fbpx
Browsing Category

Top Stories

ଗେମିଙ୍ଗ ଦୁର୍ନୀତିରେ ୯୦ କୋଟି ଟଙ୍କାର କ୍ରିପ୍ଟୋ ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ, ସେ ଏକ ଅନଲାଇନ ଗେମିଙ୍ଗ ଆପ ଦୁର୍ନୀତିରେ ବାଇନେନ୍ସ, ଜେବପେ ଏବଂ ବଜୀରଏକ୍ସ ପରି ପ୍ଲାଟଫର୍ମର କ୍ରିପ୍ଟୋକରେନ୍ସି ୱାଲେଟରେ ରଖାଯାଇଥିବା ୯୦ କୋଟି ଟଙ୍କାକୁ ନିଜ…

ବିଜେଡିରୁ ଇସ୍ତଫା ଦେଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର: ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରଚାର କାର୍ଯ୍ୟ ମଧ୍ୟରେ ଜାରି ରହିଛି ପ୍ରାର୍ଥୀଙ୍କ ଦଳ ଡିଆଁ । ଏଥିମଧ୍ୟରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।…

କାକଟପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ମଇଦାନକୁ ଓହ୍ଲାଇବେ ବିଶ୍ୱଭୂଷଣ ଦାସ

କାକଟପୁର: କାକଟପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ୱଭୂଷଣ ଦାସ । ବିଜେପିରୁ ଟିକେଟ ନ ମିଳିବାରୁ କଂଗ୍ରେସରେ ସାମିଲ ହୋଇଛନ୍ତି । ଏଥର ରୋଚକ ହେବାକୁ ଯାଉଛି…

ଆସନ୍ତା କାଲି ରାଷ୍ଟ୍ରପତିଙ୍କ ଅଯୋଧ୍ୟା ଗସ୍ତ; ରାମ ଲଲାଙ୍କ ଦର୍ଶନ କରିବା ସହ ସରଯୁ ନଦୀର କରିବେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ' ୧ ତାରିଖରେ ଅଯୋଧ୍ୟା ଗସ୍ତରେ ଯିବେ। ବୁଧବାର ଅଯୋଧ୍ୟା ଗସ୍ତ ରେ ଯିବେ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। ଏହି ସମୟରେ ରାଷ୍ଟ୍ରପତି ରାମ ମନ୍ଦିରରେ ରାମଲାଲା…

Fixed deposit ଉପରେ ପାଇପାରିବେ ଅଧିକ ସୁଧ, ଜାଣନ୍ତୁ କେଉଁ ବ୍ୟାଙ୍କ ପ୍ରଦାନ କରୁଛି ଏହି ସୁବିଧା ?

ନୂଆଦିଲ୍ଲୀ: ଟଙ୍କା ସଞ୍ଚୟ କରିବା ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ବ୍ୟାଙ୍କ । ଗ୍ରହକଙ୍କ ପାଇଁ ବ୍ୟାଙ୍କ ତରଫରୁ ଅନେକ ସ୍କିମ୍ ସୁବିଧା ରହିଥାଏ ଯାହାର ଲାଭ ଗ୍ରାହକମାନେ ଉଠାଇଥାନ୍ତି । ତେବେ ଅନେକାଂଶରେ…

ପୁଣି ଚର୍ଚ୍ଚାରେ ପରିବହନ କମିସନର ଅମିତାଭ ଠାକୁର; ପିଅନଙ୍କ ଅବସରରେ ଦେଖାଇଲେ ମହାନତା

ଭୁବନେଶ୍ୱର: କିଛି ଦିନ ତଳେ ବେଶ୍ ଚର୍ଚ୍ଚିତ ହୋଇଥିଲା ଡିଜିପି ଅରୁଣ ଷଡ଼ଙ୍ଗୀ ଜଣେ ଝାଡ଼ୁଦାରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେବାର ଫଟୋ । ଏବେ ସେମିତି ମହାନତା ଦେଖାଇଛନ୍ତି ପରିବହନ କମିସନର ଅମିତାଭ ଠାକୁର । ଦୀର୍ଘ…

ରବି ବିଷ୍ନୋଇଙ୍କୁ ଦଳରେ ସାମିଲ କରିବା ନେଇ କ’ଣ କହିଲେ ଇରଫାନ ପଠାନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ କରାଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ଚୟନକର୍ତ୍ତାମାନେ…

ହଇଚଇ ସୃଷ୍ଟି କଲା ମାତ୍ର ଗୋଟିଏ ଇମେଲ, ବିପଦରେ ପଡିଗଲେ ୨୪ଟି ଏୟାରପୋର୍ଟ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଏକ ଆତଙ୍କବାଦୀ ୧୧୧ ସଂଗଠନର ଭୟଙ୍କର ଇମେଲ ଦେଶର ସୁରକ୍ଷାକୁ ଟାର୍ଗେଟ କରିଛି । ଯେଉଁଥିରେ ୨୪ଟି ବିମାନ ବନ୍ଦର ଏବଂ ଟର୍ମିନାଲ ଉପରେ ସିକ୍ୟୁରିଟୀ ବଢାଯାଇଛି । .. ଇମେଲ ଆଡ୍ରେସରୁ ପଠାଯାଇଥିବା ଏହି ଇମେଲ…

ତିହାର ଜେଲରେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଲେ ଭଗବନ୍ତ ମାନ; ବୁଝିଲେ କିପରି ରହିଛି ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି, ଆଜି ମୁଁ ତିହାର ଜେଲକୁ ଆମର ଜାତୀୟ ସଂଯୋଜକ…

ନିର୍ବାଚନ ପୂର୍ବରୁ କାହିଁକି କେଜ୍ରିୱାଲଙ୍କୁ ଗିରଫ କଲ? ଇଡିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଇଡି ଦ୍ୱାରା ନିଜ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଯାଚିକା ଉପରେ ମଙ୍ଗଳବାର ଅର୍ଥାତ୍ ଆଜି ଶୁଣାଣୀ ହୋଇଥିଲା । ଏହି ମାମଲାରେ…