବିତଙ୍କ ମତରେ ସବୁଜ ପନି ପରିବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ ହୋଇଥାଏ । କିନ୍ତୁ ଏମିତି କିଛି ଖାଦ୍ୟ ରହିଛି ଯାହାକୁ କଞ୍ଚା ଖାଇବା ଦ୍ଵାରା…
ପଦ୍ମପୁର ଥାନା ଅଞ୍ଚଳରେ ଅଘଟଣ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀର ଆତ୍ମହତ୍ୟା
ପଦ୍ମପୁର: ପହିଲି ରଜରେ ଅଘଟଣ । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀର ଆତ୍ମହତ୍ୟା । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଭେଉଁରିଆ ଗାଁରେ ଅଘଟଣ । ମହିଳାଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ…
ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ
ତେହରାନ: ଇରାନର ରାଜଧାନୀ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ପରେ ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ । ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ଗତକାଲି ନୂତନ…