Browsing Category

Top Stories

ଜଳିଗଲା ‘ମୋ ବସ୍’: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଉରକେଲା: ରାଉରକେଲା ସ୍ମାର୍ଟ୍ ସିଟି ସହରର ଟି ସି ଆଇ ଛକ ନିକଟରେ ଜଳିଗଲା 'ମୋ ବସ୍'। ତେବେ ବସରେ ବସିଥିବା ଯାତ୍ରୀମାନେ ଅଘଟଣରୁ ବର୍ତ୍ତି ଯାଇଛନ୍ତି। କେଉଁ କାରଣରୁ ବସ ରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନଥିବା…

ଲଗାତାର ତୃତୀୟ ଦିନ ପାଇଁ ଖସିଲା ସୁନା : ୧୦୦୦ ରୁ ଅଧିକ ହ୍ରାସ, ଚେକ୍ କରନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ସୁନା ମୂଲ୍ୟରେ ଲଗାତାର ହ୍ରାସ ଘଟିଛି । ଗତ ୩ ଦିନ ମଧ୍ୟରେ ସୁନା ମୂଲ୍ୟରେ ୧୦୦୦ ରୁ ଅଧିକ ହ୍ରାସ ଘଟିଛି । ଆଜି ସୁନାର ମୂଲ୍ୟ ୬୦,୦୦୦ ଟଙ୍କା ପାଖାପାଖି ପହଞ୍ଚିଛି । ଏଥି ସହିତ ରୂପା ମୂଲ୍ୟରେ ବୃଦ୍ଧି…

IPLରେ ଜଶ୍ୱସ୍ୱୀ ଜୈସ୍ୱାଲଙ୍କ ଧମାକା, ୧୫ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ନୁଆଦିଲ୍ଲୀ: ଆଇପିଏଲ୍ ୨୦୨୩ ର ୬୬ ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍‌ରେ ଜଶ୍ୱସ୍ୱୀ ଜୈସ୍ୱାଲ ୩୬ ବଲ୍ ଖେଳି ନିଜର ଅର୍ଦ୍ଧଶତକ ପୁରଣ କରିଥିଲେ…

ରାଶିଫଳ(ଶନିବାର,୨୦ ମେ,୨୦୨୩)

ମେଷ - ପିଲାମାନଙ୍କର ଉଚ୍ଚ ଶିକ୍ଷାରେ ଋଚି ବଢିବ ଏବଂ ମାନସିକ ଶାନ୍ତି ବଢିବ, ଆଜି ସ୍ନାନପରେ ବିଷ୍ଣୁ ଭଗବାନଙ୍କୁ ସ୍ମରଣକରି ଦେବଦାରୁ ବୃକ୍ଷମୂଳରେ ଜଳ ଦିଅନ୍ତୁ କଲ୍ୟାଣକାରୀ ହେବ, କୌଣସି ଦ୍ରବ୍ୟ ଲାଭ, ବାଦବିବାଦରେ…

ବିଶ୍ୱରେ ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦବଦବା: Global Leader Approval Ratingsରେ ସୁପରପାୱାର ନେତାଙ୍କୁ ପଛରେ ପକାଇ ହେଲେ ନମ୍ବର ୧

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଥର ବିଶ୍ୱସ୍ତରୀୟ ନେତାଙ୍କ ଅନୁମୋଦନ ମୂଲ୍ୟାୟନ ବା Global Leader Approval Ratingsରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଆମେରିକାର କନ୍ସଲ୍ଟିଂ ଫାର୍ମ…

କେଜ୍ରିୱାଲଙ୍କୁ ଶକ୍ତ ଧକ୍କା: ପ୍ରଶାସନିକ ସେବା ଉପରେ କେବଳ ଉପରାଜ୍ୟପାଳଙ୍କ ନିୟନ୍ତ୍ରଣ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଅଧ୍ୟାଦେଶ ଆଣିଲା…

ନୂଆଦିଲ୍ଲୀ: ଦିଲ୍ଲୀରେ କେଜ୍ରିୱାଲ ସରକାର ଏବଂ ଉପ-ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ କେନ୍ଦ୍ର ସରକାର ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି । ଏହି ନିୟମ ସହାୟତାରେ ବର୍ତ୍ତମାନ ଦିଲ୍ଲୀ ସରକାର…

ଚୀନ ପୁଣି କଲା ଦୁଃସାହସ, କାଶ୍ମୀରକୁ କହିଲା ‘ବିବାଦୀୟ କ୍ଷେତ୍ର’, ଜି-୨୦ ବୈଠକରେ ଭାଗ ନେବା ପାଇଁ କରିଦେଲା ମନା

ବେଜିଙ୍ଗ: ଚୀନ ଭାରତର ଆନ୍ତରିକ ମାମଲାରେ ପୁଣି ପଶିବାକୁ ଚେଷ୍ଟା କରିଛି । ଏହାସହ ଚୀନ କହିଛି, ସେ ଜାମ୍ମୁ-କାଶ୍ମୀରରେ ଆସନ୍ତା ସପ୍ତାହରେ ହେଉଥିବା ଜି-୨୦ ଟୁରିଜିମ୍ ୱାର୍କିଙ୍ଗ ଗ୍ରୁପ ବୈଠକରେ ସାମିଲ ହେବନାହିଁ…

ସମ୍ପତ୍ତି ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀ, ଜାଣନ୍ତୁ କିଏ ସବୁଠୁ ଗରିବ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ ନିଜ ନିଜର ସଂପତ୍ତି ତାଲିକା ଘୋଷଣା କରିବା କଥା ସାମ୍ନାକୁ ଆସିଛି । ଏହି ସମ୍ପତ୍ତି ତାଲିିକା ମୁଖ୍ୟମନ୍ତ୍ରୀଙ୍କ…

୨୦୦୦ ପରେ ଏବେ ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟକୁ ନେଇ ଆସିଲା ବଡ଼ ଖବର: ଆରବିଆଇ କହିଲା ଏପରି

ନୂଆଦିଲ୍ଳୀ: ୨୦୦୦ ଟଙ୍କା ନୋଟ୍ ସମ୍ପର୍କରେ କେନ୍ଦ୍ର ସରକାର ଗତକାଲି ଏକ ବଡ ଘୋଷଣା କରିଛନ୍ତି । ବର୍ତ୍ତମାନ ସାରା ଦେଶରଚୁ ୨୦୦୦ ଟଙ୍କା ନୋଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଆପଣଙ୍କୁ ୩୦ ସେପ୍େଟମ୍ବର…

Video: ଜାପାନର ହିରୋସିମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ, କହିଲେ-ଏହା ଅହିଂସା ବିଚାରକୁ ଆଗକୁ ନେବ

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ ଖିସିଦାଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜାପନର ହିରୋସିମାରେ ପହଞ୍ଚିଛନ୍ତି। ଶନିବାର ଏଠାରେ ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମା ଗାନ୍ଧିଙ୍କର…