Browsing Category
Top Stories
ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କଲେ HALର ହେଲିକପ୍ଟର କାରଖାନା
ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (HAL) ର ହେଲିକପ୍ଟର କାରଖାନାକୁ ଉଦଘାଟନ କରିଛନ୍ତି ଏବଂ କର୍ଣ୍ଣାଟକର ତୁମାକୁରରେ ହାଲୁକା ୟୁଟିଲିଟି ହେଲିକପ୍ଟର ଉନ୍ମୋଚନ…
ପୁଣି ମହିଳାଙ୍କ ପାଇଁ ଟୁଇନ୍ସିଟିରେ OSRTC ଆରମ୍ଭ କରିବ ସ୍ୱତନ୍ତ୍ର ମହିଳା ସେବା
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (OSRTC) ଖୁବ ଶୀଘ୍ର ଟୁଇନ୍ସିଟିରେ ମହିଳାମାନଙ୍କ ପାଇଁ ବସ୍ ସେବା ଆରମ୍ଭ ହେବାକୁ ଯାଉଛି। ଏନେଇ ଓଡିଶା ପରିବହନ ନିଗମ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଦୁଇ ସହରରେ…
ଆପଣଙ୍କର ହୋଇଛି କି ଗର୍ଭପାତ ? ମହିଳାଙ୍କ ପାଇଁ ସୁସ୍ଥ ଗର୍ଭଧାରଣର ସହଜ ଉପାୟ ଜାଣନ୍ତୁ
ମିସକ୍ୟାରେଜ୍ ବା ଗର୍ଭପାତ ହେଉଛି ଜୀବନର ସବୁଠାରୁ ଖରାପ ଫେସ୍, ଯାହାର ସାମ୍ନା କରୁଥିବା ମହିଳାମାନେ ଭିତରୁ ସମ୍ପୂର୍ଣ୍ଣ ରୂପରେ ଭାଙ୍ଗିପଡ଼ନ୍ତି । ଗର୍ଭପାତର ଶିକାର ହୋଇଥିବା ମହିଳାଙ୍କ ମନରେ 'ମୁଁ ପୁଣିଥରେ ମା ହେଇ…
ଅଧିକ ଚିକିତ୍ସା ପାଇଁ କାଲି ଦିଲ୍ଲୀ ସ୍ଥାନାନ୍ତର ହେବେ ଅଭିନେତା ପିଣ୍ଟୁ ନନ୍ଦ
ଭୁବନେଶ୍ୱର: ଅଧିକ ଚିକିତ୍ସା ପାଇଁ ଅଭିନେତା ପିଣ୍ଟୁ ନନ୍ଦଙ୍କୁ କାଲି ଦିଲ୍ଲୀ ନିଆଯିବ । ଦିଲ୍ଲୀର ଆଇଏସବିଏଲରେ ପିଣ୍ଟୁ ନନ୍ଦଙ୍କ ଅଧିକ ଚିିକିତ୍ସା କରାଯିବ । ଦିଲ୍ଲୀ ସ୍ଥାନାନ୍ତର ନେଇ ପିଣ୍ଟୁଙ୍କ ପରିବାର ଲୋକଙ୍କ…
ଏବର୍ଷ ଅଧିକ ଜଳିବ ଜଙ୍ଗଲ: ସତର୍କ କଲେ ପିସିସିଏଫ୍
ଭୁବନେଶ୍ୱର: ଜଙ୍ଗଲ ନିଆଁକୁ ନେଇ ବନ ବିଭାଗର ସତର୍କ ଘଣ୍ଟି । ଏବର୍ଷ ଖରାଦିନେ ଅଧିକ ଜଙ୍ଗଲରେ ନିଆଁ ଲାଗିବା ଆଶଙ୍କା ରହିଛି । ଏବର୍ଷ ଜଙ୍ଗଲରେ ଅଧିକ ନିଆଁ ଲାଗିବ ବୋଲି ପିସିସିଏଫ୍ ସତର୍କ କରାଇଛନ୍ତି । ଦୀର୍ଘ ଦିନ…
Paytm ଏବଂ PhonePe ଶୀଘ୍ର ଆଣିପାରେ ଏହି ସେବା, ବିନା UPI ପିନ୍ ରେ ଆପଣ କରିପାରିବେ ପେମେଣ୍ଟ !
ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟ ଆପ୍ସର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଲୋକମାନେ UPI ଦେୟ ଦେବା ପାଇଁ ପେଟିଏମ୍ ଏବଂ ଫୋନ୍ ପେ ବ୍ୟବହାର କରନ୍ତି। ବର୍ତ୍ତମାନ ଉଭୟ କମ୍ପାନୀ ଏକ ନୂତନ ବୈଶିଷ୍ଟ୍ୟ ଉପରେ କାମ…
ପ୍ରଳୟ ଏବଂ ପ୍ରଳୟ: ପୁଣି ଥରିଲା ତୁର୍କୀ, ପ୍ରଥମ ଭୁମିକମ୍ପରେ ଗଲାଣି ୧୨୦୦ରୁ ଉର୍ଦ୍ଧ ଜୀବନ
ତୁର୍କୀ: ଶତାଦ୍ଧୀର ସବୁଠାରୁ ଶକ୍ତିଶାଳୀ ଭୁମିକମ୍ପରେ ତୁର୍କୀ ଏବଂ ସିରିୟାରେ ୧,୨୦୦ ରୁ ଉର୍ଦ୍ଧ ଲୋକ ଜୀବନ ହରାଇଛନ୍ତି । ଯେଉଁଥିରେ ହଜାର ହଜାର ଘର ଭୁଷୁଡ଼ି ପଡିଥିବା ବେଳେ ଅନେକ ୫ ହଜାରୁ ଉର୍ଦ୍ଧ ଲୋକେ ନିଖୋଜ…
(Video)ଏମିତି ଲଢେଇ ଆଗରୁ ଦେଖିଛନ୍ତି କି, ସିଂହ ଛୁଆ ସହ ଅଜଗରର; ଭିଡିଓ ହେଉଛି ଭାଇରାଲ୍
ଜଙ୍ଗଲରେ ରହିବା ପାଇଁ ହେଲେ ନିଜର ଜୀବନ ରକ୍ଷା କରିବା ସହ ପ୍ରତିଦିନ ଏହି ସଂଘର୍ଷ ଭିତରେ ଦିନ ବିତେଇବାକୁ ପଡିଥାଏ। ଏଠାରେ ବିପଦ ସିଧାସଳଖ ପଶୁମାନଙ୍କ ଜୀବନ ଉପରେ ଥାଏ ଏବଂ ସେମାନେ ଜାଣନ୍ତି ନାହିଁ ଯେ ସେମାନଙ୍କ…
ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ଏତିକି ପ୍ରତିଶତ ବଢ଼ିପାରେ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିବାକୁ ଯାଉଛି । ଏକ କୋଟିରୁ ଅଧିକ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଯାଉଛନ୍ତି…
ଟ୍ରେନରେ ହ୍ୱାଟସ୍ଆପ୍ ମାଧ୍ୟମରେ ଏବେ ଖାଇବା ଅର୍ଡର କରିପାରିବେ ଯାତ୍ରୀ ! ଏହି ନମ୍ବର ସାହାର୍ଯ୍ୟରେ କରିପାରିବେ ଅର୍ଡର
ନୂଆଦିଲ୍ଲୀ :ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । କୁହାଯାଉଛି ଯେ ବର୍ତ୍ତମାନ ଯାତ୍ରୀମାନେ ସେମାନଙ୍କର PNR ନମ୍ବର ବ୍ୟବହାର କରି ଯାତ୍ରା ସମୟରେ ହ୍ୱାଟସ୍ ଆପ୍ ମାଧ୍ୟମରେ…