Browsing Category

Top Stories

IRCTCର ନୂଆ ଟୁର୍ ପ୍ୟାକେଜ୍ ଲଞ୍ଚ: ୮ ଦିନରେ ବୁଲିବେ ଦକ୍ଷିଣ ଭାରତର ତିରୁପତି, କନ୍ୟାକୁମାରୀ, ରାମେଶ୍ୱରମ୍

ନୂଆଦିଲ୍ଲୀ: ଯଦି ଆପଣମାନେ ଭ୍ରମଣ ପ୍ରିୟ ତେବେ ଆପଣଙ୍କ ପାଇଁ ଆସିଛି ଏକ ବଢ଼ିଆ ସୁଯୋଗ । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ସ୍ପେଶାଲ ଟୁର୍ ପ୍ୟାକେଜ୍ ଲଞ୍ଚ…

ରାତିରେ କ୍ଷୀର ବଦଳରେ ପିଅନ୍ତୁ ଏହି ଡ୍ରିଙ୍କ୍: ଶୀଘ୍ର ହ୍ରାସ ପାଇବ ଓଜନ, ଏପରି ବନାନ୍ତୁ

ଗ୍ରୀନ୍ ଟି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଓଜନ ହ୍ରାସ କରିବାରେ ଏହା ବହୁତ ଉପଯୋଗୀ । ଯଦି କାହାରି ଓଜନ ବଢ଼ିଯାଉଛି, ତେବେ ସେମାନେ ଗ୍ରୀନ୍ ଟି ସେବନ କରିପାରିବେ । ଗ୍ରୀନ୍ ଟି ପିଇବା ଦ୍ୱାରା ଓଜନ ନିୟନ୍ତ୍ରଣ…

ପୁଣି ଇତିହାସ ରଚିଲା ISRO: ଶ୍ରୀହରୀକୋଟାରୁ ଲଞ୍ଚ ହେଲା ନେଭିଗେସନ ସାଟେଲାଇଟ୍ NVS-01

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଆଜି ନୂଆ ଜେନେରେସନର ନେଭିଗେସନ ସାଟେଲାଇଟ ଏନଭିଏସ-୦୧କୁ ସଫଳତାର ସହିତ ଲଞ୍ଚ କରିଛି । ଜିଏସଏଲଭି-ଏଫ୧୨ ରକେଟ ମାଧ୍ୟମରେ ଏହି ଲଞ୍ଚିଂ କରାଯାଇଛି । ଏହା ରକେଟର…

ପ୍ରକୃତିର ଝଟକାରେ ଭୁଶୁଡ଼ି ପଡ଼ିଲା ୮୫୬ କୋଟିର ପ୍ରୋଜେକ୍ଟ: ଝଡ଼ ତୋଫାନରେ ଭାଙ୍ଗିଗଲା ସପ୍ତଋଷିଙ୍କ ୬ଟି ମୂର୍ତ୍ତି

ନୂଆଦିଲ୍ଲୀ: ପ୍ରକୃତିର ଶକ୍ତି କେତେ ତାହା ସମସ୍ତେ ଜାଣିଥିବେ । ତେବେ ଝଡ଼ ତୋଫାନ ପାଇଁ ୮୫୬ କୋଟିର ପ୍ରୋଜେକ୍ଟ ଆଜି ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି । ମଧ୍ୟପ୍ରଦେଶରେ ଉଜ୍ଜୈନରେ ଅଚାନକ ପାଣିପାଗ ବଦଳିବା କାରଣରୁ ପ୍ରବଳ…

ରାଶିଫଳ(ସୋମବାର,୨୯ ମେ,୨୦୨୩)

ମେଷ : ସ୍ଵଭାବରେ ଉଗ୍ରତା ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ । ଶାରୀରିକ ତଥା ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି । କମ ସଫଳତା ମିଳିବାରୁ ନିରାଶା ହୋଇପାରନ୍ତି । ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ ।…

ଜୁନ୍ ପହିଲାରୁ ସାରା ରାଜ୍ୟରେ ବଢ଼ିବ ତାତି: ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ, ୧୫ ତାରିଖ ପରେ ଓଡ଼ିଶାରେ ପହଞ୍ଚିବ ମୌସୁମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ହେଲା ରାଜ୍ୟରେ ପାଣିପାଗର ସ୍ଥିତିରେ ପରବର୍ତ୍ତନ ଦେଖିବାକୁ ମିଳୁଛି । କିଛି ସ୍ଥାନରେ ଦିନ ବେଳା ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଅପରାହ୍ଣରେ କାଳବୈଶାଖୀ ଅନୁଭୂତ ହେଉଛି…

ଧୋନୀଙ୍କ ସହ ହୋଇଗଲା ଧୋକା? ଫାଇନାଲ ପୂର୍ବରୁ ଚମ୍ପିଆନ ଦଳ ଘୋଷଣା!

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ଫାଇନାଲକୁ ନେଇ ଏବେ ଉତ୍ସାହ ଆହୁରି ବଢିଯାଇଛି । ମେ" ୨୮ ତାରିଖ ରବିବାର ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ବର୍ଷା ଯୋଗୁଁ ଏହା ବାଧାପ୍ରାପ୍ତ ହୋଇ ରିଜର୍ଭ ଡେ"(ମେ' ୨୯) ତାରିଖରେ…

ସରକାରୀ କର୍ମଚାରୀମାନଙ୍କୁ ମିଳିବ Uber ସର୍ଭିସ୍, ଟ୍ୟାକ୍ସି ସେବା ପାଇଁ GeM ପୋର୍ଟାଲ ସହିତ ଚୁକ୍ତିନାମା

ନୂଆଦିଲ୍ଲୀ: ଆପ୍ ଆଧାରିତ କ୍ୟାବ୍ ସେବା ପ୍ରଦାନକାରୀ ଉବର ଏକ ସରକାରୀ କ୍ରୟ ପୋର୍ଟାଲ୍ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ୍ (GeM) ସହିତ ସହଭାଗୀ ହୋଇଛି । ଏହା ଅଧୀନରେ ଖୁବ ଶୀଘ୍ର ମନ୍ତ୍ରଣାଳୟ, ସରକାରୀ ବିଭାଗ,…

ସତରେ ବଡ଼ ଚମତ୍କାର! ନିମ ପତ୍ର ଖାଇଲେ ଲାଗୁଛି ମିଠା, ମାଆ ଚଣ୍ଡୀଙ୍କର ରହିଛି ଅଶେଷ କୃପା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ନିମପତ୍ର ଖାଇଲେ ପିତା ଲାଗେ । ଏକଥା ଆମେ ସମସ୍ତେ ଜାଣିଛେ । ତେବେ ଯଦି ଆପଣଙ୍କୁ କୁହାଯିବ ନିମପତ୍ର ଖାଇଲେ ମିଠା ଲାଗୁଛି ତେବେ ଆପଣମାନେ କେବେ ବି ବିଶ୍ୱାସ କରିବେ ନାହିଁ…

ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିବା ଏହି ୧୧ ଜଣ ଶ୍ରମିକ କିଏ? ନୂଆ ସଂସଦ ଉଦଘାଟନରେ ମିଳିଲା ଉପହାର

ନୂଆଦିଲ୍ଲୀ: ରବିବାର ନୂଆ ସଂସଦର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସଂସଦ ଭବନର ନିର୍ମାଣ ଏବଂ ଏହାର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ୧୧ ଜଣ ଶ୍ରମିକଙ୍କୁ ସମ୍ମାନିତ…