fbpx
Browsing Category

Top Stories

ସାବଧାନ! ଜୁନ୍‌ରେ ଶନି ହୋଇଯିବେ ବକ୍ରୀ, ଏହି ରାଶିଙ୍କ ବଢିଯିବ ସମସ୍ୟା

ଓଡ଼ିଶା ଭାସ୍କର: ୨୯ ଜୁନ୍ରେ ଶନି କୁମ୍ଭ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି । ଶନି ଦେବଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିଙ୍କ ଲାଗି ସମସ୍ୟା ଆଣିପାରେ । କୌଣସି ବି ଗ୍ରହର ବକ୍ରୀ ସ୍ଥିତି ବଡ ଅଶୁଭ ହୋଇଥାଏ ।…

୧୦ ବର୍ଷର ରେକର୍ଡ ଭାଙ୍ଗିଲା ବେଙ୍ଗାଲୁରୁ ସହର; ଛୁଇଁଲା ୪୧.୮ ଡିଗ୍ରି ସେଲସିୟସ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁର କେଙ୍ଗେରିରେ ମଙ୍ଗଳବାର ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। କର୍ଣ୍ଣାଟକ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ମନିଟରିଂ ସେଣ୍ଟର (କେଏସ୍ଏନ୍ଡିଏମ୍ସି) ଅନୁଯାୟୀ,…

ଭଦ୍ରକ: କ୍ରୋଧ ବୁଝିଲାନି ସମ୍ପର୍କର ମାନ, ସାମାନ୍ୟ ବଚସାରୁ ବାପା-ପୁଅ ହଣାହଣି, ଘଟଣାସ୍ଥଳରେ ପୁଅର ମୃତ୍ୟୁ

ଭଦ୍ରକ: (ଓଡ଼ିଶା ଭାସ୍କର) ପାରିବାରିକ କଳହର କରୁଣ ପରିଣତି ବାପାର କଟୁରୀ ଚୋଟରେ ଚାଲିଗଲା ପୁଅର ଜୀବନ । ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଧୀନ ଗୋବିନ୍ଦପୁର ପଞ୍ଚାୟତ ସୁନାଗଢିଆ ଗ୍ରାମରେ ଅଘଟଣ । ପାରିବାରିକ କଳିରେ…

ଆସିଲା ଭାରତୀୟ ରେଲୱେର ବଡ ନିୟମ, ଏହାର ପରିସରକୁ ଆସିଥିବା ଯେକୌଣସି ବ୍ୟକ୍ତିର ମାଗଣାରେ ହେବ ଚିକିତ୍ସା

ନୂଆଦିଲ୍ଲୀ: ରେଳଷ୍ଟେସନ କିମ୍ବା ଏହାର ପରିସରରେ ଯଦି କାହା ସହ କିଛି ବି ଦୁର୍ଘଟଣା ଘଟି ବ୍ୟକ୍ତି ଆହତ ହେବ ତେବେ ତାଙ୍କର ଚିକିତ୍ସା ଏଣିକି ଭାରତୀୟ ରେଲୱେ କରାଇବ । ପୀଡିତ ନିକଟରେ ରେଲୱେର କୌଣସି ଟିକେଟ୍ ଥାଉ କି ନ…

ପ୍ରତିବର୍ଷ ବଦଳିବ କି ଏନସିଇଆରଟିର ପୁସ୍ତକ ? ଜାଣନ୍ତୁ କେନ୍ଦ୍ର ସରକାରଙ୍କ ଏହି ଆଦେଶର ଅର୍ଥ

ନୂଆଦିଲ୍ଲୀ: ଏନସିଇଆରଟିର ୩ ଏବଂ ୬ କ୍ଲାସ ପୁସ୍ତକଗୁଡ଼ିକ ପରିବର୍ତ୍ତନ ହୋଇଛି । ନୂଆ ପୁସ୍ତକ ଏପର୍ଯ୍ୟନ୍ତ ବଜାରକୁ ଆସିନାହିଁ, କିନ୍ତୁ ଆଶା କରାଯାଉଛି ଯେ ୩ ଏବଂ ୬ ଶ୍ରେଣୀର ନୂଆ ପୁସ୍ତକ ଏହି ମାସ ଅର୍ଥାତ୍ ମେ’ରେ…

ସଲମାନ ଖାନ୍ ଫାୟାରିଂ କେସ୍‌ରେ ଅଭିଯୁକ୍ତର ଆତ୍ମହତ୍ୟା, ଶୁଟରଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ନେଇ ହୋଇଥିଲା ଅଭିଯୋଗ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍‌ଙ୍କ ଘର ବାହାରେ ଫାୟାରିଂ କେସ୍‌ରେ ଧରାପଡିଥିବା ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଛନ୍ତି । ଅଭିଯୁକ୍ତ ଜଣକ ଥାନା ହାଜତରେ ଥିଲେ । ତାଙ୍କ ସହ ୨ ଜଣ ଅନ୍ୟ ଅଭିଯୁକ୍ତ ବି ଥିଲେ…

ଚାଇନାରେ ଭୟଙ୍କର ଦୁର୍ଘଟଣା; ହଠାତ୍ ଭୁଶୁଡ଼ିଲା ରାସ୍ତା, ପୋତି ହୋଇଗଲା ଅନେକ ଗାଡ଼ି, ଚାପିହୋଇ ୧୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଚାଇନାରେ ଭୟଙ୍କର ଦୁର୍ଘଟଣା, ହଠାତ୍ ଭୁଶୁଡ଼ି ପଡ଼ିଲା ରାସ୍ତା। ପୋତି ହୋଇଗଲା ଗାଡ଼ି, ୧୯ ମୃତ । ଚୀନର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ବୁଧବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏଠାରେ ହଠାତ୍ ଏକ ରାଜପଥର ପୂରା…

ଧାମରାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସୁପରସୋନିକ୍‍ କ୍ଷେପଣାସ୍ତ୍ର ସ୍ମାର୍ଟର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଭଦ୍ରକ ଧାମରାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଜି ସୁପରସୋନିକ୍‍ ମିସାଇଲ୍‍ ଆସିଷ୍ଟେଡ୍‍ ରିଲିଜ୍‍ ଅଫ୍‍ ଟର୍ପେଡୋ-ସ୍ମାର୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଗବେଷଣା…

ହିନ୍ଦୁ ବିବାହ ହେଉଛି ଏକ ସଂସ୍କାର, ନାଚ ଓ ଗୀତର ଆୟୋଜନ ନୁହେଁ: ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ, ହିନ୍ଦୁ ବିବାହ ଏକ ସଂସ୍କାର, ଯାହାକି ଭାରତୀୟ ସମାଜରେ ଏକ ପବିତ୍ର ସଂସ୍ଥାର ମାନ୍ୟତା ହାସିଲ କରିିଛି । ଏହା ନୃତ୍ୟ ଏବଂ ଗୀତର ଆୟୋଜନ ନୁହେଁ । ସୁପ୍ରିମକୋର୍ଟ ସ୍ପଷ୍ଟ…

କୁଆପଥର ମାଡ଼ ପରେ ବିମାନର ଜରୁରୀ ଅବତରଣ; ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ବିମାନ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କୁଆପଥର ମାଡ଼ ପରେ ବିମାନର ଜରୁରୀ ଅବତରଣ । ଭୁବନେଶ୍ୱର ଏୟାରପୋର୍ଟରେ ଭିସ୍ତାରା ବିମାନର ଜରୁରୀ ଅବତରଣ । ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ବିମାନ । ଟେକଅପ୍‌ କରିବାର…