fbpx
Browsing Category

Top Stories

ଦିଲ୍ଲୀର ପ୍ରଦୂଷଣକୁ ନେଇ ଚିନ୍ତାରେ ସରକାର: ସବୁ ଜାଗାରେ ୪୦୦ ପାର ହେଲା AQI

ନୂଆଦିଲ୍ଲୀ: ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀ NCRର ବାୟୁମଣ୍ଡଳ । ଆଜି ମଧ୍ୟ ଘନ ଧୂଆଁ ଯୋଗୁଁ ରାଜଧାନୀ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବାୟୁମଣ୍ଡଳର ଗୁଣବତ୍ତା ଗମ୍ଭୀର ସ୍ଥିତିରେ ରହିଛି । ଦିଲ୍ଲୀ-NCRରେ…

#BoycottPathaan,କାହିଁକି ହେଉଛି ଟ୍ରେଣ୍ଡ; ଜାଣନ୍ତୁ କଣ ରହିଛି କାରଣ

ମୁମ୍ବାଇ: ଶାହାରୁଖ୍ ଖାନଙ୍କ  ଫିଲ୍ମ ‘ପଠାନ’ର ଟିଜର ନଭେମ୍ବର ୨ ତାରିଖ ଅର୍ଥାତ କିଙ୍ଗ୍ ଖାନଙ୍କ ଜନ୍ମଦିନରେ ରିଲିଜ ହୋଇଛି । ଯାହାକୁ ନେଇ ଶାହାରୁଖ ଖାନଙ୍କ ଫ୍ୟାନ୍ସମାନେ ବହୁତ ଉତ୍ସାହିତ ଅଛନ୍ତି । ଏହି ଚଳଚିତ୍ରରେ…

ଏସିଆ କପ୍-୨୦୨୩ ପାଇଁ ପାକିସ୍ତାନକୁ ଯିବ କି ଭାରତ? ଉତ୍ତର ରଖିଲେ ବିସିସିଆଇ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି ଏସିଆ କପ୍-୨୦୨୩ । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ହିଁ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ବିଶେଷ କରି ଭାରତ ପାକିସ୍ତାନ ମ୍ୟାଚ ଏସବୁ…

ଲୋକଙ୍କୁ ମହଙ୍ଗା ମାଡ଼! ପୁଣି ବଢ଼ିଲା ସିଏନଜି-ପିଏନଜି ଦାମ୍, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧି ପାଉଥିବା ବେଳେ ଲୋକଙ୍କୁ ପୁଣି ଲାଗିଛି ବଡ଼ ଝଟକା । ମୁମ୍ବାଇରେ ସିଏନଜି ଓ ପିଏନଜିରେ ଦାମରେ ବୃଦ୍ଧି ଦେଖିବାକୁ ମିଳିଛି । ନୂଆ ଦର ରାତି ୧୨ଟାରୁ ଲାଗୁ କରାଯାଇଛି । ମହାନଗର ଗ୍ୟାସ୍…

ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ: ଜାଣନ୍ତୁ କେବେ ଭୋଟିଂ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ପଦ୍ମପୁରରେ ଡିସେମ୍ବର ୫ରେ ହେବ ଭୋଟିଂ ବା ମତଦାନ । ଉପନିର୍ବାଚନ ପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ ।…

ତେଜୁଛି ଭଦ୍ରକ ତିହିଡିର ନିର୍ବାଚନୀ ମାମଲା: ହିଂସାରେ ୨ ଗୁରୁତର

ଭଦ୍ରକ: ଭଦ୍ରକ ତିହିଡିରେ ଏବେ ନିର୍ବାଚନୀ ହିଂସା ବଢିବାରେ ଲାଗିଛି । ଏବେ ମାରପିଟରୁ ଆରମ୍ଭ ହୋଇ ଘଟଣା ଆକ୍ରମଣରେ ପହଞ୍ଚି ସାରିଲାଣି । ଏହ ହିଂସାର ଶିକାର ହୋଇ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଧାମନଗରରେ ଉପନିର୍ବାଚନ…

ଚନ୍ଦ୍ର ଗ୍ରହଣରେ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ; ମିଳିବ ଅନେକ ସଫଳତା ହେବ ଧନ ବର୍ଷା

ହିନ୍ଦୁ ଧର୍ମରେ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଅଶୁଭ ବୋଲି କୁହାଯାଇଥାଏ । ଏହି ଦିନ କୌଣସି ପ୍ରକାର ଦେବ ନିତି କିମ୍ବା ଶୁଭ କାର୍ଯ୍ୟ କରାଯାଏ ନାହିଁ । ଏତତ୍ ବ୍ୟତୀତ ଏହି ଗ୍ରହଣ ରାଶିମାନଙ୍କ ଉପରେ ମଧ୍ୟ…

ସ୍ୱାଧୀନ ଭାରତର ପ୍ରଥମ ଭୋଟରଙ୍କ ପରଲୋକ: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ କରିଥିଲେ ମତଦାନ

ନୂଆଦିଲ୍ଲୀ: ସ୍ୱାଧୀନ ଭାରତର ପ୍ରଥମ ଭୋଟର ଭାବେ ଗୌରବ ଅର୍ଜନ କରିଥିବା କିନ୍ନୌରର ଶ୍ୟାମ ସରନ ନେଗୀଙ୍କ ପରଲୋକ ହୋଇଛି । ୧୦୬ ବର୍ଷ ବୟସରେ ନେଗୀଙ୍କ ପରଲୋକ ହୋଇଛି । ହିମାଚଳପ୍ରଦେଶର କାଲପା ବାସଭବନରେ ସେ ସବୁଦିନ…

Happy Birthday Virat: ୩୪ ବର୍ଷରେ ପାଦ ଥାପିଲେ ରନ ମେସିନ ବିରାଟ କୋହଲି

୧୯୮୮ ମସିହା ନଭେମ୍ବର ୫ ତାରିଖ, ଭାରତର ରାଜଧାନୀ ଦିଲ୍ଲୀରେ ହୋଇଥିଲା କ୍ରିକେଟର ରାଜା । ପ୍ରେମ କୋହଲି ଏବଂ ସରୋଜ କୋହଲିଙ୍କ କୋଳରେ ଜନ୍ମ ନେଇଥିଲେ ଇଣ୍ଡିଆନ କ୍ରିକେଟ ଟିମର ଭବିଷ୍ୟତ । ଗେହ୍ଲାରେ ପରିବାର ଲୋକେ ନାଁ…

ବିରଳ ରୋଗର ଶିକାର ହୋଇଛନ୍ତି ସାଉଥ୍ ଅଭିନେତ୍ରୀ ସମନ୍ଥା: ଜାଣନ୍ତୁ ମାୟୋସିଟିସର କାରଣ, ଲକ୍ଷଣ ଏବଂ ଚିକିତ୍ସା

ତେଲୁଗୁ ଚଳଚ୍ଚିତ୍ର 'ପୁଷ୍ପା'ର ଆଇଟମ୍ ଗୀତରୁ ଖୁବ୍ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ସମନ୍ଥାଙ୍କ ଫ୍ୟାନ୍ସଙ୍କ ପାଇଁ ଆସିଛି ଏକ ଚିନ୍ତାଜନକ ଖବର । ସମନ୍ଥା ବର୍ତ୍ତମାନ ଏକ ବିରଳ ରୋଗରେ ପୀଡିତ ଅଛନ୍ତି । ସମନ୍ଥା…