fbpx
BSKY
BJD MC SKY
BJD YOUTH SKY
Browsing Category

Top Stories

ନିଖୋଜ ଜିଏମଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୋକସରା,୨୨ ।୧୨(ଓଡିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଓଏଚପିସିର ନିଖୋଜ ଜିଏମଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଜିଏମଙ୍କ ନାମ  ନାରାୟଣ ପ୍ରସାଦ ମେହେର ହୋଇଥିବା ବେଳେ ମୁଖିଗୁଡାର ଏକ ମୋବାଇଲ ଟାୱାର ତଳୁ…

ଭାରତ ପାଇଁ ବିଜୟ ଲକ୍ଷ୍ୟ ୩୧୬ ରନ୍

କଟକ,୨୨ ।୧୨(ଓଡିଶା ଭାସ୍କର): କଟକ ବାରବାଟୀ ଷ୍ଟାଡିୟମରେ ଆଜି ଭାରତ-ୱେଷ୍ଟଇଣ୍ଡିଜର ନିର୍ଣ୍ଣାୟକ ମ୍ୟାଚ୍ । ଭାରତ ଆଗରେ ୩୧୬ ରନର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ୍ । ନିର୍ଦ୍ଧାରିତ ଓଭରରେ ୫ଟି ୱିକେଟ୍ ହରାଇ ୩୧୫…

ଟ୍ରକ୍-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ୨ମୃତ,୨ ଗୁରୁତର

ଯାଜପୁର,୨୨ ।୧୨(ଓଡିଶା ଭାସ୍କର): ଯାଜପୁର ପାଣିକୋଇଲି ଥାନା ବ୍ରଜନଗର ଏନଏଚ୍-୨୧୫ରେ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ…

ପ୍ରି- ୱେଡିଙ୍ଗ ଫଟୋସୁଟରେ ସିଏଏ ଓ ଏନଆରସିକୁ ବିରୋଧ କଲେ ଦମ୍ପତ୍ତି, ଫଟୋ ଭାଇରାଲ

ସିଏଏ ଓ ଏନଆରସିକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଜଣେ ଦମ୍ପତ୍ତି ନିଜ ପ୍ରି- ୱେଡିଙ୍ଗ ଫଟୋସୁଟରେ ଏହାକୁ ବିରୋଧ କରିଛନ୍ତି । କେରଳର ତିରୁୱନ୍ତପୁରମରେ ରହୁଥିବା ଦମ୍ପତ୍ତି ଜୀଏଲ ଅରୁଣ ଗୋପୀ ଓ…

ବିରୋଧୀ ବେଶୀ ଉସକାଉଛନ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨ ।୧୨: ରାଜଧାନୀ ଦିଲ୍ଲୀର ରାମଲୀଳା ମଇଦାନ ବିଜେପିର ଧନ୍ୟବାଦ ରାଲି ଆରମ୍ଭ ହୋଇଯାଇଛି । ‘ବିବିଧତରେ ଏକତା, ଭାରତର ବିଶେଷତ୍ୱ’ କହି ରାଲି ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କଂଗ୍ରେସ ଓ…

ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲାପାଳ, ଗୁରୁତର ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ନେଲେ ଡାକ୍ତରଖାନା

ବ୍ରହ୍ମପୁର,୨୨ ।୧୨(ଓଡିଶା ଭାସ୍କର): ସ୍ୱାର୍ଥପର ସମାଜରେ ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ । ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଇ ପ୍ରଶଂସାର…

ଜାହାଜ ଭିତରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର,୨୨ ।୧୨(ଓଡିଶା ଭାସ୍କର): ପାଣି ଜାହାଜରେ ଯାତାୟାତ କରିବା କଥା ଆପଣ ମାନେ ଜାଣିଥିବେ, କିନ୍ତୁ ଆପଣମାନେ କେବେ ଦେଖି ନଥିବେ କି ଶୁଣିନଥିବେ ଜାହାଜ ଭିତରେ ବସି କୁନିକୁନି ଛାତ୍ରଛାତ୍ରୀ ପାଠ ପଢ଼ିବାର। ଏହା…

ଡିସେମ୍ବର ୨୭ରେ ବଲାଙ୍ଗିର ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର,୨୨ ।୧୨(ଓଡିଶା ଭାସ୍କର): ଡିସେମ୍ବର ୨୭ରେ ବଲାଙ୍ଗିର ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ବଲାଙ୍ଗିର ଆସି ସେ ବରକାନିରେ BPCL ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ ଲୋକାର୍ପିତ କରିବେ । ଏଥିରେ ରାଜ୍ୟପାଳ…

ପ୍ରଥମେ ବୋଲିଂ କରିବ ଭାରତ

କଟକ,୨୨ ।୧୨(ଓଡିଶା ଭାସ୍କର): ଆଉ କିଛି ସମୟରେ ପରେ କଟକ ବାରବରଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍ ଆରମ୍ଭ ହେବ । ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଛି ଭାରତ । ସେହି ଅନୁସାରେ…

ଜଳିଗଲା ୨୦୦ କ୍ୱିଣ୍ଟାଲ ଧାନ

ବଲାଙ୍ଗିର,୨୨ ।୧୨(ଓଡିଶା ଭାସ୍କର): ବଲାଙ୍ଗିର ଲୋଇସିଂହା ବ୍ଲକ ଗୁର୍ଜୀଭଟ୍ଟା ଗାଁରେ ଅଗ୍ନିକାଣ୍ଡ । ଚାଷୀଙ୍କ ୨୦୦ କ୍ୱିଣ୍ଟାଲ ଧାନ ନିଆଁରେ ପୋଡି ପାଉଁଶ ହୋଇଯାଇଛି । ଚାଷୀ ସଦାନନ୍ଦ ପ୍ରଧାନଙ୍କ ସମେତ ୫ ଜଣଙ୍କ…