Browsing Category

Top Stories

‘ଫ୍ରି ଥାଳି’ ବେଟରେ ଫସିଗଲେ ମହିଳା, ୯୦,୦୦୦ ଟଙ୍କା ଲୁଟିନେଲେ ସାଇବର ଠକ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଜଣେ ୪୦ ବର୍ଷୀୟ ମହିଳା ୯୦,୦୦୦ ଟଙ୍କାର ଠକେଇର ଶିକାର ହୋଇଛନ୍ତି । ଗୋଟିଏ ପ୍ଲେଟ(ମିଲ୍) ଅର୍ଡରରେ ଅନ୍ୟ ଏକ ଥାଳି ମାଗଣା ମିଳିବା ଲୋଭରେ ସେ ଆପ ଡାଉନଲୋଡ କରି ଏପରି ଠକେଇର ଶିକାର…

ଭ୍ୟାନ୍ ଏବଂ ଟ୍ରଲି ମଧ୍ୟରେ ଭୟଙ୍କର ଦୁର୍ଘଟଣା: ୩ ମୃତ, ୪ ଆହତ

ମଧ୍ୟପ୍ରଦେଶ: ତଡକା ଜିଲ୍ଲାର ମାନସା ତହସିଲରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ୍ ରୁପାଭାସ ନିକଟରେ ଏକ ପାର୍କିଂ ଟ୍ରଲିରେ ଚଢ଼ିଗଲା। ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି।…

କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ବାବା ରାମଦେବ: କହିଲେ-ବ୍ରଜଭୁଷଣଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ୍

ନୂଆଦିଲ୍ଲୀ: ଯୌନ ଶୋଷଣ ଅଭିଯୋଗରେ ଫସିଥିବା ଭାରତୀୟ କୁସ୍ତି ସଂଘ(WFI) ଅଧ୍ୟକ୍ଷ ବ୍ରଜଭୁଷଣ ଶରଣ ସିଂହଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଯୋଗ ଗୁରୁ ବାବା ରାମଦେବ । ଜନ୍ତରମନ୍ତରରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ…

ଖାଲି ହୋଇଗଲାଣି ସରକାରୀ ରାଜକୋଷ: ଦିନକୁ ଆୟ ୧୩୦୦ କୋଟି ଡଲାର ଖର୍ଚ୍ଚ ହେଉଛି ୧୭୦୦ କୋଟି ଡଲାର, ଋଣ ସୀମା ନବଢିଲେ ଖିଲାପି ସୁନିଶ୍ଚିତ

ନୂଆଦିଲ୍ଲୀ: ଭୟଙ୍କର ଆର୍ଥିକ ସଙ୍କଟ ଆଡ଼କୁ ଅଗ୍ରସର ହେଉଛି ବିଶ୍ୱର ସର୍ବବୃହତ ଅର୍ଥନିତି ଆମେରିକା । ଉତ୍କଟ ଆର୍ଥିକ ସଙ୍କଟ ଦେଇ ବର୍ତ୍ତମାନ ଗତି କରୁଥିବା ବେଳେ ଋଣ ଖିଲାପି ହେବାର ଖୁବ ନିକଟରେ ରହିଛି । ଏଭଳି ସମୟରେ…

ଆଜି ନୀତି ଆୟୋଗ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଦିଲ୍ଲୀ-ବେଙ୍ଗଲ-ବିହାର ସମତେ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଦେଲେ ପଛଘୁଞ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିତୀ ଆୟୋଗ ବୈଠକର ଅଷ୍ଟମ ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ । ୨୦୪୭ ପର୍ଯ୍ୟନ୍ତ ଭାରତକୁ ଏକ ବିକଶିତ ରାଷ୍ଟ୍ର ଗଠନ କରିବାର ଉଦେ୍ଧଶ୍ୟରେ ସ୍ୱାସ୍ଥ୍ୟ,…

ଛତିଶଗଡ଼ ସରକାରୀ ଅଧିକାରୀଙ୍କ ଜଘନ୍ୟ କାଣ୍ଡ: ମୋବାଇଲ୍ ଖୋଜିବାକୁ ୩ ଦିନରେ ଶୁଖାଇଦେଲେ ଡ୍ୟାମ୍‌

ନୁଆଦିଲ୍ଲୀ: ମୋବାଇଲ୍‌କୁ ନେଇ ଛତିଶଗଡ଼ରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ମୋବାଇଲ ପ୍ରେମରେ ପଡ଼ି ଜଣେ ସରକାରୀ ଅଧିକାରୀ ଏପରି କାଣ୍ଡ ଭିଆଇଥିଲେ ଯେ, ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି । ଏହି ମାମଲା ଛତିଶଗଡ଼ର…

କର୍କଟରେ ମଙ୍ଗଳ ଏବଂ ଶୁକ୍ରର ସଂଯୋଗ, ସତର୍କ ରୁହନ୍ତୁ ଏହି ୩ ଟି ରାଶି ଲୋକ

ମେ ୧୦ ରେ ଭୂମି ପୁତ୍ର ମଙ୍ଗଳ କର୍କଟରେ ପ୍ରବେଶ କରିଥିବାବେଳେ ମେ ୩୦ ରେ ଦୈତ୍ୟ ଗୁରୁ ଶୁକ୍ର ମଧ୍ୟ କର୍କଟରେ ପ୍ରବେଶ କରିବାକୁ ଯାଉଛନ୍ତି । ମଙ୍ଗଳ ଏହି ଚିହ୍ନରେ ଜୁଲାଇ ୧ ପର୍ଯ୍ୟନ୍ତ ରହିବେ, ଏହିପରି ଭାବରେ ଜୁଲାଇ…

ଏହିପରି ହେବ ସଂସଦ ଭବନର ଉଦଘାଟନ, ପ୍ରଧାନମନ୍ତ୍ରୀ ଜାରି କରିବେ ୭୫ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖ ରବିବାର ଦିନ ନୂତନ ସଂସଦ ଗୃହର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ଅଧ୍ୟକ୍ଷତା କରିବେ। ଯଦିଓ ଉଦଘାଟନୀ ସମାରୋହର ସଠିକ୍…

ପ୍ରମୁଖ ଅର୍ଥନୀତିଗୁଡ଼ିକୁ ପଛରେ ପକାଇବ ଭାରତ; ଆସିବ ଅଦ୍ଭୂତପୂର୍ବ ଅଭିବୃଦ୍ଧି, ବଢିବ ନିବେଶ ସୃଷ୍ଟି ହେବ ନିଯୁକ୍ତି

ନୁଆଦିଲ୍ଲୀ: ଚଳିତ ବର୍ଷ ୬% ହାହରେ ଅଭିବୃଦ୍ଧି କରିବ ଭାରତୀୟ ଅର୍ଥନୀତି । ଯାହା ବିଶ୍ୱର ପ୍ରମୁଖ ଅର୍ଥନୀତି ଗୁଡ଼ିକ ମଧ୍ୟରୁ ସବୁଠାରୁ ଆଗରେ ରହିବ । ଭାରତ ଉପରେ ବର୍ତ୍ତମାନ 'ସ୍ନୋ ବଲ୍' ପ୍ରଭାବ ରହିଛି । ଏହା…

ଶସ୍ତା ମୂଲ୍ୟରେ ଅସ୍ତ୍ରୋପଚାର କରୁଥିଲେ ଡାକ୍ତର, ଗୋଟିଏ ଛୁରୀରେ କାଟୁଥିଲେ ସମସ୍ତଙ୍କ ପେଟ, ସଂକ୍ରମଣରେ ଦୁଇ ମୃତ

ନୂଆଦିଲ୍ଲୀ: ମଣିଷ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଟଙ୍କା ରୋଜଗାର କରେ। କିନ୍ତୁ ଏହା ମଧ୍ୟ ସତ୍ୟ ଯେ, ଅନେକ ଲୋକ ନିଜର ରୋଜଗାର କରିଥିବା ଅର୍ଥକୁ ଖର୍ଚ୍ଚ କରିବା ପରିବର୍ତ୍ତେ ସଞ୍ଚୟ କରିବାରେ ବିଶ୍ୱାସ କରନ୍ତି।…