fbpx
Browsing Category

Top Stories

ଆଜିଠାରୁ କ୍ଷୀର ଦୁଇ ଟଙ୍କା ମହଙ୍ଗା: ପୁଣି ଏକ କମ୍ପାନୀ ବଢ଼ାଇଲା କ୍ଷୀର ଓ ଦହି ଦାମ୍

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ମହଙ୍ଗା ସିଜିନ୍ ଚାଲିଛି । ପନିପରିବାଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ ଆଦିର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ତେବେ ଏଭଳି ସ୍ଥିତିରେ କ୍ଷୀର ପରି ଏକ…

ଜିଲ୍ଲା ମାନ୍ୟତା ଦାବି: ଆଜି ଟିଟିଲାଗଡ଼ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡ଼ିଛି । ସମସ୍ତ ପ୍ରକାରର…

Agni 3 Missile ପରୀକ୍ଷଣ କଲା ଭାରତ: ୩ ହଜାର କିମି ଦୂରରେ ଥିବା ଶତ୍ରୁକୁ କରିବ ଟାର୍ଗେଟ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରରେ ଭାରତର ଶକ୍ତି ବଢ଼ିବାରେ ଲାଗିଛି । ଗତ ୧୮ ତାରିଖରେ ଭାରତ ମହାକାଶକୁ ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ ଲଞ୍ଚ କରିଥିଲା । ତେବେ ଏହା ମଧ୍ୟରେ ଭାରତ ଆଜି ପୁଣି ଆଉ ପାଦେ…

ବାଣ ଲଢ଼େଇ ନେଲା ସବୁ ଛଡ଼େଇ: ବାଣ ଫୁଟି ୪ ସଙ୍କଟାପନ୍ନ, ୨୦ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଣ ସାଜିଲା କାଳ । ବାଣ ପ୍ରତିଯୋଗିତା ଚାଲିଥିବା ବେଳେ ବିସ୍ଫୋରଣ ଘଟି ୨୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଘଟଣାରେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । କେନ୍ଦ୍ରାପଡ଼ା…

ସରନେମ ଶୁଣିଲେ ଲାଗିବ ସେ ଜଣେ ବଙ୍ଗାଳୀ, କିନ୍ତୁ ସେ ନୁହନ୍ତି; ଜାଣନ୍ତୁ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳଙ୍କ ବିଷୟରେ

ନୂଆଦିଲ୍ଲୀ: ସରନେମ ଶୁଣିଲେ ଲାଗିବ ସେ ଜଣେ ବଙ୍ଗାଳୀ ବ୍ୟକ୍ତି। କିନ୍ତୁ ବାସ୍ତବରେ ସେ ଜଣେ କେରଳର କୋଟ୍ଟାୟମ ବାସିନ୍ଦା। ଆଉ  ସେ ହେଉଛନ୍ତି ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ସି ଭି ଆନନ୍ଦ ବୋଷ।ସେ ଜଣେ କେରଳି…

ବିବାହ ପୂର୍ବରୁ ୮ଟି ମେଡିକାଲ ଟେଷ୍ଟ କରିବା ନିହାତି ଜରୁରୀ: ନଚେତ୍ ସାରା ଜୀବନ କାନ୍ଦିବେ ଦମ୍ପତି

ଯଦି ଆପଣମାନେ ବିବାହ ପରେ ଖୁସିରେ ଜୀବନ ବିତାଇବାକୁ ଚାହୁଁଥାନ୍ତି, ତେବେ ବିବାହ ପୂର୍ବରୁ କିଛି ମେଡିକାଲ ଟେଷ୍ଟ କରିବା ନିହାତି ଜରୁରୀ । ଏଥିରେ ଅବହେଳା କଲେ ଆପଣ ବିବାହ ପରେ କେବଳ ହସ୍ପିଟାଲ ବିଲ୍ ଭରଣା କରି ଜୀବନ…

ପ୍ରତୀକ୍ଷା ଚଳଚିତ୍ର ହେବ ହିନ୍ଦୀ ରିମେକ, ସୂଚନା ଦେଲେ ଅନୁପମ ଖେର

ଭୁବନେଶ୍ୱର:ଦମନ ଚଳଚିତ୍ର ସୁପର ହିଟ ହେବା ପରେ ଏହାର ହିନ୍ଦୀ ରିମେକ ଖୁବ ଶୀଘ୍ର ପରଦାକୁ ଆସୁଛି ବୋଲି ଆମେ ସବୁ ଶୁଣିବାକୁ ପାଇଥିଲୁ । ତେବେ ଦମନରେ ସୁପର ଷ୍ଟାର ବାବୁଶାନଙ୍କ ସହ କାର୍ଯ୍ୟ କରିଥିଲେ ଦୀପନୱିତ । ଯିଏ…

FIFA World Cup: ଇତିହାସ ରଚିଲା ଜାପାନ, ୪ ଥରର ବିଶ୍ୱଚାମ୍ପିୟନ ଜର୍ମାନୀ ହାରିଲା

ନୂଆଦିଲ୍ଲୀ: କତାରରେ ଚାଲିଥିବା ଚଳିତ ଫିଫା ବିଶ୍ୱକପ ୨୦୨୨ରେ ରୋମାଞ୍ଚକର ପରିସ୍ଥିତି ଦେଖିବାକୁ ମିଳିଛି । ବଡ଼ ବଡ଼ ଟିମକୁ ଦୁର୍ବଳ ତଥା କ୍ଷୁଦ୍ର ଟିମମାନେ ପରାସ୍ତ କରି ନିଜର ଦମ୍ ଦେଖାଉଛନ୍ତି । ଗତ ୨୨ ତାରିଖରେ…

ପ୍ରାଣ ନେଉଛି ମିଳିମିଳା: ୧୨ ଜଣଙ୍କ ମୃତ୍ୟୁ ସହ ୩୨୦୮ ଚିହ୍ନଟ,ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ସ୍ୱଚ୍ଛତାରେ ହେଳା, ଅପପୃଷ୍ଟି, ପାଣି ସମସ୍ୟା ପାଇଁ ଦେଶରେ ବିଭିନ୍ନ ରାଜ୍ୟରେ ଭିନ୍ନ ପ୍ରକାର ରୋଗ ମୁଣ୍ଡ ଟେକୁଛି । ତେବେ କିଛି ଦିନ ତଳେ ଡେଙ୍ଗୁ ବ୍ୟାପିଥିବା ବେଳେ ଏବେ ମିଳିମିଳା ପାଇଁ ନୀରିହ ଶିଶୁ ମାନଙ୍କ ଜୀବନ…

UPI Payment ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର,ଖୁବ ଶୀଘ୍ର RBI କରିବାକୁ ଯାଉଛନ୍ତି ଏହି ପରିବର୍ତ୍ତନ

ନୂଆଦିଲ୍ଲୀ :ଯଦି ଆପଣ UPI ପେମେଣ୍ଟ  ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି । UPI ପେମେଣ୍ଟ ସିଷ୍ଟମରେ ଖୁବ୍ ଶୀଘ୍ର ଏକ ବଡ ପରିବର୍ତ୍ତନ ଘଟିବାକୁ ଯାଉଛି, ଯାହା ଦେଶର କୋଟି ଉପଭୋକ୍ତାଙ୍କୁ…