fbpx
Browsing Category

Top Stories

Hockey World Cup 2023: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଟିକେଟ ବିକ୍ରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଥର ପୁରୁଷ ହକି ବିଶ୍ୱକପ ୨୦୨୩ର ଆୟୋଜନ କରୁଛି ଓଡ଼ିଶା । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ । ଏହି ଅବସରରେ ରାଜ୍ୟକୁ ଦେଶ ବିଦେଶରୁ…

ଡିଜିଟାଲ ବ୍ୟାକିଙ୍ଗ ପାଇଁ ପ୍ରସ୍ତୁତ ଭାରତ; ହ୍ରାସ ପାଉଛି ନଗଦ ଟଙ୍କାର ବ୍ୟବହାର

ଭୁବନେଶ୍ୱର: ଦେଶର ନାଗରିକ ମାନଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ଯୋଗାଇ ଦେଉଛନ୍ତି । ଅନଲାଇନ ଯୁଗରେ ଦେଶର ନାଗରିକ ମାନଙ୍କୁ ଡିଜିଟାଲି ଏବଂ ବାଧାମୁକ୍ତ ଭାବେ ବ୍ୟାଙ୍କର ସୁବିଧା ଯୋଗାଇ ଦେବାର ଲକ୍ଷ ନେଇ…

ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୧୮୮ ରନ୍‌ରେ ହରାଇଲା ଭାରତ, ସିରିଜରେ ୧-୦ରେ ଆଗୁଆ

ନୁଆଦିଲ୍ଲୀ: ଚିଟଗ୍ରାମରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ବାଂଲାଦେଶକୁ ପରାସ୍ତ କରିଛି । ଟିମ୍ ଇଣ୍ଡିଆର ବୋଲରମାନେ ଘରୋଇ ଦଳର ଦ୍ୱିତୀୟ ଇନିଂସକୁ ୩୨୪ ରନରେ ସୀମିତ ରଖିଥିଲେ । ଟେଷ୍ଟର ପଞ୍ଚମ ତଥା…

JCBର ରଙ୍ଗ ହଳଦିଆ କାହିଁକି: ପୂର୍ବରୁ ଏହାର ରଙ୍ଗ ଲାଲ ଓ ଧଳା ଥିଲା, ରଙ୍ଗ ପରିବର୍ତ୍ତନ ପଛର ରହସ୍ୟ କ’ଣ

ଜେସିବିର ରଙ୍ଗ ହଳଦିଆ କାହିଁକି ହୋଇଥାଏ, ଏହା ପଛର କାରଣ ଆପଣମାନେ ଜାଣନ୍ତି କି? ତେବେ ପୂର୍ବରୁ ଜେସିବିର ରଙ୍ଗ ଧଳା ଓ ଲାଲ ରହିଥିଲା । ମାତ୍ର ସମୟକ୍ରମେ ଏହାର ରଙ୍ଗ ହଳଦିଆକୁ ବଦଳାଇ ଦିଆଯାଇଥିଲା । ତେବେ ଏହା ପଛର…

NIT Rourkela ପକ୍ଷରୁ ବାହାରିଲା ୧୪୭ଟି ପଦବୀ: ଆରମ୍ଭ ହୋଇଗଲାଣି ଆବେଦନ ପ୍ରକ୍ରିୟା

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି), ରାଉରକେଲା ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଲାଇବ୍ରେରିଆନ,…

Video: ଆଶ୍ଚର୍ଯ୍ୟକର ଜିମ୍; ମେସିନ୍ ଉପରେ ବସି ବ୍ୟାୟାମ କରୁଛନ୍ତି ରାବଣ, ଉପରେ ଉଡ଼ୁଛି ଗରୁଡ଼

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟକୁ ଫିଟ୍ ରଖିବା ପାଇଁ ଅନେକ ସତର୍କତା ଅବଲମ୍ବନ କରୁଛନ୍ତି । ସେହିପରି ଲୋକମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନେକ ଜିମ୍ ଏବଂ ପାର୍କରେ ବ୍ୟାୟାମ…

ମେଘାଳୟରୁ ଚୀନକୁ ବର୍ତ୍ତା ପଠାଇଲେ ପ୍ରଧାନମନ୍ତ୍ରୀ, ନିଜ ସୀମାଞ୍ଚଳର ବିକାଶ କରିବ ଭାରତ ଏବଂ ଏହାକୁ କେହି ଅଟକାଇ ପାରିବେ ନାହିଁ

ଶିଙ୍ଗଲ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଘାଳୟରେ ପହଁଚିଥିଲେ । ସେ ଶିଙ୍ଗଲରେ ଉତ୍ତର ପୂର୍ବ ପରିଷଦର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇଥିଲେ ୫୦ ବର୍ଷ ମଧ୍ୟରେ ପୂର୍ବାଞ୍ଚଳର ବିକାଶରେ ଏକ ସ୍ମରଣୀୟ ପୁସ୍ତକ…

ପିଲାଙ୍କ ଆଡ଼ମିଶନ ସୈନିକ ସ୍କୁଲରେ କରିବାକୁ ଚାହୁଁଛନ୍ତି କି,ଏହି ଦିନ ହେବ ପରୀକ୍ଷା;ଜାଣନ୍ତୁ କେଉଁ ଡକୁମେଣ୍ଟ ଆବଶ୍ୟକ

ନୂଆଦିଲ୍ଲୀ: ଯେତେ ବେଳେ ପିଲାମାନଙ୍କ ଶିକ୍ଷା କଥା ଆସେ ମୁଖ୍ୟତଃ ପିତାମାତା ଚାହାନ୍ତି ତାଙ୍କୁ ଉତ୍ତମ ଶିକ୍ଷା ମିଳୁ । ଏଥିପାଇଁ ସେମାନେ ସବୁ ବେଳେ ଚିନ୍ତା କରନ୍ତି । କେବଳ ସ୍କୁଲ ନୁହେଁ ଏହା ପାଇଁ ପରିବେଶ, ଟଙ୍କା…

Health Insurance:ଏହି ସରକାରୀ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳୁଛି ମାଗଣା ସ୍ୱାସ୍ଥ୍ୟ ବୀମା , ଅନଲାଇନ ମାଧ୍ୟମରେ କରନ୍ତୁ କାର୍ଡ

ନୂଆଦିଲ୍ଲୀ: କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ ଆଉ ସ୍ୱାସ୍ଥ୍ୟ ହେଉଛି ମୂଲ୍ୟବାନ । ତେଣୁ ଆମ ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ସରକାର ବିଭିନ୍ନ ଯୋଜନା ମାନ ରଖିଛନ୍ତି । ଯାହା ସାହାର୍ଯ୍ୟରେ ଆମେ କୌଣସି ମୂହୁର୍ତ୍ତରେ…

ବକ୍ସ ଅଫିସରେ ଧମାଲ କରୁଛି ଅବତାର-୨, ଦୁଇ ଦିନରେ କମାଇଲା ୧୦୦ କୋଟି!

ମୁମ୍ବାଇ: ହଲିଉଡ୍ ଫିଲ୍ମ ‘ଅବତାର୨’ ଭାରତରେ ଜୋରଦାର ବକ୍ସ ଅଫିସରେ ରୋଜଗାର କରିବାରେ ଲାଗିଛି । ପ୍ରଥମ ଦିନରୁ ଭାରତରେ ହଲିଉଡ୍ ର ସବୁଠାରୁ ବଡ଼ ଓପନିଂ ଫିଲ୍ମ ରୂପେ ପରିଚୟ ପାଇସାରିଛି । ଏହାଛଡା ୨ୟ ଦିନରେ ଭଲ ରୋଜଗାର…