Browsing Category

Top Stories

ଆକ୍ସନ ମୋଡ଼ରେ BMC: ଛାତ ଉପରେ ଲାଗି ପାରିବନି ହୋର୍ଡିଂ, ଘରୋଇ ସଂସ୍ଥାକୁ ଦିଆଗଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀବାସୀଙ୍କ ପାଇଁ ଏକ ବଡ଼ ଖବର । ବିଶେଷ କରି ଘରର ଛାତ ଉପରେ ବେଆଇନ ଭାବେ ହୋର୍ଡିଂ ଲଗାଉଥିବା ଲୋକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ରାଜଧାନୀର ଗଛ, ଖୁଣ୍ଟ,…

(Video) ହାତୀ ସହ ହାତର ସଂଘର୍ଷ: ଶେଷରେ ଜିତିଲା ମଣିଷ, ଏହା କ’ଣ ସମ୍ଭବ, ବଡ଼ ଝଟକା!

ନୂଆଦିଲ୍ଲୀ: ଆଜିକାଲି ମଣିଷ ସହିତ ଜୀବଜନ୍ତୁ ଓ ସରିସୃପଙ୍କର ଅନେକ ମଜାଳିଆ ତଥା ଭୟଙ୍କର ଭିଡିଓ ଦେଖିବାକୁ ମିଳୁଛି । ବେଳେବେଳେ ଜୀବଜନ୍ତୁଙ୍କର କିଛି ମଜାଳିଆ ତଥା ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ ତ ଆଉ…

(Video) କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଦୁର୍ଘଟଣା କେମିତି ଘଟିଥିଲା, ଦେଖନ୍ତୁ ଟ୍ରକ କେମିତି ଟକ୍କର ମାରୁଛି

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ଆଜି ଜମ୍ମୁ କଶ୍ମୀର ଗସ୍ତରେ ଯାଇଥିବା ସମୟରେ ସେଠାରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜାରି…

ବଡ଼ ଅଘଟଣ: କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁଙ୍କ କାରକୁ ଧକ୍କା ଦେଲା ଟ୍ରକ୍

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏକ ଟ୍ରକ ରିଜିଜୁଙ୍କ କାରକୁ ଧକ୍କା…

ବଡ଼ ଧରଣର ଅଗ୍ନିକାଣ୍ଡ: ଜଳିଗଲା ଶାଢ଼ୀ ଶୋ’ ରୁମ୍, ମାଲିକଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନୁଗୁଳରୁ ଏକ ବଡ଼ ଖବର ଆସିଛି । ଅଗ୍ନିକାଣ୍ଡରେ ଏକ ଶାଢ଼ୀ ଶୋ’ ରୁମ୍ ଜଳିଯାଇଛି । ଶୋ’ ରୁମରେ କୌଣସି କାରଣବଶତଃ ନିଆଁ ଲାଗି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଜିଲ୍ଲା ସ୍ଥିତ ଶଙ୍କର…

ପୁଣି ବଢ଼ିବ କ୍ଷୀର ଦାମ, ଗ୍ରୀଷ୍ମରେ ଲାଗିବ ଝଟକା! RBI ରିପୋର୍ଟକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ମାସ ପହିଲାରୁ ରାଜ୍ୟରେ ଓମଫେଡ କ୍ଷୀର ଦାମ୍ ବୃଦ୍ଧି ହୋଇଥିଲା । କ୍ଷୀର ଲିଟର ପିଛା ୪ ଟଙ୍କା ମହଙ୍ଗା ହୋଇଥିଲା । ଫୁଲ କ୍ରିମ ଓ ଟୋନଡ କ୍ଷୀରର ରେଟ୍ କମ୍ପାନୀ ବୃଦ୍ଧି କରିଥିଲା ।…

BJPରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ନି? ରାଜ୍ୟ କଂଗ୍ରେସର ମୁଖ୍ୟ କିଏ ହେବ, ପଞ୍ଜାବ ରାଜନୀତି ହଲଚଲ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାରା ଦେଶର ରାଜନୈତିକ ମାହୋଲ ସରଗରମ୍ ରହିଛି । ଫଳରେ ବିଭିନ୍ନ ରାଜ୍ୟରେ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ତେବେ ଏହା ମଧ୍ୟରେ ପଞ୍ଜାବ ରାଜନୀତିରେ ଏକ…

OAVS ନିଯୁକ୍ତି: ଖାଲି ଅଛି ଏକ ହଜାର ପୋଷ୍ଟ, ୧୦ ତାରିଖ ପରେ ଆବେଦନ ବନ୍ଦ

ଓଡ଼ିଶାର ଚାକିରି ଆଶାୟୀଙ୍କ ଏକ ବଡ଼ ସୁଯୋଗ । ଏକ ହଜାରରୁ ଅଧିକ ପଦ ପାଇଁ ନିଯୁକ୍ତି ବାହାରିଛି । ମାତ୍ର ଦୁଇ ଦିନ ପାଇଁ ଏହି ସୁଯୋଗ ରହିଛି । ଆସନ୍ତା ୧୦ ତାରିଖ ଅପରାହ୍ଣ ୫ଟା ପରେ ଆପଣମାନେ ଆଉ ଆବେଦନ କରିବାକୁ ସୁଯୋଗ…

ଦୁଃଖ ପରେ ଦୁଃଖ: ଶବ ସଂସ୍କାର କରିବାକୁ ଆସି ନିଜେ ପାଲଟିଗଲେ ଶବ, ବଜ୍ରପାତ ନେଇଗଲା ୩ ମହିଳାଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ପାଣିପାଗରେ ପରବର୍ତ୍ତନ ସାଙ୍ଗକୁ ବର୍ଷା, ଘଡ଼ଘଡ଼ି, ବନ୍ୟା, ବାତ୍ୟା ମଣିଷ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ବିଶେଷ କରି ବଜ୍ରପାତରେ ରାଜ୍ୟରେ ଅକାଳରେ ବହୁ ଜୀବନ ହାନୀ…

ପୁଣି ଓଡ଼ିଶା ପାଇଁ ଗର୍ବ ଆଣିଲା ଗଞ୍ଜାମ: ହିଞ୍ଜିଳି ଦେଶର ଶ୍ରେଷ୍ଠ ପଞ୍ଚାୟତ, ତାଲିକା ପ୍ରକାଶ କଲା କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲା କ୍ରମାଗତ ଭାବେ ଜାତୀୟ ସ୍ତରରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବାରେ ଲାଗିଛି । ଗତ ଜାନୁଆରୀ ମାସରେ ଗଞ୍ଜାମ ଜିଲ୍ଲାର…