Browsing Category
Top Stories
ସରକାରଙ୍କ କଡା ଆକ୍ସନ, ହରତାଳ କରୁଥିବା ୬୫୦ ବିଜୁଳି କର୍ମଚାରୀଙ୍କୁ ଚାକିରିରୁ କଲେ ବାହାର
ଉତ୍ତରପ୍ରଦେଶ: ୟୁପିରେ ବିଦ୍ୟୁତକର୍ମୀଙ୍କ ଧର୍ମଘଟ ଉପରେ ହାଇକୋର୍ଟ କଠୋର ହେବା ପରେ ଏବେ ୟୁପି ସରକାର ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେଣୁ ସରକାର ୬୫୦ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କ ସେବା…
ମାଟ୍ରିକ ପରୀକ୍ଷାରେ ବିଭ୍ରାଟ, ବୋର୍ଡ ସଭାପତି କହିଲେ ଚିନ୍ତିତ ହେବାର ଆବଶ୍ୟକ ନାହିଁ
କଟକ: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟିକୁ ସ୍ୱୀକାର କରିଛି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)। ତେବେ ଏଠି ପାଇଁ ପିଲା ମାନଙ୍କୁ ଚିନ୍ତିତ ହେବା ଆବଶ୍ୟକ ନାହିଁ ବୋଲି ବୋର୍ଡ କହିଛି । ମୁଦ୍ରଣଜନିତ ତ୍ରୁଟି…
ବିଦେଶରୁ ମିଳିଥିବା କୋଟି କୋଟି ଟଙ୍କା ଉପହାର କୁଆଡେ ଗଲା? ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଆଇନ ଉଲ୍ଲଂଘନ ଅଭିଯୋଗ
ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାରକୁ ବିଦେଶୀ ରାଷ୍ଟ୍ରରୁ କୋଟି କୋଟି ଟଙ୍କାର ଉପହାର ମିଳିଥିଲା । ଟ୍ରମ୍ପଙ୍କ ପରିବାରକୁ ଭାରତ ସମେତ ଅନ୍ୟାନ୍ୟ ରାଷ୍ଟ୍ରରୁ ୧୦୦ ରୁ…
(Video)ସକ୍ଷମ ହେଲି ଆଉ ତାପରେ ବାହା ହେଲି, ସୋସିଆଲ ମିଡିଆରେ ଭାଇରଲ ହେଉଛି ଦୁନିଆର ସବୁଠୁ ଛୋଟ ବଡି ବିଲଡରଙ୍କ ବିବାହ ଭିଡ଼ିଓ
ନୂଆଦିଲ୍ଲୀ: ଦୁନିଆର ସବୁଠୁ ଛୋଟ ବଡି ବିଲଡର ଭାବରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ରେ ତାଙ୍କ ନାମ। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ପ୍ରତୀକ ମୋହିତ। କିଛି ଦିନ ତଳେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।…
ବାଇଡେନଙ୍କ ଅତିଥି ହେବେ ମୋଦୀ, ହ୍ୱାଇଟହାଉସରେ କରିବେ ରାଜକୀୟ ରାତ୍ରିଭୋଜନ !
ନୂଆଦିଲ୍ଲୀ: ଆସନ୍ତା କିଛି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରିପାରନ୍ତି। ସେଠାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କୁ ସମ୍ମାନିତ କରିବେ ଏବଂ ମୋଦୀ ତାଙ୍କ ସହ ରାତ୍ରୀ ଭୋଜନ…
ଏହି ରାଜ୍ୟଗୁଡିକରେ ବର୍ଷା ସମ୍ଭାବନା, କୁଆପଥର ମାଡରେ ୭ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ପାଣିପାଗରେ ପରିବର୍ତ୍ତନ ଘଟିଛି । ଦିଲ୍ଲୀର ଅନେକ ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ଏଥି ସହିତ ନୋଏଡାରେ ମଧ୍ୟ ଝିପ ଝିପ୍ ବର୍ଷା ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ ଆଜି…
ଏବେ ଇନଷ୍ଟାଗ୍ରାମ ଏବଂ ଫେସବୁକର ବ୍ଲ୍ୟୁ ଟିକ୍ ପାଇଁ ଦେବାକୁ ପଡିବ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: କିଛି ସମୟ ପୂର୍ବରୁ ମେଟା ଘୋଷଣା କରିଥିଲା ଯେ, ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ପାଇଁ ପେଡ ଭାରିଫିକେସନର ସୁବିଧା ଉପସ୍ଥାପନ କରିବ । ବର୍ତ୍ତମାନ କମ୍ପାନୀ ଆମେରିକାରେ ଏହି ପ୍ଲାନର ଆରମ୍ଭ କରିବାର କଥା…
ଘରେ ପଡିଛି ବାପାଙ୍କ ମୃତଦେହ … ଲୁହ ଛଳ ଛଳ ଆଖିରେ ବୋର୍ଡ ପରୀକ୍ଷା ଦେଲେ ଝିଅ
ନୂଆଦିଲ୍ଲୀ : ଆଖିରେ ଲୁହ ଛଳ ଛଳ, ଥରୁଛି ଦେହ ହାତ... । ଯେଉଁ ବାପା ଦିନେ ଆଙ୍ଗୁଠି ଧରି ଚାଲିବା ଶିଖାଇଥିଲେ, ଆଗକୁ ବଢିବାର ସ୍ୱପ୍ନ ଦେଖାଇଥିଲେ.. ଆଜି ସେହି ବାପାର ଶବ ଘରେ ପଡିଛି । ଆଉ ଝିଅ ଆସିଛି ବୋର୍ଡ ପରୀକ୍ଷା…
ଦୁନିଆର ସବୁଠୁ ଦାମୀ ଚାଉଳ, ବୃଦ୍ଧମାନେ ଖାଇଲେ ରୁହନ୍ତି ଯବାନ ! ମୂଲ୍ୟ ଜାଣି ହେଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ :ଚାଉଳ କାହାକୁ ବା ଖାଇବା ପସନ୍ଦ ନୁହେଁ । ସମସ୍ତେ ଭାତ ଖେଇବାକୁ ରୁଚି ରଖନ୍ତି ।ଚାଉଳ ଦ୍ୱାରା ଆମ ଶରୀରକୁ ଶ୍ୱେତସାର ମିଳିଥାଏ । ଯାହା ଆମ ଶରୀର ପାଇଁ ବହୁତ ଉପଯୋଗୀ ହେଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ…
ଡଲାରର ଚମକକୁ ଫିକା ପକାଇବ ଟଙ୍କା, ୧୮ ଦେଶ ସହ ସ୍ଥାନୀୟ ମୁଦ୍ରାରେ ବ୍ୟାପରକୁ ମିଳିଲା ସହମତି
ନୂଆଦିଲ୍ଲୀ: ଭାରତୀୟ ଟଙ୍କା ଅନ୍ତରାଷ୍ଟ୍ରୀୟ ମୁଦ୍ରାରେ ପରିଣତ କରିବା ହେବା ପାଇଁ ଯୋରଦାର ପ୍ରସ୍ତୁତି ଚାଲିଛି । ସେଥିପାଇଁ ଦୁନିଆର ବହୁତ ଗୁଡିଏ ଦେଶ ଭାରତ ସହ ଟଙ୍କାରେ ବାଣିଜ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ…