Browsing Category

Top Stories

ଫ୍ଲାଇଟ୍‌ରେ ମୋବାଇଲ୍‌କୁ ଏୟାରପ୍ଲେନ୍ ମୋଡ୍‌ରେ ରଖିବା କାହିଁକି ଜରୁରୀ? ଜାଣନ୍ତୁ ଏହା ପଛରେ ଥିବା କାରଣ

ଆଜିକାଲି ବିମାନ ଯାତ୍ରା ସମୟରେ ଆମକୁ ମୋବାଇଲ୍‌ ଫୋନ୍‌କୁ ଏୟାରପ୍ଲେନ୍ ମୋଡ୍‌ରେ ରଖିବାକୁ କୁହାଯାଏ। କିନ୍ତୁ ଏହା କାହିଁକି ଜରୁରୀ? ଅଧିକାଂଶ ଲୋକ ଏହାର ପ୍ରକୃତ କାରଣ ଜାଣି ନଥାନ୍ତି। ଆସନ୍ତୁ ଜାଣିବା ଏୟାରପ୍ଲେନ୍…

‘‘11A’’ Mystery: 27 ବର୍ଷ ତଳର ବିମାନ ଦୁର୍ଘଟଣାରେ ବି ବଞ୍ଚି ଯାଇଥିଲେ ‘‘11A’’ ସିଟ୍‌ର ଯାତ୍ରୀ

ଅହମଦାବାଦ୍‌: ଅହମଦାବାଦ୍‌ ବିମାନ ଦୁର୍ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଦୁର୍ଘଟଣାରେ ଯଦି କିଛି ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି‌; ତାହା ହେଉଛି ବିମାନରେ ଥିବା ‘‘11A’’ ସିଟ୍‌। ସମସ୍ତେ…

ନାତି ଦୋକାନରେ ଶୋଇଥିଲା, ଜେଜେମା’ ଚା’ ପ୍ରସ୍ତୁତ କରୁଥିଲେ, ହଠାତ୍ ଖସିଲା ଜଳନ୍ତା ବିମାନ

ଅହମ୍ମଦାବାଦ:  ମେଘାନୀନଗର ବିମାନ ଦୁର୍ଘଟଣା ଛାଡିଯାଇଛି ଅନେକ ଛାପ । ଅନେକ ମୃତଦେହ ଏବେ ଖୋଜୁଛି ପରିଚୟ । ଡିଏନ୍‌ଏ ରିପୋର୍ଟ ପରେ ସବୁକିଛି ସ୍ପଷ୍ଟ ହେଉଛି । ବିମାନ କ୍ରାସ ଛିଡାକରିଯାଇଛି ଅନେକ କରୁଣ କାହାଣୀ ।…

ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ, ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା NEET-UG 2025 ପରୀକ୍ଷାଫଳ । NEET ୱେବସାଇଟରେ ପରୀକ୍ଷାଫଳ ଇପଲବ୍ଧ । ପ୍ରାୟ 22.7 ଲକ୍ଷ ପିଲା ଦେଇଥିଲେ ପରୀକ୍ଷା। ଦେଶରେ 500 ସହରରେ ହୋଇଥିଲା ପରୀକ୍ଷା । 13ଟି ଭାଷାରେ ହୋଇତିଲା…

ଜୁନ 30ରେ ଭୁବନେଶ୍ବର ବିମାନ ବନ୍ଦରରେ ହେବ ମକଡ୍ରିଲ, DGCA ର ନିର୍ଦ୍ଦେଶ

ଭୁବନେଶ୍ବର: ସବୁ ବିମାନ ବନ୍ଦରରେ ହେବ ମକଡ୍ରିଲ । ଫୁଲ ସ୍କେଲ ରିହାର୍ସଲ ବା ମକ୍ ଡ୍ରିଲ କରାଯିବ । ଏଥିପାଇଁ ନିର୍ଦ୍ଦେଶ ଦେଇଛି DGCA । ଜୁନ 30ରେ ଭୁବନେଶ୍ବର ବିମାନ ବନ୍ଦରରେ ହେବ ରିହର୍ସଲ । ସିଭିଲ ଏଭିଏସନର…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଓଡ଼ିଶାରେ ସମସ୍ତ ସରକାରୀ ସେବା ପାଇଁ ଆଧାର ବାଧ୍ୟତାମୂଳକ

ଭୁବନେଶ୍ୱର: ସରକାରୀ ସେବା ବିତରଣକୁ ସୁବ୍ୟବସ୍ଥିତ କରିବା ଏବଂ ସ୍ୱଚ୍ଛତା ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଓଡ଼ିଶା ସରକାର ବିଭିନ୍ନ ରାଜ୍ୟସ୍ତରୀୟ ସେବା ଏବଂ ଆଧିକାରିକ ପ୍ରମାଣପତ୍ର ପାଇବା…

ଇସ୍ରାଏଲ ଆକ୍ରମଣ ପରେ ଆମେରିକା ସହିତ ପରମାଣୁ ଆଲୋଚନା ‘ଅର୍ଥହୀନ’: ଇରାନ

ତେହେରାନ: ଇସ୍ରାଏଲ ଦ୍ୱାରା ଇରାନର ପରମାଣୁ ଗବେଷଣା କେନ୍ଦ୍ର ଏବଂ ସୈନ୍ୟ ଅଧିକାରୀମାନଙ୍କୁ ଟାର୍ଗେଟ କରି ଆକ୍ରମଣ ପରେ ଆମେରିକା ସହିତ ପରମାଣୁ ଆଲୋଚନାକୁ ‘ଅର୍ଥହୀନ’ ବୋଲି ଇରାନ ଶନିବାର ଘୋଷଣା କରିଛି। ଇରାନର…

ସରକାରୀ କର୍ମଚାରୀଙ୍କୁ ସମୟାନୁବର୍ତ୍ତିତା ଛାଟ: ଏବେ ଅଫିସ ଜଗିବ AI କ୍ୟାମେରା

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ପାଇଁ ମୋହନ ସରକାର ଲଗାଇଛନ୍ତି ସମୟାନୁବର୍ତ୍ତିତା ଛାଟ । ନିର୍ଦ୍ଧାରିତ ସମୟ ଭିତରେ ଅଫିସରେ ପହଞ୍ଚି ଉପସ୍ଥାପନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ବି…

ଯାଜପୁରରେ ଭୋଜି ମନା: କଲେରା ଚିହ୍ନଟ ପରେ ପ୍ରଶାସନର ପରାମର୍ଶ

ଯାଜପୁର: ଜିଲ୍ଲାରେ ରଜପର୍ବ ବେଳେ ଭୋଜି ମନା । ରଜପର୍ବ ସାମୁହିକ ସମାବେଶ ବେଳେ ଭୋଜି ବାରଣ । ଯାଜପୁରରେ କଲେରା ଚିହ୍ନଟ ପରେ ଜିଲ୍ଲା ପ୍ରଶାସନର ପରାମର୍ଶ । ଘରେ ରନ୍ଧାଯାଇଥିବା ଗରମ ଖାଦ୍ୟ ଖାଇବେ ଏବଂ ଫୁଟା ଓ…

ଆଜି ପ୍ରକାଶ ପାଇବ NEET UG ରେଜଲ୍ଟ! ଜାଣନ୍ତୁ କେମିତି ଡାଉନଲୋଡ କରିବେ ମାର୍କ ସିଟ୍

ନୂଆଦିଲ୍ଲୀ: ନିଟ ୟୁଜି ପରୀକ୍ଷା 2025 ର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବ । ଏହି ଫଳାଫଳ ଆଜି ଅର୍ଥାତ୍ 14 ଜୁନ୍ 2025 ରେ ପ୍ରକାଶ ପାଇପାରେ। ତଥାପି, ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।…