fbpx
Browsing Category

Top Stories

ଝାରପଡ଼ା ଜେଲରେ ଖୋଲିବ Radio Jockey: କଏଦୀଙ୍କୁ ମିଳିବ ପ୍ରତିଭା ପ୍ରଦର୍ଶନର ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରେ ଥିବା କଏଦୀଙ୍କ ମନୋରଞ୍ଜନ କରାଯିବା ସହ ସେମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ କରାଯିବ । ଜେଲରେ ଖୋଲିବ ରେଡିଓ ଜକି । ହାଇଦ୍ରାବାଦ,…

King Kohli Back:ଦମଦାର ଫର୍ମ ରେ କୋହଲି ,ପୁଣି ନିଜ ନାମ ସହ ଯୋଡ଼ିଲେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ: ରବିବାର ଦିନ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ୨୦୨୨ ର ସବୁଠାରୁ ବଡ ମ୍ୟାଚ୍ ଖେଳାଯାଇଥିଲା | ଏହି ରୋମାଞ୍ଚକର ମ୍ୟାଚରେ ଭାରତୀୟ ଦଳ ଶେଷ ବଲରେ ବିଜୟ…

ହୋଟେଲରେ ପଶି ବୋମା ବର୍ଷଣ ଓ ବିସ୍ଫୋରଣ କଲେ ଆତଙ୍କବାଦୀ: ୯ ମୃତ, ୪୭ ଆହତ

ନୂଆଦିଲ୍ଲୀ: ସୋମାଲିଆରେ ଏକ ହୋଟେଲରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୭ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଅଲ ଶବାବ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି ।…

ପୁଣି ଚର୍ଚ୍ଚାରେ ନାଷ୍ଟ୍ରୋଡମାସ୍ ଙ୍କ ଭବିଷ୍ୟବାଣୀ;୩ଦିନ ଅନ୍ଧକାରମୟ ହୋଇଯିବ ପୃଥିବୀ!

ନୂଆଦିଲ୍ଲୀ: ଫ୍ରାନ୍ସରେ ଜନ୍ମିତ ନାଷ୍ଟ୍ରୋଡମାସ୍ ତାଙ୍କର ପ୍ରସିଦ୍ଧ ପୁସ୍ତକ ୧୨ ସେଞ୍ଚୁରିଜ୍ ଅର୍ଥାତ ୧୨୦୦ ଚତୁଷ୍ପଦୀ ଲେଖି ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି । ୟୁରୋପିଆନ୍ ମିଡିଆ ରିପୋର୍ଟସ୍ ମୁତାବକ ତାଙ୍କର…

ASRB ପକ୍ଷରୁ ବାହାରିଲା ୩୪୯ଟି ପଦବୀ, ଅକ୍ଟୋବର ୩୧ ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡ (ଏଏସଆରବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ…

Salman Rushdie Attack: ଗୋଟିଏ ହାତ ସହ ହରେଇଲେ ଗୋଟିଏ ଆଖିର ଦୃଷ୍ଟି ଶକ୍ତି , ବର୍ତ୍ତମାନ ସୁଦ୍ଧା ମେଡିକାଲରେ କଟୁଛି ଦିନ

ନୂଆଦିଲ୍ଲୀ :ପ୍ରସିଦ୍ଧ ଲେଖକ ସଲମାନ ରୁଶଦୀ ଆକ୍ରମଣରୁ ସୁସ୍ଥ ହେବା ପରେ ତାଙ୍କର ଗୋଟିଏ ଆଖିର ଦୃଷ୍ଟି ହରାଇଛନ୍ତି ଏବଂ ଆଉ ଗୋଟିଏ ହାତରେ କୌଣସି କାମ କରିବାକୁ ସକ୍ଷମ ନୁହଁନ୍ତି। ସଲମାନ ରୁଶଦୀଙ୍କ ସାହିତ୍ୟିକ ଏଜେଣ୍ଟ…

ରାଶିଫଳ(ସୋମବାର,୨୪ ଅକ୍ଟୋବର,୨୦୨୨)

ମେଷ : ଆଜି ଆପଣଙ୍କୁ କୌଣସି ପ୍ରକାରେ ସମ୍ମାନିତ କରାଯିବାର ସମ୍ଭାବନା ଅଛି। ଆଜି ପତ୍ନୀଙ୍କ ପକ୍ଷରୁ ଉତ୍ତମ ସହଯୋଗ ପ୍ରାପ୍ତ ହୋଇପାରେ । ରାତ୍ରି ସମୟ ଆମୋଦ-ପ୍ରମୋଦରେ ବିତିବ । ଆଜି ଆପଣ ସାଂସାରିକ…

Narak Chaturdashi: କେଉଁଠାରେ ଓ କେମିତି ହୋଇଥାଏ ନର୍କ ଲୋକ, ସେଠାରେ ପାପୀଙ୍କୁ କେମିତି ମିଳେ ଦଣ୍ଡ

ନୂଆଦିଲ୍ଲୀ: ଆଜି ହେଉଛି ନର୍କ ଚତୁର୍ଦ୍ଦଶୀ । ଏହାକୁ ମଧ୍ୟ ଯମ ଚତୁର୍ଦ୍ଦଶୀ ବା ଛୋଟ ଦିପାବଳୀ କୁହାଯାଇଥାଏ । କାର୍ତ୍ତିକ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିକୁ ନର୍କ ଚତୁର୍ଦ୍ଦଶୀ ଭାବେ ପାଳନ କରାଯାଏ । ଏହି ଦିନ…

Video: ପାକିସ୍ତାନ ଉପରେ ଭାରତ ଚମତ୍କାର ବିଜୟ ପରେ ନାଚି ଉଠିଲେ ସୁନୀଲ ଗାଭାସ୍କର, ଭାଇରାଲ ହେଲା ଭିଡିଓ

ମେଲବୋର୍ଣ୍ଣ: ରବିବାର ଦିନ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଭାରତ ଏବଂ ପାକିସ୍ତାନ ଇତିହାସରେ ଲିପିବଦ୍ଧ ହୋଇ ରହିବ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୮ ୱିକେଟ୍ ହରାଇବା ପାଇଁ ୧୫୯ ରନ୍ ସଂଗ୍ରହ କରିଥିଲା,…

ଲଜ୍ଜା! ଭିଜିଲାନ୍ସ ଜାଲରେ ରାଜ୍ୟର ୪ ଜଣ IIC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଛନ୍ଦି ହେଉଛନ୍ତି ରାଜ୍ୟର ଜଣଙ୍କ ପରେ ଜଣେ ଆଇଆଇସି । ଗତ ଦୁଇ ମାସ ମଧ୍ୟରେ ରାଜ୍ୟର ୪ ଜଣ ଥାନାଧିକାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଏହି ଅଧିକାରୀଙ୍କ ମଧ୍ୟରେ…