Browsing Category

Top Stories

ଏହି ଦିନରୁ ବଢିବ ତାତି: ହିଟୱେଭକୁ ନେଇ ଚେତାବନୀ ଦେଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜ୍ୟର ପାଣିପାଗରେ ଏବେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଉତ୍ତର ଭାରତରୁ ଆରମ୍ଭ କରି ଅନ୍ୟାନ୍ୟ ରାଜ୍ୟରେ ପ୍ରବଳ ତାତି ବଢିଥିବା ବେଳେ କିଛି ରାଜ୍ୟରେ ବର୍ଷା ହେଉଥିବା ଦେଖାଯାଇଛି ।…

ଦେଶର ଏହି ରାଜ୍ୟରେ ସୃଷ୍ଟି ହେଲା ଲକ୍‌ଡାଉନ୍ ଭଳି ସ୍ଥିତି: ପିଲାରୁ ବୁଢା ଯାଏଁ ସମସ୍ତଙ୍କ ମୁହଁରେ ମାସ୍କ

ନୂଆଦିଲ୍ଲୀ: କେରଳର କୋଚି ସହରରେ ଏବେ ଲକଡାଉନ୍ ପରି ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ବହୁତ କମ୍ ଲୋକେ ଏବେ ବାହାରକୁ ବାହାରୁଛନ୍ତି। ଆଉ ଯେଉଁମାନେ ବାହାରକୁ ଆସୁଛନ୍ତି, ସେମାନଙ୍କ ମୁହଁରେ ମାସ୍କ ଲଗାଇ ବାହାରୁଛନ୍ତି।…

IPL-2023ରେ ଶେଷ ଥର ଖେଳିବେ ଧୋନୀ! ସୂଚନା ଦେଲେ ସାଥୀ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ଯେତେ ପାଖେଇ ଆସୁଛି, ଏହାକୁ ନେଇ ଚର୍ଚ୍ଚା ସେତେ ବୃଦ୍ଧି ପାଇବାରେ ଲାଗିଛି । ଏହାସହିତ ଧୋନୀଙ୍କ ସନ୍ନ୍ୟାସକୁ ନେଇ ମଧ୍ୟ ବଢୁଛି ଆଲୋଚନା । ଚଳିତବର୍ଷ କ୍ୟାପଟେନ କୁଲ ଆଇପିଏଲ…

WHO ପକ୍ଷରୁ ଆସିଲା ଚେତାବନୀ: ଲୁଣ ପାଇଁ ଚାଲିଯିବ ୭୦ ଲକ୍ଷ ଲୋକଙ୍କ ଜୀବନ! ସତର୍କ ନହେଲେ ବଢ଼ିବ ହାର୍ଟ ଆଟାକ, ଷ୍ଟ୍ରୋକ, ହାଇ ବିପି, ମୋଟାପା,…

ନୂଆଦିଲ୍ଲୀ: ପ୍ରତ୍ୟେକ ଲୋକଙ୍କର ଦୈନନ୍ଦିନ ଜୀବନରେ ଲୁଣ ନିହାତି ଆବଶ୍ୟକ । ଖାଦ୍ୟ ଯେତେ ସ୍ୱାଦିଷ୍ଟ ହେଲେ ହେଁ ଯଦି ସେଥିରେ ଲୁଣ ନ ପଡ଼ିବ, ତେବେ ତା’ର କିଛି ମହତ୍ତ୍ୱ ରହିନଥାଏ । ତେବେ ସାରା ବିଶ୍ୱରେ ଯଦି ଜଣେ…

ଏଇ ଜାଗାରୁ ଚାଲି ଚାଲି କରନ୍ତି ବିଦେଶ ଯାତ୍ରା: ବାସ୍ କରିବାକୁ ହେବ ଏହି କାମ

ନୂଆଦିଲ୍ଲୀ: ରେଳଲାଇନକୁ ଦେଖିଲେ ଅନେକକ ଲୋକଙ୍କ ମନରେ ଏମିତି ଗୋଟିଏ ପ୍ରଶ୍ନ ଆସେ । କେଉଁଠି ଶେଷ ହୋଇଛି ଏହି ଟ୍ରାକ? ବୋଧହୁଏ ଏହାର ଉତ୍ତର ଅନେକ ଲୋକଙ୍କ ପାଖରେ ନଥିବ । କାରଣ ରେଳ ଲାଇନ ରାଜ୍ୟରୁ ରାଜ୍ୟକୁ ଯୋଡିବାରେ…

Video: ବଳାତ୍କାର ଅଭିଯୁକ୍ତର ଘର ଉପରେ ବୁଲଡୋଜର ମଡ଼ାଇଦେଲେ ମହିଳା ପୋଲିସ୍

ନୂଆଦିଲ୍ଲୀ: ଆଜିକାଲି ପୁରା ଭାରତରେ ବୁଲଡୋଜର ଖୁବ ଆଲୋଚନାରେ ରହୁଛି। ଉତ୍ତରପ୍ରଦେଶ ଠାରୁ ଓଡ଼ିଶା ପର୍ଯ୍ୟନ୍ତ ବୁଲଡୋଜରର କାହାଣୀ ଦେଶର ମୁଖ୍ୟ ପ୍ରସଙ୍ଗରେ ସ୍ଥାନ ପାଇଛି। ଏବେ ବୁଲଡୋଜର ବିଷୟରେ ଏକ ରୋଚକ ଘଟଣା…

ଭୁବନେଶ୍ୱର ପାଇଁ ସତର୍କ ଘଣ୍ଟି ବଜାଇଲା ପୁରୀ ଅଗ୍ନିକାଣ୍ଡ: ୟୁନିଟ-୧ ମାର୍କେଟରେ ନିଆଁ ଲାଗିଲେ ପରିସ୍ଥିତି ଅସମ୍ଭାଳ ହେବ, BMC କେବେ ଗୁହାରି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୮ ତାରିଖ ରାତି ପାଖାପାଖି ୭ଟା ସମୟରେ ପୁରୀ ବଡ଼ଦାଣ୍ଡ ସ୍ଥିତ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସର ତଳ ମହଲାରେ ନିଆଁ ଲାଗିଯାଇଥିଲା । ପରବର୍ତ୍ତୀ ସମୟରେ ଏହି ନିଆଁ ସାରା ମାର୍କେଟକୁ…

ସୁନ୍ଦରଗଡକୁ ୯୬୪ କୋଟିର ପ୍ରକଳ୍ପ ଭେଟି: ରାଉରକେଲା ଗସ୍ତରେ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ରାଉରକେଲା ଗସ୍ତରେ ଆସି ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ…

ଋଣ ହ୍ରାସ କରିବା ପାଇଁ ଅମ୍ବୁଜା ସିମେଣ୍ଟର ଅଂଶଧନ ବିକ୍ରି କରିବେ ଗୌତମ ଆଦାନୀ: ରିପୋର୍ଟ

ମୁମ୍ବାଇ: ଋଣ ପରିଶୋଧ କରିବା ପାଇଁ ସିମେଣ୍ଟ କମ୍ପାନୀର ସେୟାର ବିକ୍ରି କରିବାକୁ ଯୋଜନା କରୁଛନ୍ତି ଆଦାନୀ ଗ୍ରୁପ୍‌ର ମୁଖିଆ ଗୌତମ ଆଦାନୀ। ଫାଇନାସିଆଲ ଟାଇମ୍ସ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହାର ୪୫୦ ମିଲିୟନ ଡଲାର…

(Video) ଓଡ଼ିଶାର ଚାଷୀଙ୍କ କମାଲ୍: ବାଇଗଣ ଗଛରେ ଫଳୁଛି ଟମାଟୋ, ଲଙ୍କା: ବିନା ମାଟି ଓ ପାଣିରେ ବଞ୍ଚି ପାରିବ ୩୦ ଦିନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ଏଠାରେ ବିଭିନ୍ନ ପ୍ରକାରର କୃଷିଜାତ ଦ୍ରବ୍ୟ ଚାଷ କରାଯାଇଥାଏ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମାଣ୍ଡିଆ, କପା ଚାଷୀଙ୍କୁ…