Browsing Category
Top Stories
ରାହୁଲ ଗାନ୍ଧିଙ୍କୁ ପୁଣି ନୋଟିସ: ସରକାରୀ ବଙ୍ଗଳା ଛାଡିବା ପାଇଁ ନିର୍ଦ୍ଦେଶ ଦେଲା କମିଟି
ନୂଆଦିଲ୍ଲୀ: ଲୋକସଭା ଦ୍ୱାରା ଅଯୋଗ୍ୟ ବୋଲି ଘୋଷଣା ହେବା ପରେ ସଦସ୍ୟତା ହରାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହାପରେ ରାହୁଲଙ୍କୁ ଆଉ ଏକ ନୋଟିସ ପଠାଇଛି ଲୋକସଭା ଆବାସ ସମିତି । କଂଗ୍ରେସ…
KKRକୁ ମିଳିଲେ ନୂଆ ଅଧିନାୟକ: ଶ୍ରେୟସ ଆୟରଙ୍କ ଜାଗାରେ IPL-୨୦୨୩ରେ ନେବେ ନେତୃତ୍ୱ
ନୂଆଦିଲ୍ଲୀ: ଆହତ ହୋଇ ଆଇପିଏଲ-୨୦୨୩ରୁ ବାଦ୍ ପଡିଛନ୍ତି କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟର । ତେଣୁ ଶ୍ରେୟସଙ୍କ ସ୍ଥାନରେ ନୂଆ ଅଧିନାୟକ ଦାୟିତ୍ୱ ନେଇଛନ୍ତି ଦଳର ଷ୍ଟାର ଖେଳାଳି । ଚଳିତବର୍ଷ ଶ୍ରେୟସଙ୍କ…
ଭାରତର ରହିବ କି ନିଜସ୍ୱ chatgpt ? ବଡ଼ ଦାବି କଲେ ଅଶ୍ୱିନୀ ବୈଷ୍ଣବ; କିଛି ସପ୍ତାହ ମଧ୍ୟରେ କରାଯିବ ଘୋଷଣା
ନୂଆଦିଲ୍ଲୀ: ଚାଟ୍ ଜିପିଟିର ନିଜସ୍ୱ ସଂସ୍କରଣ ଲଞ୍ଚ କରିବାକୁ ଯାଉଛନ୍ତି ଭାରତ ସରକାର। ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମନ୍ତବ୍ୟ ପରେ ଏହି କଳ୍ପନା କରାଯାଉଛି। ଏକ କାର୍ଯ୍ୟକ୍ରମରେ ତାଙ୍କୁ ପଚରାଯାଇଥିଲା କି…
ରାହୁଲ ଗାନ୍ଧିଙ୍କ ପରେ ୧୬ କଂଗ୍ରେସ କର୍ମୀ ସସପେଣ୍ଡ: ଜଣକ ବ୍ୟତୀତ ସମସ୍ତ ବିଧାୟକଙ୍କୁ ନିଲମ୍ବନ
ନୂଆଦିଲ୍ଲୀ: ଜେଲ ଦାଣ୍ଡାଦେଶ ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ କରିବା ନେଇ ବର୍ତ୍ତମାନ ରାଜନୀତି ମାହୋଲ ସରଗରମ ରହିଛି । ଏହା ଭିତରେ ପୁଣିଥରେ କଂଗ୍ରେସର ଆଉ କିଛି ନେତାଙ୍କ ଉପରେ…
ଓଡ଼ିଶାରେ କେତେ ଜଣଙ୍କ ପାଖରେ ଅଛି ବନ୍ଧୁକ ଲାଇସେନ୍ସ, ବିଧାନସଭାରେ ସୂଚନା ଦେଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ମୋଟ୍ ୧୮ହଜାର ୨୬୮ ଜଣ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ୧ ହଜାର ୩୨୭ଜଣ କେନ୍ଦୁଝର ଜିଲ୍ଲାର । ନିଜର ବ୍ୟକ୍ତିଗତ ସୁରକ୍ଷା, ଟାର୍ଗେଟ ଅଭ୍ୟାସ ଏବଂ…
୬ ଏପ୍ରିଲରୁ ସୃଷ୍ଟି ହେଉଛି ବହୁତ ଶୁଭ ମାଲ୍ୟ ଯୋଗ: ଏହି ରାଶିର ଲୋକଙ୍କ ଉପରେ ହେବ ଧନବର୍ଷା !
ଶୁକ୍ର ଗ୍ରହ ଶାରୀରିକ ସୁଖ, ଧନ, ପ୍ରେମ, ରୋମାନ୍ସ, ସୌନ୍ଦର୍ଯ୍ୟ, ଆକର୍ଷଣ ଏବଂ ଖ୍ୟାତି ପ୍ରଦାନ କରିଥାନ୍ତି । ସେଥିପାଇଁ ଏହି ସବୁ ଜିନିଷ ପାଇବା ପାଇଁ ରାଶିରେ ଶୁକ୍ରଙ୍କର ଏକ ଭଲ ସ୍ଥିତି ରହିବା ଆବଶ୍ୟକ । ଏହା ସହିତ…
ବିବାହିତ ଲୋକମାନେ ହେଲେ ମାଲାମାଲ, ମୋଦୀ ସରକାର ଦେଉଛନ୍ତି ୫୧ ହଜାର ଟଙ୍କା !
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି, ଯେଉଁଥିରେ ବିବାହିତ ଲୋକମାନଙ୍କୁ ବଡ଼ ଫାଇଦା ମିଳୁଛି । ଯଦି ଆପଣ ମଧ୍ୟ ବିବାହ କରିଛନ୍ତି ତେବେ ମୋଦୀ ସରକାର ଆପଣଙ୍କୁ ଟଙ୍କା ଦେବାକୁ ଯାଉଛନ୍ତିି…
IPLରେ ଓଡିଆ କମେଣ୍ଟ୍ରି କରିବେ ଲୋରିଆ: ଏମିତି ଭାବେ ମଜା ନେଇ ପାରିବେ ଦର୍ଶକ
କଟକ: ଚଳିତବର୍ଷର ଆଇପିଏଲକୁ ନେଇ ରୋମାଞ୍ଚ ଦିନକୁ ଦିନ ବଢିବାରେ ଲାଗିଛି । ବିଭିନ୍ନ କାରଣରୁ ଆଇପିଏଲ-୨୦୨୩ ସିଜନ୍ ପାଇଁ ଫ୍ୟାନ୍ସମାନଙ୍କ ମନରେ ଉତ୍ସାହ ବଢିଚାଲିଛି । ସେପଟେ ଓଡିଆ କ୍ରିକେଟପ୍ରେମୀମାନଙ୍କ ପାଇଁ ଆଉ ଏକ…
ଓଡ଼ିଶାରେ ଖୁବ୍ ଶୀଘ୍ର ଆରମ୍ଭ ହେବ ପୁରୁଣା ଗାଡ଼ି ସ୍କ୍ରାଫିଙ୍ଗ୍ ବ୍ୟବସ୍ଥା, ଦୁଇଟି ଘରୋଇ ସଂସ୍ଥାକୁ ସ୍କ୍ରାଫିଙ୍ଗ୍ ୟୁନିଟ୍ ପ୍ରତିଷ୍ଠା…
ଭୁବନେଶ୍ୱର: ରାଜ୍ୟରେ ଖୁବ୍ ଶୀଘ୍ର ପୁରୁଣା ଗାଡ଼ିରେ ସ୍କ୍ରାଫିଙ୍ଗ୍ ବ୍ୟବସ୍ଥା ଆରମ୍ଭ ହେବ। ରାଜ୍ୟ ସରକାର ଦୁଇଟି ଘରୋଇ ସଂସ୍ଥାକୁ ସ୍କ୍ରାଫିଙ୍ଗ୍ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ଅନୁମତି ଦେଇଛନ୍ତି। ଖୋର୍ଦ୍ଧାଠାରେ…
ପୁଣି ଫେରଲା କି ମହାମାରୀ? ୧୦ ହଜାର ଟପିଲା ପଜିଟିଭ କେସ୍, ଗୋଟିଏ ସ୍କୁଲରୁ ୩୭
ନୂଆଦିଲ୍ଲୀ: ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରବିବାର ଦେଶରେ ୧୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୧୪୯ ଦିନ ଭିତରେ ଏହା ସର୍ବାଧିକ ବୋଲି ରେକର୍ଡ…