Browsing Category
Top Stories
ଉପାସରେ ଶୋଇବନି ଗରିବ: ୫ ଟଙ୍କାରେ ମିଳିବ ଜଳଖିଆ, ୧୦ ଟଙ୍କାରେ ପେଟପୂରା ଭୋଜନ ଦେବେ ସରକାର, ପ୍ରତିଦିନ ବଦଳିବ ମେନୁ
ନୂଆଦିଲ୍ଲୀ: ଆଜିର ମହଙ୍ଗା ଯୁଗରେ ଲୋକମାନେ ସର୍ବଦା ଶସ୍ତା ଅଫର ଅନ୍ୱେଷଣରେ ରହିଥାନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଏପରି ଅନେକ ସୁବିଧା ଲୋକମାନେ ପାଇଥାନ୍ତି । ତେବେ ଆପଣମାନଙ୍କ ପାଇଁ…
ରାଶିଫଳ(ରବିବାର,୨୮ ମେ,୨୦୨୩)
ମେଷ - ସମୟ ପ୍ରାୟତଃ ଅନୁକୂଳ ରହିବ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ଆଗ୍ରହ ବଢିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୀତି,…
୨୦୦୦ ଟଙ୍କିଆ ନୋଟ୍ ଜମା କରିବାକୁ ବ୍ୟାଙ୍କ ଯାଉଛନ୍ତି କି ? ତେବେ ଜାଣନ୍ତୁ SBI, HDFC, ICICI ଓ PNB ବ୍ୟାଙ୍କର ନିୟମ
ନୂଆଦିଲ୍ଲୀ: ଆରବିଆଇ ଦ୍ୱାରା ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେବା ପରେ ଏହାକୁ ୨୩ ମଇରୁ ପ୍ରତ୍ୟାହାର ଆରମ୍ଭ ହୋଇଥିଲା । ଲୋକମାନେ ଏ ସମ୍ପର୍କରେ ବ୍ୟାଙ୍କକୁ ଆସିବା ଆରମ୍ଭ କରିଛନ୍ତି । ମେ ୨୩ ରୁ ସେପ୍ଟେମ୍ବର ୩୦ ମଧ୍ୟରେ…
ଐତିହ୍ୟ ‘ସେଙ୍ଗୋଲ’ ସ୍ଥାପନ ପରେ ଲୋକାର୍ପଣ ହେଲା ନୂଆ ସଂସଦ ଭବନ
ନୂଆଦିଲ୍ଲୀ : ନୂଆ ସଂସଦ ଭବନରେ ସ୍ଥାପିତ ହେଲା ଐତିହାସିକ ରାଜଦଣ୍ଡ 'ସେଙ୍ଗୋଲ' । ଐତିହ୍ୟ ‘ସେଙ୍ଗୋଲ’ ସ୍ଥାପନ ପରେ ଲୋକାର୍ପଣ ହେଲା ନୂଆ ସଂସଦ ଭବନ ।ଏହାକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।…
‘କ୍ଲୋନିଂ’ ଟେକ୍ନୋଲୋଜି ମାଧ୍ୟମରେ ଜନ୍ମନେଲା ଭାରତର ପ୍ରଥମ ଗାଈ: ଦିନକୁ ୧୫ ଲିଟର କ୍ଷୀର ଦେବ
ନୂଆଦିଲ୍ଲୀ: ଈଶ୍ୱରଙ୍କ ସୃଷ୍ଟିରେ ପ୍ରତ୍ୟେକ ଜୀବନର ଏକ ସ୍ୱତନ୍ତ୍ରତା ରହିଛି । ଦିନକୁ ଦିନ ଟେକ୍ନୋଲୋଜି ଆଗକୁ ବଢ଼ିବାରେ ଲାଗିଛି । ଖୁବଶୀଘ୍ର ଦେଶର କ୍ଷୀର ଉତ୍ପାଦନ ବୃଦ୍ଧି ପାଇବ । ନିକଟରେ ବୈଜ୍ଞାନିକମାନେ ଏକ ନୂଆ…
ମେ’ ମାସରେ FIIର ସର୍ବାଧିକ ନିବେଶ: ଏପର୍ଯ୍ୟନ୍ତ ୩୭୩୧୭ କୋଟି ଟଙ୍କାର କିଣାଯାଇଛି ସେୟାର
ନୂଆଦିଲ୍ଲୀ: ଗତ ବର୍ଷ ଅଗଷ୍ଟ ମାସରୁ ବିଦେଶୀ ଅନୁଷ୍ଠାନ ନିବେଶକ (FII) ଭାରତୀୟ ବଜାରରେ ସର୍ବାଧିକ ବିନିଯୋଗ କରିଛନ୍ତି। ମେ ମାସରେ ଏପର୍ଯ୍ୟନ୍ତ ଏହି ନିବେଶକମାନେ ମୋଟ ୩୭,୩୧୭ କୋଟି ଟଙ୍କା ମୂଲ୍ୟର ସେୟାର କ୍ରୟ…
‘ରକ୍ଷାକର ମୋତେ ରକ୍ଷାକର…’! ଜେଲ କୋଠରୀରୁ ଶୁଭୁଛି ନିରୀହ ସ୍ୱର: ୨ ବର୍ଷର ଶିଶୁକୁ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ: ଆଜିର ସମାଜରୁ ହଜି ଯାଇଛି ମାନବିକତା । ଗୋଟିଏ ମଣିଷର ଅନ୍ୟ ମଣିଷ ପ୍ରତି ଭଲପାଇବା ନାହିଁ । ଈଶ୍ୱରଙ୍କ ଶ୍ରେଷ୍ଠ ସୃଷ୍ଟି ମଣିଷ ଆଜି ଦାନବରେ ପରିଣତ ହୋଇଯାଇଛି । ଆମ ସମାଜରେ ଦୈନନ୍ଦିନ ଜୀବନରେ ଏଭଳି ଅନେକ…
କେଉଁ ବ୍ଲଡ୍ ଗ୍ରୁପର ଲୋକମାନେ ହୋଇଥାନ୍ତି ତୀକ୍ଷ୍ଣ ? ରିସର୍ଚ୍ଚରୁ ଖୁଲାସା
ସମସ୍ତେ ଜାଣନ୍ତି କି, ଆମ ଶରୀର ୪ ଟି ବ୍ଲଡ ଗ୍ରୁପରେ ବିଭକ୍ତ କରାଯାଇଛି, ଏ, ବି, ଏବି ଏବଂ ଓ । ଏହି ବ୍ଲଡ ଗ୍ରୁପଗୁଡ଼ିକୁ ମଧ୍ୟ ପଜିଟିଭ୍ ଓ ନେଗେଟିଭରେ ବିଭକ୍ତ କରାଯାଇଛି । ପ୍ରାୟତଃ ଆପଣମାନେ ଲୋକଙ୍କୁ ଏପରି…
ରାଜଧାନୀ ଉପକଣ୍ଠରେ ଅଘଟଣ: ନଦୀରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ପିଲା ସାଙ୍ଗ ହୋଇ ଏକାଠି ଗାଧୋଇବାର ମଜା ଉଠାଇଥାନ୍ତି । ତେବେ ନଦୀ ହେଉ କି ସମୁଦ୍ର ଅନେକ ସମୟରେ ଏହି ଖୁସି ଦୁଃଖ ଆଣିଦେଇଥାଏ । କେତେବେଳେ ଅଚାନକ ଜୁଆର ମାଡ଼ି ଆସେ ତ…
ବଡ଼ଧରଣର ହିମସ୍ଖଳନ: ୧୦ ମୃତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ
ଇସଲାମାବାଦ: ପାକିସ୍ତାନର ଗିଲ୍ଗିଟ-ବାଲ୍ଟିସ୍ତାନ ଅଞ୍ଚଳରେ ହିମସ୍ଖଳନ ହେତୁ ୩ ଜଣ ମହିଳାଙ୍କ ସମେତ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସର ସୂଚନାନୁସାରେ, ପାହାଡ ଅଞ୍ଚଳର ଆଷ୍ଟୋର ଜିଲ୍ଲାରେ ଘଟିଥିବା ଏହି…