Browsing Category
Top Stories
ଜୁନ୍ ତ୍ରୈୟମାସରେ ୬-୬.୩ ପ୍ରତିଶତ ରହିବ ଭାରତର ଜିଡିପି: ମୁଡିଜ୍
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ ରେ ଜୁନ୍ ମାସରେ ସମାପ୍ତ ହେଉଥିବା ପ୍ରଥମ ତ୍ରୈମାସିକରେ ଭାରତୀୟ ଅର୍ଥବ୍ୟବସ୍ଥା ୬-୬.୩ ପ୍ରତିଶତ ହାରରେ ବଢିବ ବୋଲି ଆକଳନ କରିଛି ଆନ୍ତର୍ଜାତୀୟ ରେଟିଂ ଏଜେନ୍ସୀ ମୁଡିଜ୍ । ଏହା…
Intelligence Bureau ନିଯୁକ୍ତି: ସରକାରୀ ଚାକିରି ପାଇଁ ଆସନ୍ତା ୨୩ ସୁଦ୍ଧା ଆବେଦନ କରନ୍ତୁ
ଯଦି ଆପଣମାନେ ଚାକିରି ଖୋଜୁଛନ୍ତି ତେବେ ଏନେଇ ଆସିଛି ଏକ ଖୁସି ଖବର । ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଜୁନ ମାସ ୩ ତାରିଖରୁ ୨୩ ତାରିଖ ମଧ୍ୟରେ ପ୍ରାର୍ଥୀମାନେ…
ଫୋନ ଠକେଇର ନୂଆ ଫର୍ମୁଲା: ପ୍ରଥମେ ଦେଲା ୧୨ ହଜାର, ପରେ ଠକିନେଲା ୨ ଲକ୍ଷ
ନୂଆଦିଲ୍ଲୀ: ଫୋନ ଠକେଇର ନୂଆ ମାମଲା ସାମ୍ନାକୁ ଆସିଛି । ଏଥିରେ ସାଇବର ଫ୍ରଡ ଠକେଇ କରିବା ପାଇଁ ପ୍ରଥମେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ପାଖାପଖି ୧୨ ହଜାର ଟଙ୍କା ଟ୍ରାନ୍ସଫର କରିଥିଲା । ପରେ ସେହି ବ୍ୟକ୍ତି ଠାରୁ ୨…
୧୪ ବର୍ଷର ପିଲାକୁ ନେଇ ବିଶ୍ୱରେ ଚର୍ଚ୍ଚା: SpaceX କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଚାକିରି କରିବ ଛୋଟ ବାଳକ
ନୂଆଦିଲ୍ଲୀ: ସାଧାରଣ ଭାବେ ଯୁକ୍ତଦୁଇ ପାସ କରିବା ପରେ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରି ଡିଗ୍ରୀରେ ଆଡମିଶନ ନେଇଥାନ୍ତି । ବି.ଟେକ ସମାପ୍ତ ହେବା ପାଇଁ ୪ ବର୍ଷ ସମୟ ଲାଗିଥାଏ । ଅନେକ ପିଲା ଦଶମ ପାସ୍ କରିବା ପରେ…
୫ ମାସ ରହିଲାନି ମେଜର ଧ୍ୟାନଚାନ୍ଦଙ୍କ ଷ୍ଟାଚ୍ୟୁ: ଭୁଷୁଡ଼ି ପଡିଲା ୪୦ ଫୁଟର ପ୍ରତିମୂର୍ତ୍ତି
ରାଉରକେଲା: ହକିର ଜନକ ମେଜର ଧ୍ୟାନଚାନ୍ଦଙ୍କ ପ୍ରତିମୂର୍ତ୍ତିକୁ ୫ ମାସ ବି ପୂରଣ ହୋଇନି । ଆଜି ଭୁଷୁଡି ପଡିଛି ୪୦ ଫୁଟର ବିଶାଳ ପ୍ରତିମୂର୍ତ୍ତି । ହକିର ଜଣେ ଜାଦୁଗର ଭାବରେ ସୁପରିଚିତ ମେଜର ଧ୍ୟାନଚାନ୍ଦଙ୍କ…
ଖରାଦିନେ ACର ଅପ୍ରାକୃତିକ ଥଣ୍ଡା ସ୍ବାସ୍ଥ୍ୟ ପାଇଁ ହୋଇଥାଏ କ୍ଷତିକାରକ , ଦେଖାଯାଏ ଏପରି ସମସ୍ୟା
ଖରାଦିନ ତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ ଏସିର ସାହାଯ୍ୟ ନେଉଛନ୍ତି । ଅଫିସରେ ସମସ୍ତେ ଅଧିକ ସମୟ ପର୍ଯ୍ୟନ୍ତ ଏସିରେ ବସି କାମ କରିଥାନ୍ତି। କାରରେ ବସିବା ବେଳେ ମଧ୍ୟ ଏସି ଲଗାଇବାକୁ କେହି ଭୁଲି ନ ଥାନ୍ତି।…
ପୁଣି ବାହାନଗାରେ ଦୁର୍ଘଟଣା, ରାସ୍ତା ମଝିରେ ଜଳିଗଲା କାର୍
ବାଲେଶ୍ୱର: ବାହାନଗାର ରେଳ ଦୁର୍ଘଟଣା ପରେ ପୁଣି ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ରାସ୍ତା ମଝିରେ କାର୍ ଜଳିଗଲା । ଏଥିରେ ଡ୍ରାଇଭର ସୁରକ୍ଷିତ ଥିବା କଥା ଜଣାପଡିଛି ।
ସୂଚନା ଅନୁଯାୟୀ, ବାହାନଗାର ଏନଏଚ୍…
କରୋନା ଯୋଗୁୁଁ ଦେଶରେ ବଢ଼ୁଛି ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା: ICMRର ଅଧ୍ୟୟନ ଉପରେ ଜାଣନ୍ତୁ ବିଶେଷଜ୍ଞଙ୍କ ମତ
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ରୋଗର ଜାଲ ବଢ଼ିବାରେ ଲାଗିଛି । ନିକଟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ର ଏକ ଆଶ୍ଚର୍ଯ୍ୟଜନକ ଅଧ୍ୟୟନ ସାମ୍ନାକୁ ଆସିଛି । ଅଧ୍ୟୟନରେ ଦାବି କରାଯାଇଛି ଯେ,…
ବାହାନଗାବାସୀଙ୍କ ମହନତା ; ଅଜଣା ଶବ ପାଇଁ ମୁଣ୍ଡନ ହେଲେ ଓ ନଖ କଟାଇଲେ ଗାଁର ପିଲା ଠୁଁ ବୁଢା
ବାହାନଗା : ଟ୍ରେନ୍ ଦୁର୍ଘଟଣାକୁ ୧୦ ଦିନ ବିତିଛି । ଏହା ମଧ୍ୟରେ କେତେକଙ୍କ ମୃତଦେହକୁ ଚିହ୍ନଟ କରି ତାଙ୍କ ପରିବାର ଲୋକ ନେଇଥିବା ବେଳେ ଆହୁରି ୫୦ରୁ ଅଧିକ ମୃତଦେହ ପଡି ରହିଛି । ସେଗୁଡିକର ଅନ୍ତ୍ୟେଷ୍ଟିକ୍ରିୟା…
ଯଦି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଏପରି ଆଚରଣ ହୁଏ, ତେବେ ବୁଝିନିଅନ୍ତୁ ଖରାପ ସମୟ ଆସିବାକୁ ଯାଉଛି!
ଭୁବନେଶ୍ୱର : ମହାନ ଅର୍ଥନୀତିଜ୍ଞ, କୂଟନୀତିଜ୍ଞ, ରାଜନୀତିଜ୍ଞ ହେବା ସହ ଆଚାର୍ଯ୍ୟ ଚାଣକ୍ୟ ଜଣେ ଉତ୍ତମ ମାର୍ଗଦର୍ଶକ ମଧ୍ୟ। ତାଙ୍କ ଦ୍ୱାରା କୁହାଯାଇଥିବା ନୀତିବାଣୀଗୁଡିକ ପରିବାରକୁ ଏକତ୍ର ରଖିବା, ଦାମ୍ପତ୍ୟ ଜୀବନକୁ…