fbpx
Browsing Category

Top Stories

ଅକ୍ଟୋବର ୧୫ରେ ନୂଆବର୍ଷ, ବର୍ଷକ ୩୧୦ ଦିନ, ବର୍ଷକ ୧୦ ମାସ! ନୂଆବର୍ଷକୁ ନେଇ ଜାଣନ୍ତୁ ୫ଟି ଅଜଣା ରହସ୍ୟ

ନୂଆଦିଲ୍ଲୀ: ଆଜି ହେଉଛି ୨୦୨୩ ବର୍ଷ ଜାନୁଆରୀ ମାସ ୧ ତାରିଖ । ଆଜି ବିଶ୍ୱର ଅଧିକାଂଶ ଦେଶରେ ନୂଆବର୍ଷ ପାଳନ କରାଯାଉଛି । କିଛି ଦେଶରେ ଡିସେମ୍ବର ୩୧ରେ ନୂଆବର୍ଷ ପାଳନ କରାଯାଇଥିବା ବେଳେ ଆଉ କିଛି ଦେଶରେ ଜାନୁଆରୀ…

ଆଜିଠାରୁ ଶ୍ରୀମନ୍ଦିର ଭିତରକୁ ‘ସ୍ମାର୍ଟ ଫୋନ୍‍ ମନା’, ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ପୁରୀ: ଆଜିଠାରୁ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍‍ ବାରଣ କରାଯାଇଛି । ସେବାୟତ, ଅଧିକାରୀ କିମ୍ବା କର୍ମଚାରୀ ସମସ୍ତଙ୍କ ପାଇଁ ସ୍ମାର୍ଟ ଫୋନ୍‍ କଟକଣା କଡ଼ାକଡ଼ି କରାଯାଇଛି । କେବଳ ମହାପ୍ରଭୁଙ୍କ ନୀତିକାନ୍ତି ସୂଚନା…

ବିଶ୍ୱକପ୍ ଜିତିବା ପାଇଁ ମେଗା ପ୍ଲାନ୍: BCCI ନେଲା ୩ଟି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ପରାଜୟକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ତେବେ ଏହା ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଉକ୍ତ…

ଭାରତରେ ପୁଣି ବଢିଲା ବେରୋଜଗାର: ୨୦୨୪ ନିର୍ବାଚନ ପୁର୍ବରୁ ମୋଦୀ ସରକାରଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦେଶରେ ବେରୋଜଗାର ଦର ଲଗାତାର ବଢିବାରେ ଲାଗିଛି । ଡିସେମ୍ବର ମାସରେ ଭାରତରେ ପୁଣି ବେରୋଜଗାର ଦର ବୃଦ୍ଧି ପାଇ ୮.୩% ହୋଇଛି । ଯାହା ଗତ ୧୬ ମାସରେ ସର୍ବାଧିକ ଅଟେ । ଏହି ତଥ୍ୟ ସେଣ୍ଟର ଫର୍ ମନିଟରିଂ…

ଗାଡ଼ି ଚଳାଇବା ସମୟରେ ଫୋନ୍ ବ୍ୟବହାର ପାଇଁ ମୃତ୍ୟୁବରଣ କରିଛନ୍ତି ୧୦୪୦; ରିପୋର୍ଟ

ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶରେ ହଜାର ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସେ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଡ୍ରାଇଭରଙ୍କ ଅସାବଧାନତା…

ଶ୍ରୀକୃଷ୍ଣ ଓ ରାଧାଙ୍କ ବିବାହର ସାକ୍ଷୀ ହେଉଛି ଏହି ସ୍ଥାନ: ଜାଣନ୍ତୁ କେଉଁ ପୁରାଣରେ କରାଯାଇଛି ଉଲ୍ଲେଖ

ଶାସ୍ତ୍ର ଅନୁସାରେ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ରୂପରେ ବିଷ୍ଣୁଙ୍କ ଜନ୍ମ ହୋଇଥିଲା । ସେଥିପାଇଁ ଭଗବାନ କୃଷ୍ଣଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କୁହାଯାଏ । କୃଷ୍ଣଙ୍କର ଅନେକ ଲୀଳା ରହିଛି, ଯେପରିକି ତାଙ୍କ…

ରାଜ୍ୟର ସରକାରୀ ମେଡିକାଲ କଲେଜରେ ଖୁବଶୀଘ୍ର ଆରମ୍ଭ ହେବ ଟିଚିଂ ହସ୍ପିଟାଲ: ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନୂଆ ସରକାରୀ ମେଡିକାଲ କଲେଜଗୁଡ଼ିକରେ ଖୁବଶୀଘ୍ର ଟିଚିଂ ହସ୍ପିଟାଲ ଆରମ୍ଭ ହେବ । ସେଥିପାଇଁ ରାଜ୍ୟର ୯ଟି ସରକାରୀ ହସ୍ପିଟାଲର କାର୍ଯ୍ୟ ସାରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି…

ମୃତ୍ୟୁ ଭିକ୍ଷା ମାଗୁଥିଲେ ହନି ସିଂ , କହିଲେ ମୋ ସହ ଯାହା ହେଇଛି ମୋ ଶତ୍ରୁ ମାନଙ୍କ ସହ କେବେ ନ ହେଉ

ମୁମ୍ବାଇ: ସିଙ୍ଗର ତଥା ରାପର ହନି ସିଙ୍ଗଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ । କାରଣ ଏହି ସିଙ୍ଗର ଜଣକ ସବୁ ଠାରେ ସୁପରିଚିତ । ଏହା ସହିତ ସେ ତାଙ୍କ ଜୀବନରେ ବହୁ ସୁଖ ଦୁଃଖ ଦେଖିଛନ୍ତି । କିନ୍ତୁ ନିକଟରେ ହନି…

ନୂଆବର୍ଷରେ ଆସିଲା ଦୁଃଖଦ ଖବର; ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୯ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ନୂଆବର୍ଷ ପାଇଁ ଦେଶରେ ବିଭିନ୍ନ ଅଞ୍ଚଳରେ ଖୁସିର ମାହୋଲ ଦେଖାଯାଇଛି । ଉତ୍ସବ ମୁଖର ହୋଇଛି ଦେଶ ବିଦେଶ । କିନ୍ତୁ ଏହି ଖୁସି ସମୟରେ ମହାରାଷ୍ଟ୍ରର ନାସିକ ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।…

କେନ୍ଦ୍ର ସରକାରଙ୍କ ନୂଆବର୍ଷ ଭେଟି: ଆଜିଠାରୁ ‘ଏନ୍‍ଏଫ୍‍ଏସଏ’ ଅଧୀନରେ ବର୍ଷକ ପାଇଁ ମାଗଣା ମିଳିବ ଖାଦ୍ୟଶସ୍ୟ

ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଅନୁସାରେ କେନ୍ଦ୍ର ସରକାର ଆଜିଠାରୁ ଏକ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଇଦେବେ । ଗତ ସପ୍ତାହରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇ…