fbpx
Browsing Category

Top Stories

ରାଜ୍ୟରୁ ହଟିବ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି: କେନ୍ଦ୍ର ସରକାର ଜାରି କଲେ ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହିତ ଅନ୍ୟ ସହରମାନଙ୍କରେ ବର୍ତ୍ତମାନ ସମୟରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ତେବେ ରାସ୍ତାରେ ଚାଲୁଥିବା ପୁରୁଣା ଗାଡ଼ି ମଧ୍ୟ ପ୍ରଦୂଷଣ ପାଇଁ…

EPFO ଗ୍ରାହକଙ୍କ ବଢ଼ିବ ପେନସନ! କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ତା’ର ଗ୍ରାହକଙ୍କ ପାଇଁ ଜରୁରୀ ଖବର ଆସିଛି । ଗ୍ରାହକଙ୍କ ମାସିକ ପେନସନ ରାଶି ୧୦୦୦ ଟଙ୍କା ବୃଦ୍ଧି ନେଇ ପୂର୍ବରୁ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ…

ଆଖଣ୍ଡଳମଣିଙ୍କ ମନ୍ଦିରରେ ସେବାୟତଙ୍କ ଉନ୍ମୁକ୍ତ କାଣ୍ଡ ; ଛୁରା ମାଡରେ ଜଣେ ସେବାୟତ ଗୁରୁତର

ଭଦ୍ରକ:ଭଦ୍ରକ ଆଖଣ୍ଡଳମଣି ମନ୍ଦିରରେ ବିଶୃଙ୍ଖଳିତ ସେବାୟତଙ୍କ ଛୁରା ମାଡ଼ରେ ଅନ୍ୟ ଜଣେ ସେବାୟତ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଛୁରାମାଡ କରିଥିବା ସେବାୟତ ଜଣକୁ ଥାନାରେ ଅଟକ ରଖିଛି ପୋଲିସ ।…

(Video) ତୁ କଲେକ୍ଟର ହେବୁ, ଆଉ ତୁ ଇଞ୍ଜିନିୟର: ଦୁଇ ଅନାଥଙ୍କ ଦୁଃଖ ବୁଝିଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ କିଛି ନା କିଛି ନୂଆ କାର୍ଯ୍ୟ କରି ଦେଶବାସୀଙ୍କ ହୃଦୟରେ ରାଜ୍ କରିଥାନ୍ତି । ତେବେ ଆସନ୍ତା ମାସ ୧ ତାରିଖରେ ଗୁଜରାଟ ବିଧାନସଭା ନିର୍ବାଚନ ଆରମ୍ଭ ହେବ । ତେଣୁ…

ଏହି ବ୍ୟକ୍ତି ଭୁଲରେ ଖାଆନ୍ତୁ ନାହିଁ ମୁଗ ଡାଲି; ହୋଇପାରେ ୩ଟି ସାଇଡ ଇଫେକ୍ଟସ

ଡାଲି ପ୍ରୋଟିନର ଏକ ଉତ୍ତମ ଉତ୍ସ ଭାବେ ବୁଝାଯାଏ । ଡାଲିରେ ଅନେକ ଗୁଣ ରହିଛି, ଯାହା ଆମ ସ୍ୱାସ୍ଥ୍ୟକୁ ଶକ୍ତି ଯୋଗାଇଥାଏ । ତେବେ ଯଦି ଆମେ ମୁଗ ଡାଲି ବିଷୟରେ କହିବା, ତେବେ ଏଥିରେ ଭିଟାମିନ୍, କପର, ଫାଇବର ଏବଂ…

କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ, କେନ୍ଦୁପତ୍ର ତୋଳାଳୀଙ୍କ ଖାତାକୁ ଗଲା ୪୩ କୋଟି ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ, ଘୋଷଣାର ସପ୍ତାହକ ଭିତରେ କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା। ମିଳିଲା ସହାୟତା। କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ…

Indian Air Force ପକ୍ଷରୁ ବାହାରିଲା ୨୪୧ଟି ପଦବୀ: ଡିସେମ୍ବର ୧ରୁ ଆବେଦନ ଆରମ୍ଭ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଭାରତୀୟ ବାୟୁ ସେନା ପକ୍ଷରୁ ୨୪୧ଟି ପଦବୀ ନିମନ୍ତେ ଚାକିରି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଫ୍ରାଇଂ ବ୍ରାଞ୍ଚ ଓ ଗ୍ରାଉଣ୍ଡ ଡ୍ୟୁଟି (ଟେକ୍ନିକାଲ…

ସରକାର ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର, SSC GD କନଷ୍ଟେବଳ ନିଯୁକ୍ତି ପାଇଁ ୨୦,୦୦୦ ରୁ ଅଧିକ ପୋଷ୍ଟ ବଢ଼ିଲା

ନୂଆଦିଲ୍ଲୀ: ଏସଏସସି ଜିଡି କନଷ୍ଟେବଲ୍ ନିଯୁକ୍ତି ୨୦୨୨ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଜିଡି କନଷ୍ଟେବଲଙ୍କ ସଂଶୋଧିତ ପଦବୀକୁ ଏସଏସସି ପ୍ରକାଶ କରିଛି। ଯାହା ଅଧୀନରେ ୨୦,୦୦୦ ରୁ ଅଧିକ…

(Video) ୬୦ ଫୁଟ ଉଚ୍ଚତାରୁ ହଠାତ୍ ଭାଙ୍ଗି ପଡ଼ିଲା ଫୁଟ୍ ଓଭର ବ୍ରିଜ୍: ରେଳ ଟ୍ରାକ ଉପରେ ପଡ଼ିଲେ ୨୦ ଜଣ

ନୂଆଦିଲ୍ଲୀ: ଗତ ୨୧ ତାରିଖରେ ଓଡ଼ିଶାର ଯାଜପୁର ଜିଲ୍ଲା କୋରେଇ ରେଳ ଷ୍ଟେସନରେ ଏକ ଟ୍ରେନ ଦୁର୍ଘଟଣା ଘଟିଥିଲା । ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା କାରଣରୁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଉକ୍ତ ଘଟଣାକୁ ଏକ…

ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସଭାପତି ହେବେ ପିଟି ଉଷା

ନୂଆଦିଲ୍ଲୀ: କିମ୍ବଦନ୍ତୀ ଭାରତୀୟ ଆଥଲେଟ ପି.ଟି ଉଷା ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ର ପ୍ରଥମ ମହିଳା ସଭାପତି ହେବାକୁ ଯାଉଛନ୍ତି। ଯେହେତୁ ସେ ଡିସେମ୍ବର ୧୦ ନିର୍ବାଚନ ପାଇଁ ଏହି ପଦବୀ ପାଇଁ ଏକମାତ୍ର…