fbpx
Browsing Category

Top Stories

WhatsApp Down: ଠପ ହେଲା ହ୍ୱାଟ୍ସ ଆପ ସେବା

ନୂଆଦିଲ୍ଲୀ: ସାରା ଦେଶରେ ଡାଉନ ହେଲା ହ୍ୱାଟ୍ସ ଆପ । ପ୍ରାୟ କିଛି ଘଣ୍ଟା ହେଲା ୟୁଜର୍ସ ମାନେ ଏହି ଅସୁବିଧା ଭୋଗୁଛନ୍ତି ।ହ୍ୱାଟ୍ସ ଆପ କିଛି ସମୟ ପାଇଁ ଡାଉନ ହେବା ଫଳରେ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।…

ପରଦାକୁ ଫେରୁଛି ଧୋନୀଙ୍କ ସାଉଥ ଫିଲ୍ମ: ମନୋରଞ୍ଜନ ଦୁନିଆରେ ହଜିବେ ମାହି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବିଶ୍ୱଚାମ୍ପିୟନ ଅଧିନାୟକ ତଥା ମିଷ୍ଟର କୁଲ୍ ମହେନ୍ଦ୍ର ଧୋନୀଙ୍କ ଫିଲ୍ମ ଖୁବଶୀଘ୍ର ଫେରୁଛନ୍ତି ପରଦାକୁ । ନିଜର ସୁଚିନ୍ତିତ ରଣନୀତି, କୌଶଳ, ଅବିଶ୍ୱସନୀୟ ଆତ୍ମବିଶ୍ୱାସ ବଳରେ ବିଶ୍ୱର…

(Video) ଭୁଲ ରିପୋର୍ଟ ପାଇଁ ଡାକ୍ତର ବାବୁ ଗଣିବେ ୧୦ ଲକ୍ଷ: ଅଲଟ୍ରା ସାଉଣ୍ଡ ରିପୋର୍ଟରେ ସବୁ ଠିକଠାକ, ଜନ୍ମ ବେଳକୁ ଶିଶୁର ଗୋଡ଼, ହାତ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଡାକ୍ତରଙ୍କ ଭୁଲ ଚିକିତ୍ସା ରୋଗୀ ପାଇଁ ଭୟଙ୍କର ହୋଇଥାଏ । ତେବେ ନିକଟରେ ଭୁଲ ରିପୋର୍ଟ ଦେବା ଜଣେ ଡାକ୍ତରଙ୍କ ପାଇଁ ମହଙ୍ଗା ପଡ଼ିଛି । ଜନ୍ମ ପୂର୍ବରୁ ଗର୍ଭସ୍ଥ ଶିଶୁର ସବୁ…

Google ରେ ଏହା ସବୁ ସର୍ଚ୍ଚ କରିଲେ ଆପଣଙ୍କୁ ହେଇ ଯିବ ଜେଲ ,ସାବଧାନ ରୁହନ୍ତୁ …

ନୂଆଦିଲ୍ଲୀ : ଗୁଗୁଲ୍ ସର୍ଚ୍ଚ ହେଉଛି ଏକ ପ୍ଲାଟଫର୍ମ, ଯେଉଁଥିପାଇଁ ଆପଣ କିଛି ଜାଣିପାରିବେ ଏବଂ ଆବଶ୍ୟକତା ଅନୁଯାୟୀ ଫଳାଫଳ ପାଇପାରିବେ, କିନ୍ତୁ ଆପଣ ଜାଣନ୍ତି କି ଗୁଗୁଲ୍ ସର୍ଚ୍ଚରେ କରାଯାଇଥିବା ଆପଣଙ୍କର ଗୋଟିଏ…

(Video) ଧରାପଡ଼ିଲା ରସିକିଆ ଚୋର: ସୁନାଗହଣା ସହ ମହିଳାଙ୍କ ଅନ୍ତବସ୍ତ୍ର କରୁଥିଲା ଲୁଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଗୋଟିଏ ଚୋର, ଧନ ସମ୍ପତ୍ତି, ସୁନା ଗହଣା, ଗାଡ଼ି ମୋଟର ଆଦି ଚୋରି କରିଥାଏ । ମହିଳାମାନଙ୍କର ଅସ୍ତ୍ରବସ୍ତ୍ର ଲୁଟ୍ କରୁଥିବା ଚୋର ବିଷୟରେ ଆପଣମାନେ କେବେ ଶୁଣୁଛନ୍ତି କି?…

ବିନା OTPରେ ଟଙ୍କା ଗାୟବ;ମୁଖ୍ୟ ଶାସନ ସଚିବଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାନ୍ସଫର ହେଲା ୪୦ ହଜାର

ବିହାର :ସାଇବର ଅପରାଧୀମାନେ ବିହାରରେ ହଇଚଇ ସୃଷ୍ଟି କରିବାରେ ଲାଗିଛନ୍ତି। ରାଜ୍ୟରେ ସାଇବର ଅପରାଧୀମାନେ ସାଧାରଣ କିମ୍ବା ସ୍ୱତନ୍ତ୍ର ସମସ୍ତଙ୍କୁ ଟାର୍ଗେଟ କରିବାରେ ନିୟୋଜିତ ଅଛନ୍ତି।ଏବେ ବିନା ଦ୍ୱିଧାରେ ବ୍ୟାଙ୍କ…

ଦିପାବଳୀ ଡାକି ଆଣିଲା ମହାବିପଦ: ରାଜ୍ୟରେ ୪ ମୃତ, ୪ ଗୁରୁତର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ରାଜ୍ୟବାସୀ ଆନନ୍ଦ ଉଲ୍ଲାସର ସହିତ ଆଲୋକର ପର୍ବ ଦିପାବଳୀ ଉତ୍ସବ ମନାଉଥିବା ବେଳେ ଅନ୍ୟପଟେ ଦେଖିବାକୁ ମିଳିଛି ଏକାଧିକ ଅଘଟଣ । ଦିପାବଳୀରେ ଅନେକ ସ୍ଥାନରେ ଅଘଟଣ ଦେଖାଦେଖା…

White House Diwali:ନାଚଗୀତ ସହ ଦୀପରେ ଝଲସିଲା ହ୍ୱାଇଟ ହାଉସ, ସଭିଏଁ ପାଳିଲେ ଦୀପର ପର୍ବ ଦୀପାବଳୀ

ନୂଆଦିଲ୍ଲୀ : ସୋମବାର ଆମେରିକାର ହ୍ୱାଇଟ ହାଉସରେ ସବୁଠାରୁ ବଡ ଦିୱାଲି ରିସେପ୍ସନ୍ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଜୋ ବାଇଡେନ ପ୍ରଶାସନର ବହୁ ଭାରତୀୟ-ଆମେରିକୀୟ ଯୋଗ ଦେଇଥିଲେ। ଏହି ଅବସରରେ ଜୋ ବାଇଡେନ ହ୍ୱାଇଟ…

UGCର ନୂଆ ଗାଇଡଲାଇନ୍! MMS କାଣ୍ଡ ପରେ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ: ନିକଟରେ ଦେଶର ଏକାଧିକ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କର ଏମଏମଏସ ମାମଲା ସାମ୍ନାକୁ ଆସିଛି । ତେଣୁ ଏଭଳି ସ୍ଥିତିରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଯୁବତୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷାର ବାତାବରଣ ନେଇ…

(Video) ପ୍ରକୃତିର ଚମତ୍କାର: ଜଳପ୍ରପାତର ଜଳ ଭୂମିକୁ ସ୍ପର୍ଶ କରୁନାହିଁ, ଏହା କ’ଣ ସମ୍ଭବ

ନୂଆଦିଲ୍ଲୀ: ଭାରତ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ । ଦେଶର ବିଭିନ୍ନ ସ୍ଥାନରେ ଥିବା ପାହାଡ଼, ଝରଣାର ପ୍ରାକୃତିକ ଦୃଶ୍ୟ ସାଧାରଣ ଲୋକଙ୍କୁ ଆକର୍ଷିତ କରିଥାଏ । ଯଦି ଆମେ ଜଳପ୍ରପାତ କଥା କହିବା, ତାହା ସଭିଙ୍କୁ…